Latest Odisha News

BREAKING NEWS

Browsing Category

ଝାରସୁଗୁଡ଼ା

Jharsuguda

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: ଘର ଭିତରୁ ମାଆ ଓ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଘର ଭିତରୁ ମାଆ ଓ ଦୁଇ ଝିଅଙ୍କର ମୃତଦେହ ଉଦ୍ଧାର । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରୁ ଆସିଛି ଏହି ହୃଦୟବିଦାରକ ଘଟଣା । ବ୍ରଜରାଜନଗର ଗଙ୍ଗାନଗର ଫାଟକପଡ଼ାରେ ଏକ ଘର ଭିତରୁ ତିନି ଜଣଙ୍କପ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ୨୮ ବର୍ଷୀୟ ସୋନି ପୋଦାର । ତାଙ୍କ ଦୁଇ…

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା…

ଦାୟିତ୍ୱ ନେଲେ ଝାରସୁଗୁଡ଼ା ଏୟାରପୋର୍ଟର ନୂଆ ନିର୍ଦ୍ଦେଶକ

ଝାରସୁଗୁଡ଼ା: ବଦଳିଲେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ । ନୂଆ ନିର୍ଦ୍ଦେଶକ ଭାବରେ ପଓ୍ୱନ କୁମାର ଜୁଟସୀ ଦାୟିତ୍ୱ ଗ୍ରହଣ କରିଛନ୍ତି । କିଶୋର କୁମାର ସେନାପତିଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି । ପଦୋନ୍ନତି ପାଇ କିଶୋର ସେନାପତିଙ୍କର ଦିଲ୍ଲୀ ମୁଖ୍ୟାଳୟକୁ…

ଗାଁରେ ‘ଏସିଆନ୍ ଓପନ୍ ବିଲ୍ ଷ୍ଟ୍ରକ୍’ ପକ୍ଷୀଙ୍କ ଗୁଞ୍ଜରଣ

ଝାରସୁଗଡ଼ା : ପକ୍ଷୀଙ୍କ କଳରବରେ ଗୁଞ୍ଜରି ଉଠୁଛି ପରିବେଶ । ମନୋରମ ପରିବେଶ ଭିତରେ ଦଳ ଦଳ ପକ୍ଷୀଙ୍କ ସମାଗମ ସୌନ୍ଦର୍ଯ୍ୟକୁ ଆହୁରି ଦୁଇ ଗୁଣ କରୁଛି । ଏବେ ସୁଦୂର ଇଲାକାରୁ ଉଡ଼ିଆସିଛନ୍ତି ଏସିଆନ୍ ଓପନ୍ ବିଲ୍ ଷ୍ଟ୍ରକ୍ । । ଶହ ଶହ ବଗ ପ୍ରଜାତିରଏହି ପକ୍ଷୀ ଝାରସୁଗଡ଼ାର ଝାଡ଼େଶ୍ୱର ମନ୍ଦିରରେ…

ମାଛ ପୋଖରୀ ଲିଜ୍ ବିବାଦରୁ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡ଼ା: ସମ୍ୱଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମନାକୁ ଆସିଛି । ଟଙ୍କା ନୁହେଁ, ବରଂ ମାଛ ପୋଖରୀ ଲିଜକୁ ନେଇ ପ୍ରଫେସର ଧ୍ରୁବରାଜ ନାଏକଙ୍କୁ ଅଭିଯୁକ୍ତ ପ୍ରବୀଣ ଧରୁଆ ହତ୍ୟା କରିଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତକୁ ପଚରାଉଚରା ପରେ…

ନାଗକୁ ମିଳିଲା ନୂଆ ଜୀବନ

ଭୁବନେଶ୍ୱର: ନାଗ ପାଇଁ ଦେବଦୂତ ସାଜିଲେ ଫାୟାର ମ୍ୟାନ ବବୁଲ । ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଅନ୍ତର୍ଗତ ତେଲେନପଲି ଗ୍ରାମରେ ପ୍ରସନ୍ନ ପ୍ରଧାନ ଙ୍କ ବାଡ଼ିରେ ଏକ ନାଗ ସାପ ତରଳି ଥିବା ପିଚୁ ରେ ସମ୍ପୂର୍ଣ୍ଣ ଭାବରେ ଲାଖି ଯାଇଥିଲା ।  ଅଗ୍ନିଶମ ବାହିନୀର ଜଣେ ତାଲିମ ପ୍ରାପ୍ତ କର୍ମଚାରୀ…

ଝାରସୁଗୁଡ଼ା ଉପକାରାଗାରରେ ୬୮ କଏଦୀ କରୋନା ସଂକ୍ରମିତ

ଝାରସୁଗୁଡ଼ା: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରେ ବ୍ୟାପିଲାଣି କରୋନା ସଂକ୍ରମଣ । ଝାରସୁଗୁଡ଼ା ଉପ-କାରାଗାରରେ ୬୮ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଠାରେ ମୋଟ୍ ୨୮୨ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬୮ଟି ରିପୋର୍ଟ ପଜିଟିଭ୍ ଆସିଛି । କରୋନା…

ଝାରସୁଗୁଡ଼ାରେ ରାସ୍ତାରେ ପରିବା ଫିଙ୍ଗିଦେଲେ ଚାଷୀ

ଝାରସୁଗୁଡ଼ା: କରୋନା ଯୋଗୁ ପ୍ରଶାସନ କଟକଣା ଲଗାଇଛି । ସାପ୍ତାହିକ ଓ ଦୈନିକ ହାଟ ବନ୍ଦ । ଏଭଳି ସ୍ଥିତିରେ ଝାରସୁଗୁଡ଼ା ସହରରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପରିବା ବିକ୍ରି ନପାରି ରାସ୍ତାରେ ଫିଙ୍ଗି ପ୍ରତାବିଦ ଜଣାଇଲେ ଚାଷୀ । ଆଜି ଝାରସୁଗୁଡ଼ାରେ ହାଟ ଥିଲା । ଫଳରେ ଜିଲ୍ଲାର…

ବେଦାନ୍ତ ପକ୍ଷରୁ ଲାଞ୍ଜିଗଡ ଓ ଝାରସୁଗୁଡାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ବେଦାନ୍ତ ଆଲୁମିନା ପକ୍ଷରୁ ଲାଞ୍ଜିଗଡ ଓ ଝାରସୁଗୁଡାଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ବେଦାନ୍ତ କର୍ମଚାରୀଙ୍କୁ ସମ୍ବୋଧନ କରିଥିଲେ । ଏହି ସ୍ୱତନ୍ତ୍ର…

ପଥର ଖାଦାନରେ ବିସ୍ଫୋରଣ, ଜଣେ ମୃତ 

ଝାରସୁଗୁଡା: ପଥର ଖାଦାନରେ ବିସ୍ଫୋରଣ । ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ସେନହାମାଲ ପଥର ଖାଦାନରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିସ୍ଫୋରଣରେ ବାଦୀମାଲ ଗାଁର ୩୬ ବର୍ଷୀୟ ହରିଶଙ୍କର ଭୋଇଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଟିଆରଏଲ୍‌ କ୍ରୋସାକୀ ହସ୍ପିଟାଲରେ…