Latest Odisha News
Browsing Category

ଖୋର୍ଦ୍ଧା

Khurda

ଖୋର୍ଦ୍ଧା ମଳିପଡା ନିକଟରେ ପଡିଛି ମାଈହାତୀର ମୃତଦେହ

ଖୋର୍ଦ୍ଧା: ପୁଣି ଏକ ହାତୀତ ମୃତ୍ୟୁ । ଖୋର୍ଦ୍ଧା ବନଖଣ୍ଡର ମଳିପଡ଼ା-ଦଲକ ରାସ୍ତା ମଝିରୁ ଏକ ମାଈହାତୀର ମୃତଦେହ ଉଦ୍ଧାର ହୋଇଛି । ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଖୋର୍ଦ୍ଧା ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ହାତୀର…

ରାଜଧାନୀରେ ବୁଲୁଛି ଦନ୍ତା ହାତୀ

ଭୁବନେଶ୍ୱର : ପୁଣି ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଭରତପୁର ଜିଏ କଲୋନୀରେ ଗୋଟିଏ ଦନ୍ତା ହାତୀ ପଶିଯାଇଛି । କଲୋନୀ ପରିସରରେ ଥିବା ଏକ ଘରର ପାଚେରୀ ଭାଙ୍ଗି ଦେଇଥିବା ଜଣା ପଡିଛି । କିଛି ଗଛକୁ ବି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ଭରତପୁର…

କାଲି ଏକ ନମ୍ବର ହେବ ଖୋର୍ଦ୍ଧା !

ଭୁବନେଶ୍ୱର: କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଯିବ ଖୋର୍ଦ୍ଧା । ରେଡହଟ୍ ଜିଲ୍ଲା ଭାବରେ ଉଭା ହୋଇଛି । ପ୍ରତିଦିନ ପାଞ୍ଚ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେତେବେଳେ ସଂଖ୍ୟା ସାତ ଶହ ବି ଡେଇଁ ଯାଉଛି । ଏଯାଏଁ ଗଞ୍ଜାମ ସଂକ୍ରମିତ ଜିଲ୍ଲା ତାଲିକାର ଏକ ନମ୍ବରରେ ରହିଛି ।…

କରୋନାକୁ କାବୁ ପାଉଛି ଗଞ୍ଜାମ, ସୁସ୍ଥ ହେଲେଣି ୯୦% ଆକ୍ରାନ୍ତ

ଗଞ୍ଜାମ: ରାଜ୍ୟରେ କରୋନାର ସଂକ୍ରମିତ ଜିଲ୍ଲା ଗଞ୍ଜାମ । ୧୮ ହଜାର ୬୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଦ୍ରୁତଗତିରେ ବଢ଼ିଥିଲା ସଂକ୍ରମଣ । ସେହି ଅନୁପାତରେ ଆକ୍ରାନ୍ତ ସୁସ୍ଥ ବି ହୋଇଛନ୍ତି । ଏବେ ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁଛି ବେକାବୁ କରୋନା । ଗଞ୍ଜାମରେ ୯୦% ଆକ୍ରାନ୍ତ ସୁସ୍ଥ ଗଞ୍ଜାମ…

କରୋନାର ନୂଆ ହଟସ୍ପଟ୍ ମୟୂରଭଞ୍ଜ

ଭୁବନେଶ୍ୱର: ରାଜ୍ୟରେ କରୋନାର ରେଟହଟ୍ ଜିଲ୍ଲା ଗଞ୍ଜାମରେ କମିଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଖୋର୍ଦ୍ଧା ଓ କଟକରେ ମାଡ଼ି ଚାଲିଛି । ଏବେ ତାଲିକାରେ ଯୋଡ଼ିଛି ମୟୂରଭଞ୍ଜ । ରାଜ୍ୟରେ କରୋନାର ନୂଆ ହଟସ୍ପଟ ପାଲଟିଛି ମୟୂରଭଞ୍ଜ । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରୁ ୨୧୫ କରୋନା…

ବନ୍ଧା ହେଲେ କୋଟିପତି ପୂର୍ବତନ ରେଞ୍ଜର

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାଲୁଗାଁର ପୂର୍ବତନ ରେଞ୍ଜର । ତାଙ୍କ ନାଁ ଅଭୟ ଜେନା । ଆଜି ତାଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ସେଲ୍ । ଗତକାଲି ଅଭୟ ଜେନାଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ବିଭାଗ । ଚଢାଉ ବେଳେ ୪ କୋଟି…

ଖୋର୍ଦ୍ଧା ଜିଲ୍ଲାରେ କରୋନାର ଲମ୍ବା ଡିଆଁ, ଏକାଥରକେ ଚାରି ଶହ ପାର

ଖୋର୍ଦ୍ଧା: କରୋନା କାୟା ଖୋର୍ଦ୍ଧା ଜିଲ୍ଲାରେ ମାଡ଼ି ଚାଲିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି । ଗୋଟିଏ ଦିନରେ ଏକାଥରରେ ଚାରି ଶହ ପାର କରିଛି ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ରେକର୍ଡ ୪୮୮ ନୂଆ ଆକ୍ରାନ୍ତ । ଏପର‌୍ୟ୍ୟନ୍ତ ସବୁଠୁ ଅଧିକ । ଜିଲ୍ଲାରେ…

ରାତିରେ ହେଲା ବିସ୍ଫୋରଣ, ଉଡ଼ିଲା ଘର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ମକୁନ୍ଦପୁରରେ ବଡ଼ ଧରଣର ବିସ୍ଫୋରଣ । ଉଡ଼ିଗଲା ଘରର ଛାତ । ଆଖାପାଖରେ ଥିବା କୋଠା ଘର ବି କ୍ଷତିଗ୍ରସ୍ତ ହୋଇଛି । ଗତକାଲି ରାତିରେ ଏହି ବିସ୍ଫୋରଣ ହୋଇଛି । କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ବାଣ ତିଆରି ବେଳେ ବିସ୍ଫୋରଣ ହୋଇଥିବା…

ଖୋର୍ଦ୍ଧାରେ ମାଡୁଛି, ଗଞ୍ଜାମରେ ଖସୁଛି: ଜାଣନ୍ତୁ ରେଡହଟ୍ ଜିଲ୍ଲାର କୋଭିଡ୍ ଷ୍ଟାଟସ୍

ଭୁବନେଶ୍ୱର: ଗଞ୍ଜାମ ପରେ କରୋନାର ରେଡ ହଟ୍ ଜିଲ୍ଲା ପାଲଟିଛି ଖୋର୍ଦ୍ଧା । ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଗଞ୍ଜାମରେ କମୁଛି ପଜିଟିଭ୍ କେସ । ଖୋର୍ଦ୍ଧାରେ ଆକ୍ଟିଭ୍ କେସ୍ ବଢୁଥିବା ବେଳେ ଗଞ୍ଜାମରେ ସୁସ୍ଥତା ହାର ବଢୁଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୦…

ଖୋର୍ଦ୍ଧା ଜିଲ୍ଲାର ଏସବୁ ଅଞ୍ଚଳ ଆଜିଠୁ ୧୪ ତାରିଖ ସନ୍ଧ୍ୟା ୭ଟା ଯାଏଁ ସଟଡାଉନ୍

ଖୋର୍ଦ୍ଧା: କରୋନା ଖୋର୍ଦ୍ଧା ଜିଲ୍ଲାରେ କାୟା ବିସ୍ତାର କରୁଛି । ସଂକ୍ରମଣ ବଢୁଥିବାରୁ ଆଜିଠାରୁ ଚିଲିକା ଓ ବାଣପୁର ବ୍ଲକ ଏବଂ ବାଲୁଗାଁ ଓ ବାଣପୁର ଏନଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ସନ୍ଧ୍ୟା ୭ଟାରୁ ଆସନ୍ତା ୧୪ ତାରିଖ…