Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଗଞ୍ଜାମରେ ଥମୁନି ରାଜନୈତିକ ହିଂସା: ପୂର୍ବତନ ସରପଞ୍ଚଙ୍କୁ ଏବେର ସରପଞ୍ଚଙ୍କ ଆକ୍ରମଣ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ଶେଷ ହୋଇ ତିନି ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ଗଞ୍ଜାମ ଜିଲାରେ ରାଜନୈତିକ ହିଂସା ଥମୁନି । ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଛି । ସୋମବାର ରାତିରେ କୁକୁଡାଖଣ୍ଡି ବ୍ଳକ ମସିହାଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ ସେଠୀ ଏବଂ ତାଙ୍କର ଦୁଇ…

ଶୀତଳ ଷଷ୍ଠୀ ଯାତ୍ରା ବେଳେ ରାତି ଅଧରେ ଗାଁରେ ବୁଲିଲା ଖଣ୍ଡା

 ଗଞ୍ଜାମ: ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତ ନଦୀ ବୁହାଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗାଁରେ ଏହି ଘଟଣା ଘଟିଛି ।…

କୋଟିପତି ନିଶା ବେପାରୀଙ୍କ ୬ କୋଟିର ସ୍ଥାବର ଅସ୍ଥାବର ସମ୍ପତି ବ୍ୟାଜ୍ୟାପ୍ତ

ବ୍ରହ୍ମପୁର : କୋଟିପତି ନିଶା ବେପାରୀର ସ୍ଥାବର ଅସ୍ଥାବର ସମ୍ପତି ବ୍ୟାଜ୍ୟାପ୍ତ । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗଂଜାମ ଖଲ୍ଲିକୋଟର ରଜନୀକାନ୍ତ ପଟ୍ଟନାୟକଙ୍କ ପାଖାପାଖି ୬ କୋଟି ଟଙ୍କାର ସମ୍ପତି ଜବତ  । ବତ ହୋଇଥିବା ସମ୍ପତି ମଧ୍ୟରେ ୪.୫୨ କୋଟି ଟଙ୍କାର ସୁନା…

ଗଞ୍ଜାମ ବିଜେଡ଼ିରେ ବଢୁଛି ଶ୍ରୀକାନ୍ତଙ୍କ ଗୁରୁତ୍ୱ

ବ୍ରହ୍ମପୁର: ନୂତନ ମନ୍ତ୍ରୀମଣ୍ଡଳ ଗଠନ ପରେ ଯେଉଁ ନାଁକୁ ନେଇ ଗଞ୍ଜାମ ରାଜନୀତିରେ ପ୍ରବଳ ଚର୍ଚ୍ଚା ଚାଲିଛି, ସେଇ ନାଁଟି ହେଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ରବିବାର ଶ୍ରୀକାନ୍ତ ଶ୍ରମ, ନିଯୁକ୍ତି ଓ ବୀମା ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱତନ୍ତ୍ର ଦାୟିତ୍ୱ) ଭାବେ ଶପଥ ଗ୍ରହଣ…

ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର: ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ଏହାପରେ ସେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି କୁହାଯାଉଥିଲା। କିନ୍ତୁ ତାହା ହୋଇନାହିଁ। ନୂଆ ମନ୍ତ୍ରିମଣ୍ଡଳ ତାଲିକାରୁ ଦିଗପହଣ୍ଡିର ଏହି ବିଧାୟକ ବାଦ୍ ପଡିଛନ୍ତି। ଏବେ କିନ୍ତୁ ସୂର୍ଯ୍ୟ ପାତ୍ର…

ବିଡିଏର ସାଧାରଣ ବୈଠକ: କ୍ରୀଡ଼ା, ଆବାସ, ବ୍ୟବସାୟ ଭିତ୍ତିଭୂମିକୁ ଗୁରୁତ୍ବ

ବ୍ରହ୍ମପୁର: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ସାଧାରଣ ପରିଷଦ ବୈଠକ ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ରହ୍ମପୁର, ଗୋପାଳପୁର ଏବଂ ଛତ୍ରପୁରର ଅନେକ ବିକାଶମୂଳକ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା । ବିଶେଷକରି କ୍ରୀଡ଼ା, ଆବାସ ଏବଂ…

ମାଁ ବୁଢ଼ୀ ଠାକୁରାଣୀ ମନ୍ଦିରର ହେବ ନବିକରଣ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଗୋଟିଏ ପରେ ଗୋଟିଏ ପ୍ରସିଦ୍ଧ ମନ୍ଦିରର ନବିକରଣ କରାଯାଉଛି । ଏହା ଭିତରେ ମାଁ ତାରା ତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ନବିକରଣ ଅଭିଯାନରେ ସାମିଲ ହେବାକୁ ଯାଉଛି ବ୍ରହ୍ମପୁରର ପ୍ରସିଦ୍ଧ ତଥା ଆରାଧ୍ୟ…

[ଦେଖନ୍ତୁ ଭିଡିଓ] କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଓଲଟି ଗଲା ୬ ଜଣଙ୍କ ଜୀବନ, ୪୨ ଆହତ

ଭଞ୍ଜନଗର: କଳିଙ୍ଗା ଘାଟିରେ ବଡ଼ ଦୁର୍ଘଟଣା । ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ଓଲଟି ପଡ଼ିବାରୁ ଗଲା ୬ଜଣଙ୍କ ଜୀବନ  । ମଙ୍ଗଳବାର  ବିଳମ୍ବିତ ରାତିରେ ଭଞ୍ଜନଗର ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସଟି ଓଲଟି ପଡ଼ିଥିଲା । ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି ।…

ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତି ଦେଇଥିବା ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତ ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକ ହେଲେ ଛତ୍ରପୁର ବୋରିଗାଁର ବାଦଲ ସାହୁ…

ଦୁଇ ଦିନ ଗଞ୍ଜାମ ଜିଲ୍ଲାରେ ସମୁଦ୍ର ଉପକୂଳ ଯିବା ପାଇଁ ଲୋକଙ୍କୁ ବାରଣ

ବ୍ରହ୍ମପୁର: ବାତ୍ୟା ଅସାନି ଭୀଷଣ ରୂପ ଧାରଣ କରି ସମୁଦ୍ର ଭିତରେ ଓଡ଼ିଶା ଉପକୂଳ ମୁହାଁ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ । କିନ୍ତୁ ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷ ପବନ ହେବ । ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ଗଞ୍ଜାମ…