Latest Odisha News

BREAKING NEWS

Browsing Category

ଖୋର୍ଦ୍ଧା

Khurda

ଖୋର୍ଦ୍ଧାରେ ମାଡୁଛି, ଗଞ୍ଜାମରେ ଖସୁଛି: ଜାଣନ୍ତୁ ରେଡହଟ୍ ଜିଲ୍ଲାର କୋଭିଡ୍ ଷ୍ଟାଟସ୍

ଭୁବନେଶ୍ୱର: ଗଞ୍ଜାମ ପରେ କରୋନାର ରେଡ ହଟ୍ ଜିଲ୍ଲା ପାଲଟିଛି ଖୋର୍ଦ୍ଧା । ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଗଞ୍ଜାମରେ କମୁଛି ପଜିଟିଭ୍ କେସ । ଖୋର୍ଦ୍ଧାରେ ଆକ୍ଟିଭ୍ କେସ୍ ବଢୁଥିବା ବେଳେ ଗଞ୍ଜାମରେ ସୁସ୍ଥତା ହାର ବଢୁଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୦…

ଖୋର୍ଦ୍ଧା ଜିଲ୍ଲାର ଏସବୁ ଅଞ୍ଚଳ ଆଜିଠୁ ୧୪ ତାରିଖ ସନ୍ଧ୍ୟା ୭ଟା ଯାଏଁ ସଟଡାଉନ୍

ଖୋର୍ଦ୍ଧା: କରୋନା ଖୋର୍ଦ୍ଧା ଜିଲ୍ଲାରେ କାୟା ବିସ୍ତାର କରୁଛି । ସଂକ୍ରମଣ ବଢୁଥିବାରୁ ଆଜିଠାରୁ ଚିଲିକା ଓ ବାଣପୁର ବ୍ଲକ ଏବଂ ବାଲୁଗାଁ ଓ ବାଣପୁର ଏନଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ସନ୍ଧ୍ୟା ୭ଟାରୁ ଆସନ୍ତା ୧୪ ତାରିଖ…

ଖୋର୍ଦ୍ଧା ଏସପି କରୋନା ସଂକ୍ରମିତ

ଭୁବନେଶ୍ୱର: ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ସଂକ୍ରମିତ । କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ଏନେଇ ନିଜେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି । ପୂର୍ବରୁ ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଅନ୍ୟ କର୍ମଚାରୀଙ୍କର…

ଖୋର୍ଦ୍ଧା ଜିଲ୍ଲାରେ ସଂଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସକାଳ ୫ଟାରୁ ସଂଧ୍ୟା ୫ଟା ଯାଏ ଖୋଲା ରହିବ ଦୋକାନ ବଜାର । ଏହି ସମୟରେ ଲୋକ ଜିନିଷପତ୍ର କିଣି ପାରିବେ । ଆଜିଠୁ ଅଗଷ୍ଟ ୩୧ ତାରିଖ ଯାଏ ନିୟମ ଲାଗୁ ହେବ । ଏହି ସୂଚନା ଦେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଏହି ନିୟମରୁ ବାଦ ପଡ଼ିବ ଭୁବନେଶ୍ୱର ମହାନଗର…

ପୁଣି ତିନି ଶହ ପାର୍ କଲା ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ କେସ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ବେକାବୁ କରୋନା । କାୟା ବିସ୍ତାର କରି ଚାଲିଛି । ଦ୍ୱିତୀୟ ଥର ଜିଲ୍ଲାରୁ ପୁଣି ବାହାରିଛନ୍ତି ତିନି ଶହରୁ ଅଧିକ ନୂଆ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୧୨ ଜଣ । ପୂର୍ବରୁ ଗତ ୨୩ ତାରିଖରେ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।…

ଭୁବନେଶ୍ୱରରେ ବଢୁଛି, ଖୋର୍ଦ୍ଧା ଲଢୁଛି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ମୁଣ୍ଡ ବିନ୍ଧାର କାରଣ ହେଲାଣି କରୋନା ସଂକ୍ରମଣ । ପ୍ରତିଦିନ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ୧୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୧ ହଜାର ୭୪୪କୁ ବୃଦ୍ଧି ପାଇଛି ପଜିଟିଭ୍ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାରୁ ଯେତିକି ଭୂତାଣୁ…

ଲକଡାଉନ୍ ଘୋଷିତ ଚାରି ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଧିକ ସଂକ୍ରମିତ ଚାରି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହାସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ୧୪ ଦିନିଆ ସଟଡାଉନ୍ ଲାଗୁ ହେବ । କାରଣ ସେସବୁ ଜିଲ୍ଲାରେ ସଂକ୍ରମିତ ଓ ଆକ୍ଟିଭ୍ କେସ୍ ଅଧିକ…

ରାଜ୍ୟର କରୋନା ହଟସ୍ପଟ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କେସ ବଢୁଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚ ଜିଲ୍ଲାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ହଟସ୍ପଟ୍ ୫ ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ପଜିଟିଭ୍ ବାହାରୁଛନ୍ତି । ମାଡ଼ି ମାଡ଼ି ଚାଲିଛି କରୋନା । ଜୁଲାଇରେ ଲମ୍ବା ଲମ୍ଫ ମାରୁଛି । ରାଜ୍ୟରେ…

ଦାରୁପ୍ରାପ୍ତି ସ୍ଥାନ ଦଧିମାଛ ଗାଡ଼ିଆରେ ରଥରେ ପୂଜା ପାଇଲେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର: ଆଜି ପାଳିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ଗୁଣ୍ଡିଚା ଯାତ୍ରା କରିଛନ୍ତି । ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଦଧିମାଛ ଗାଡ଼ିଆ ଠାରେ ଶ୍ରୀଜଗନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା…

ମହିଳା ରୋଗୀଙ୍କୁ ଅସଦାଚରଣ ଅଭିଯୋଗରେ ପୂର୍ବତନ ସିଡିଏମ୍‌ଓ ଗିରଫ

ଖୋର୍ଦ୍ଧା : ମହିଳା ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ । କ୍ଲିନିକରେ ଚେକ୍ ଅପ୍ ବେଳେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ସିଡିଏମ୍‌ଓ ବୈଦ୍ୟନାଥ ନାୟକ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୋଗକାରିଣୀଙ୍କ…