Latest Odisha News
Browsing Category

ଦେଓଗଡ଼

Deogarh

ବାରକୋଟରୁ ବାଘ ଛାଲ ବେପାରୀଙ୍କୁ ବାନ୍ଧିଲା ଏସଟିଏଫ୍

ଭୁବନେଶ୍ୱର: ପୁଣି ବାଘ ଛାଲ ରାକେଟର ପର୍ଦ୍ଦାଫାସ । କ୍ରାଇମବ୍ରାଞ୍ଚ ଏସଟିଫ୍ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଦେବଗଡ଼ ଜିଲ୍ଲା ବାରକୋଟ ନିକଟରୁ ସେମାନଙ୍କୁ ବାନ୍ଧିଛି ଏସଟିଏଫ୍ । ଜବତ ହୋଇଛି ଏକ କଲରାପତରିଆ ବାଘ ଛାଲ । ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ସଲୋହି ଗାଁର ସୋମନାଥ ପାତ୍ର…

ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ

ଦେବଗଡ: ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଏଏସଆଇ ପରମାନନ୍ଦ ନାଏକ ନିଲମ୍ବିତ ହୋଇଛନ୍ତି । ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ସେ ନିଲମ୍ବିତ ହୋଇଛନ୍ତି । ‘ମୋ ସରକାର’ ପକ୍ଷରୁ ଫୋନରେ ଯୋଗାଯୋଗ କରାଯିବା ପରେ ଲାଞ୍ଚ ମାଗିଥିବା ଜଣାପଡିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।…

ବୁଲି ଯାଆନ୍ତୁ ଦେବଗଡ଼ ଜିଲ୍ଲାର କୋରାଡ଼କୋଟ ଜଳପ୍ରପାତ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆମ ରାଜ୍ୟ ଓଡିଶା। ଏହାର ପ୍ରତ୍ୟେକଟି କୋଣ ଅନୁକୋଣରେ ପ୍ରକୃତିରାଣୀ ବିଛେଇ ଦେଇଛି ତା'ର ସୌନ୍ଦର୍ଯ୍ୟର ଫୁଆରା। ଓଡ଼ିଶାର ଅନେକ ସ୍ଥାନ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ବେଳେ ଆଉ କିଛି ଏବେବି ଦୃଷ୍ଟି ଆଢୁଆଳରେ ରହି ଯାଇଛି। ତେବେ…

ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଚାଲିଗଲା ଜୀବନ

ଦେବଗଡ଼: ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର । ତା ସଂସ୍ପର୍ଶରେ ଆସି ଅକାଳରେ ଚାଲିଗଲା ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଲ ଥାନା ଅନ୍ତର୍ଗତ ଶାମପାଲି ଗାଁରେ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି…

ଚାଷ ଦେଲା ଜୀବିକାକୁ ସଂଜୀବନୀ, ଏଥର ସଂଜୀବ କହିବେ ‘ମୁଁ କେମିତି ହେଲି ସଫଳ’

ଦେବଗଡ : ରିଆମାଳ ଅଂଚଳର ସଫଳ ଚାଷୀ ସଞ୍ଜିବ  ପ୍ରଧାନ । ଯୁକ୍ତ ୨ ପାସ ପରେ ଗତ ୧୦ ବର୍ଷ ହେବ ଚାଷକାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ତାଙ୍କର ଚାଷ କାମରେ ଅଭିଜ୍ଞତା ନ ଥିବାରୁ ଚାଷ କାର୍ଯ୍ୟରେ ସଫଳ ପାଇପାରୁ ନଥିଲି । ହେଲେ ସବୁବେଳେ ନୂତନ କୌଶଳ ଏବଂ ବୈଜ୍ଞାନିକ ପଦ୍ଧତିରେ କିପରି ଅଧିକ…

ଦୁର୍ଘଟଣାରୁ ବର୍ତ୍ତିଲେ ସମ୍ୱଲପୁର ସାସଂଦ, ନୀତେଶ ଗଙ୍ଗଦେବଙ୍କ କାରକୁ ଧକ୍କା ଦେଲା ଟ୍ରକ୍

ଦେବଗଡ଼: ଦୁର୍ଘଟଣାରୁ ବର୍ତ୍ତିଗଲେ ସମ୍ୱଲପୁର ସାଂସଦ ନୀତେଶ ଗଙ୍ଗଦେବ । ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଛି । ଗତକାଲି ବିଳମ୍ବିତ ରାତିରେ ଦେବଗଡ଼ ଥାନା NH-୪୯ର କୁରଡ଼ ନିକଟରେ ଦୁର୍ଘଟଣା ଘଟିଛି । ସାଂସଦଙ୍କ କାରକୁ ପଛ ପଟୁ ଟ୍ରକ୍ ଧକ୍କା ଦେଇଥିଲା । ତେବେ ଏଥିରେ ସାଂସଦ ନୀତେଶ…

ବୁଲି ଯାଆନ୍ତୁ ପ୍ରାକୃତିକ ଶୋଭରାଜିରେ ପରିପୂର୍ଣ୍ଣ କୋରଡ଼କୋଟ ଜଳପ୍ରପାତ

ଭୁବନେଶ୍ୱର: ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ। କୋଭିଡ କଟକଣା ମଧ୍ୟରେ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ବୁଲିବାକୁ ପର୍ଯ୍ୟଟକଙ୍କୁ ଅନୁମତି ଦେଇଛନ୍ତି ସରକାର। ତେବେ ଆଜି ଆମେ ଆପଣଙ୍କୁ ବୁଲାଇ ନେବୁ ଦେବଗଡ଼ ଜିଲ୍ଲାର କୋରଡକୋଟ ଜଳ ପ୍ରପାତ। ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଦେବଗଡ଼ ଜିଲାର…

ଜର୍ମାନୀ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ କରିବା ପାଇଁ ଓଡ଼ିଆ ଝିଅ ମୋନା ମୀନାକ୍ଷୀ ମଞ୍ଜରୀ ମନୋନୀତ

ଦେଓଗଡ଼: ଓଡ଼ିଆ ଝିଅ ମୋନା ମୀନାକ୍ଷୀ ମଞ୍ଜରୀ ଭକ୍ତଙ୍କୁ ଜର୍ମାନୀର ଜୋହାନ୍ସ ଗୁଟେନ୍ବର୍ଗ ବିଶ୍ୱବିଦ୍ୟାଳୟ ମନୋନୀତ କରିଛି । ନାନୋ-ଚୁମ୍ବକୀୟତା ଏବଂ ସ୍ପିନଟ୍ରୋନିକ୍ସ କ୍ଷେତ୍ରରେ ଗବେଷକ ସହଯୋଗୀ ଭାବେ ସେ କାର୍ଯ୍ୟ କରିବେ । ରବିବାର ଅପରାହ୍ନରେ ସେ ଜର୍ମାନୀ ଅଭିମୁଖେ ଯାତ୍ରା…

ପଶ୍ଚିମ ଓଡ଼ିଶାରେ ମାଡୁଛି କରୋନା, ଫୋକସରେ S-S-B ଜିଲ୍ଲା

ଭୁବନେଶ୍ୱର: ଦକ୍ଷିଣ ପରେ ପଶ୍ଚିମ ଓଡ଼ିଶାରେ ମାଡ଼ି ମାଡ଼ି ଚାଲିଛି କରୋନା ଚେର । ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ୍ କେସ ଶତକ ପାର କରିଥିବା ବେଳେ ବରଗଡ଼ ଜିଲ୍ଲାରୁ ୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…