Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବର୍ତ୍ତମାନ ସରପଞ୍ଚ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଳକ ମସିଆଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାରେ ବର୍ତ୍ତମାନର ସରପଞ୍ଚ କେ. ବୁଲୁ(୪୨)ଙ୍କୁ ବ୍ରହ୍ମପୁର ସଦର ଥାନା ପୋଲିସ ଗିରଫ କରିଛି । ଫଳରେ ଏହି ଆକ୍ରମଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ଗିରଫ…

ଗଞ୍ଜାମରେ ବ୍ୟାପକ ହେବ ଘରୋଇ ନର୍ସିଂହୋମ୍‌ ଯାଞ୍ଚ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ବେଆଇନ ଭାବେ ଲିଙ୍ଗନିରୂପଣ କରୁଥିବା ଏକ ବଡ଼ ରାକେଟକୁ ବ୍ରହ୍ମପୁର ପୁଲିସ ଗତ କିଛି ଦିନ ପୂର୍ବେ ଧରିଥିଲା । ଏଥି ସହିତ କେତେକ ସ୍ଥାନରେ ବେଆଇନ ଭାବେ ନର୍ସିଂହୋମ୍‌ ଚାଲିଥିବା ନେଇ ମଧ୍ୟ ଅଭିଯୋଗ ପରେ ସେଗୁଡ଼ିକୁ ସିଲ୍‌ କରାଯାଇଥିଲା । ପୂର୍ବରୁ ମଧ୍ୟ…

ଶିଶୁ ଶ୍ରମିକ ମୁକ୍ତ ହେବ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ପ୍ରଶାସନ ଜାରି କଲା ହେଲପ ଲାଇନ ନମ୍ବର

ବ୍ରହ୍ମପୁର: ଗଞ୍ଜାମ ଜିଲା ଶିଶୁ ଶ୍ରମିକ ମୁକ୍ତ ଜିଲା ଭାବେ ଗଠନ କରିବାକୁ ତତ୍ପରତା ଦେଖାଦେଇଛି । ଯଦି କେଉଁଠାରେ ଶିଶୁ ଶ୍ରମିକଙ୍କୁ କେହି ଦେଖନ୍ତି, ତେବେ ଏନେଇ ସୂଚନା ଦେବା ପାଇଁ ଜିଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର ହେଲପଲାଇନ ନମ୍ବର ଜାରି କରାଯାଇଛି । ଛତ୍ରପୁର ଶ୍ରମ ଜିଲା ପାଇଁ…

ମନ୍ତ୍ରୀ ହେବା ପରେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କ ଇସ୍ତଫା

ବ୍ରହ୍ମପୁର: ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି । ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଗତ ରବିବାର ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର…

୩୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ପାଇଁ ବ୍ରହ୍ମପୁର ସହର ଏବେ ସୁରକ୍ଷିତ ରାସ୍ତା ପାଲଟିଯାଇଛି । ନିୟମିତ ଅବକାରୀ ବିଭାଗ ଧରପଗଡ଼ କରୁଥିଲେ ମଧ୍ୟ ଚାଲାଣ ଉପରେ ରୋକ୍‌ ଲାଗିପାରୁନି । ବୁଧବାର ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେବ ବୋଲି ବ୍ରହ୍ମପୁର ଅବକାରୀ…

ଗଞ୍ଜାମରେ ଓଏଏସ ସ୍ତରରେ ଅଦଳବଦଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଡିଏ ସଚିବ ସମ୍ବିତ ରାଉତଙ୍କ ଗତ ଡିସେମ୍ବର ୬ ତାରିଖରେ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଥିଲା। ଏହି ବଦଳି ନିର୍ଦ୍ଦେଶକୁ ରାଜ୍ୟ ସରକାର ବୁଧବାର…

ଜାମୁନୀ ଗାଁରେ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ

ବ୍ରହ୍ମପୁର: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନୀ ଗାଁରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଜାମୁନୀ ଗାଁର ଯୋଗେଶ ବେହେରା।ଗୁରୁତର ହୋଇଥିବା ଅଜିତ ପାଣିଗ୍ରାହୀ ବ୍ରହ୍ମପୁର ଏମକେସିଜି…

ଗଞ୍ଜାମରେ ଅପହରଣ, ଲୁଟ୍‌ର ଶିକାର ହେଲେ ଝାଡ଼ଖଣ୍ଡର ଦୁଇ ବ୍ୟବସାୟୀ

ବ୍ରହ୍ମପୁର: ଝାଡଖଣ୍ଡର ଦୁଇଜଣ ବ୍ୟବସାୟୀ ଗଞ୍ଜାମରେ ଅପହରଣ ଓ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅପହରଣକାରୀମାନେ ଏହି ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ୭୫ ହଜାର ଟଙ୍କା ସହ କାର ଓ ମୋବାଇଲ ନେଇଯାଇଛନ୍ତି। ଯେନତେନ ପ୍ରକାରେ ମୁକ୍ତ ହେବା ପରେ ଲୁଟର ଶିକାର ବ୍ୟକ୍ତିମାନେ ମଙ୍ଗଳବାର…

କୋଭିଡରେ ସେବା କାର୍ଯ୍ୟ ପାଇଁ ବ୍ରହ୍ମପୁରର ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: କୋଭିଡ ସମୟରେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଥିବା ବ୍ୟବସାୟୀଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର…

ସୁସ୍ଥତା ପାଇଁ ନିୟମିତ ବାଲି ଖାଉଛନ୍ତି ବୃଦ୍ଧ

ବ୍ରହ୍ମପୁର: ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଗଞ୍ଜାମ ଜିଲାରେ ଏମିତି ଜଣେ ବୃଦ୍ଧ ଅଛନ୍ତି, ଯିଏ ସୁସ୍ଥ ରହିବା ପାଇଁ ନିୟମିତ ବାଲି ଖାଉଛନ୍ତି। ଦିନେ କି ଦୁଇ ଦିନ ନୁହଁ, ବରଂ ଗତ ୪୦ ବର୍ଷ ସବୁଦିନ ବାଲି ଖାଉଛନ୍ତି। ତାଙ୍କୁ ଯିଏ ଦେଖୁଛି, ଆଶ୍ଚର୍ଯ୍ୟ ଚକିତ ହେଉଛି । ୬୮ ବର୍ଷୀୟ…