Latest Odisha News

BREAKING NEWS

Browsing Category

ଝାରସୁଗୁଡ଼ା

Jharsuguda

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ୪ ପରିବାର ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ାର ଗୋଟିଏ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । “ପଶ୍ଚିମବଙ୍ଗର ଏକ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ପୂର୍ବରୁ କ୍ୱାରେଣ୍ଟାଇନରେ ରହିଥିବା ବେଳେ ସେମାନଙ୍କର ସ୍ୱାବ ପରୀକ୍ଷା ପରେ କରୋନାରେ…

ଝାରସୁଗୁଡ଼ା ସହରରେ ୫ ବର୍ଷର ନାବାଳକ କରୋନା ପଜିଟିଭ୍ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଜଣେ ୫ ବର୍ଷର ନାବାଳକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମେ’ ୧୬ ତାରିଖରେ ଏହି ବାଳକ ଜଣକ ତା’ର ପରିବାର ସହିତ ଆଗ୍ରାରୁ ସହରର ମଙ୍ଗଳବଜାର ଘରକୁ ଫେରିଥିଲେ । A five year old boy from Mangal Bazar, Jharsuguda has been…

ଲକ୍‌ଡାଉନ୍‌ର ସଫଳତା ଲାଗି ନିଆରା ଢଙ୍ଗରେ ନିବେଦନ କଲେ ଝାରସୁଗୁୁଡ଼ା ପୋଲିସ୍‌

ଝାରସୁଗୁଡ଼ା: ସମଗ୍ର ଭାରତ ଏବେ କରୋନା ଲଢେଇରେ ସାମିଲ୍ ହୋଇଛି । ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ସରକାରଙ୍କ ସମେତ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ଲାଗି ସାରା ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଜାରି…

‘ବାହାରେ ଭିଡ଼ ଡ଼ାକୁଛି ମାତ୍ର ଯାଅ ନାହିଁ’; ଚିତ୍ରରେ ଭାଇ-ଭଉଣୀଙ୍କ କରୋନା ବାର୍ତ୍ତା

ଝାରସୁଗୁଡ଼ା: ଚିତ୍ରରେ କରୋନା ସଚେତନତାର ବାର୍ତ୍ତା ଦେଇଛନ୍ତି ଝାରସୁଗୁଡ଼ା ସହରର ଦୁଇଜଣ ଭାଇ-ଭଉଣୀ । କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ସାମାଜିକ ଦୂରତ୍ୱ ରକ୍ଷା କରିବା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଚିତ୍ର ମାଧ୍ୟମରେ କହିଛନ୍ତି ପ୍ରାାଥମିକ ସ୍କୁଲରେ ପଢୁଥିବା ଋଷି ଓ ବୈଷ୍ଣବୀ ଦାସ ।…

କରୋନା ବିରୁଦ୍ଧରେ ଲଢ଼େଇ: ବ୍ରଜରାଜନଗରକୁ ସପ୍ତାହେ ବ୍ୟାପୀ ଲକଡାଉନ ଘୋଷଣା

ଝାରସୁଗୁଡା: ଓଡିଶା ସରକାର ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ସପ୍ତାହେ ବ୍ୟାପୀ ଲକଡାଉନ ଘୋଷଣା କରିବା ପରେ ଝାରସୁଗୁଡା ଜିଲ୍ଲାପାଳ ମଧ୍ୟ ରବିବାର ଦିନ ବ୍ରଜରାଜନଗର ସହରକୁ ବନ୍ଦ ଘୋଷଣା କରିଛନ୍ତି । ରାଜ୍ୟରେ କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଜନତା କର୍ଫ୍ୟୁ ଚାଲିଛି । ଗଣମାଧ୍ୟମକୁ…

୨୦୧୬ ଡବଲ ମର୍ଡର ମାମଲାରେ ନୂଆ ମୋଡ; ହାଇପ୍ରୋଫାଇଲ ଲିଙ୍କ ଥିବା ନେଇ ପୋଲିସର ସନ୍ଦେହ

ଝାରସୁଗୁଡା: କଳ୍ପନା ଦାସ ଓ ଝିଅ ବବଲିର ହତ୍ୟା ଘଟଣାରେ ନୂଆ ମୋଡ ଆସିଛି । ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଆଉ ଏକ ରହସ୍ୟ ଉନ୍ମୋଚିତ ହୋଇଛି । ପୋଲିସର କହିବାନୁସାରେ, ହତ୍ୟା ହେବାର କିଛି ଦିନ ପୂର୍ବରୁ କଳ୍ପନା ଦାସ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ…

୨୦୧୬ ଡବଲ୍ ମର୍ଡ଼ର ପ୍ରସଙ୍ଗ: ଅଭିଯୁକ୍ତ ଅନୁପ ସାଏଙ୍କ ଝିଅ ଓଡ଼ିଶା ମାନବାଧିକାର କମିଶନଙ୍କୁ ଆବେଦନ କଲେ

ଭୁବନେଶ୍ୱର: କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅକୁ ୨୦୧୬ ମେ ୭ ତାରିଖ ଦିନ ହମିରପୁରର ନିଘଞ୍ଚ ଜଙ୍ଗଲରେ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫକୁ ତାଙ୍କ ମୂକ ଓ ବଧିର ଝିଅ ଶୁଭସ୍ମିତା ବିରୋଧ କରିଛନ୍ତି । ଏସମ୍ପର୍କରେ ସେ ଓଡ଼ିଶା…

ଝାରସୁଗୁଡା: ସାଇକେଲରୁ ପଡି ମାଟ୍ରିକ ପରୀକ୍ଷାର୍ଥୀ ମୃତ

ଝାରସୁଗୁଡା: ଓଡିଶାର ଝାରସୁଗୁଡା ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଭଉଁରା ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ର ସାଇକେଲରୁ ପଡି ପ୍ରାଣ ହରାଇଛନ୍ତି । ମୃତକଙ୍କ ପିତା କହିଛନ୍ତି, “ସେ ବାଗଡିହି ହାଇସ୍କୁଲକୁ ପରୀକ୍ଷା ଦେବା ପାଇଁ ଯିବା ବାଟରେ ସାଇକେଲରୁ ପଡି ଅଚେତ ହୋଇଯାଇଥିଲା । ଏହା…

୨୦୧୬ ଡବଲ ମର୍ଡର: ସିବିଆଇ ତଦନ୍ତ ଦାବି କଲେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡା: ୨୦୧୬ ମସିହାରେ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି । ପୂର୍ବତନ ବିଧାୟକ ଅନୁପ ସାଏଙ୍କ ମାଆ, ପତ୍ନୀ, ଝିଅ, ବଡ ଭାଇ, ଭାଉଜ ଓ ଭଣଜା ଶନିବାର ଦିନ ସନ୍ଧ୍ୟାରୁ ଜିଲ୍ଲାପାଳ ଅଫିସ…