Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ବ୍ରାଉନସୁଗର ବିକ୍ରି ପାଇଁ ଆସିଥିଲେ ଯୁବକ, ବସଷ୍ଟାଣ୍ଡରୁ ବାନ୍ଧିଲା ପୋଲିସ

ରାଇରଙ୍ଗପୁର: ବ୍ରାଉନସୁଗରା ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଝାଡ଼ଖଣ୍ଡରୁ ଆସି ରାଇରଙ୍ଗପୁରରେ ବିକ୍ରି କରୁଥିଲା ଧଳ ଜହର । ବିଶେଷସୂତ୍ରରୁ ଖବର ପାଇଁ ଛକି ରହିଥିଲା ପୋଲିସ । ରାଇରଙ୍ଗପୁର ବସଷ୍ଟାଣ୍ଡରେ ଡିଲ୍ ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ରାଇରଙ୍ଗପୁର ଟାଉନ୍ ଥାନା ପୋଲିସ । ତା…

ମୟୂରଭଞ୍ଜ ସାରସକଣା ଦୁର୍ଘଟଣା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ, ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ମୟୂରଭଞ୍ଜ:ମୟୂରଭଞ୍ଜ ସାରସକଣା ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ମୟୁରଭଞ୍ଜ ଜିଲ୍ଲାର ସାରସକଣା ଠାରେ…

ମୟୂରଭଂଜରେ ଓଲଟିଲା ଟ୍ରାକ୍ଟର, ୪ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ, ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ ଆହତମାନଙ୍କୁ…

ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ, ସ୍ତ୍ରୀକୁ କାଠଫାଳିଆରେ ପିଟିପିଟି ହତ୍ୟା

ବାରିପଦା : ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି କାଠଫାଳିଆ ପିଟିପିଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ଏହା ପରେ ମୃତଦେହକୁ ଘର ପାଖରେ ପୋତିବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଲୋକେ ହତ୍ୟାକାରୀ…

ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ୍, ଜଣେ ମୃତ

ବାରିପଦା: ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ୍ । ମୟୂରଭଞ୍ଜ ବାରିପଦା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତିରିଂ ମେଡିକାଲରୁ ବାରିପଦା ମେଡିକାଲ ଆସୁଥିବା ବେଳେ ଟ୍ରକ ମାଡିଯାଇଥିଲା । ମୃତକଙ୍କ…

ଗୋଟିଏ ବାଘ ଛାଲ ଓ ୨ଟି ହାତୀଦାନ୍ତ ଜବତ, ୩ ଜଣ ଗିରଫ

କେନ୍ଦୁଝର: ବାଘ ଛାଲ ଓ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଖବର ପାଇଁ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଗୋଟିଏ ବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ବାନ୍ଧିଛି ଏସଟିଏଫ୍ । କେନ୍ଦୁଝର ଆରଟିଓ ଅଫିସ ପାଖରେ ଚଢ଼ାଉ କରିଥିଲା ଏସଟିଏଫ୍ ।…

ଝରାଫୁଲ ଡେଥ୍ ମିଷ୍ଟ୍ରି: ହତ୍ୟା ନା ଅସୁସ୍ଥତାରୁ ମୃତ୍ୟୁ ? ପୋଷ୍ଟମର୍ଟମ ରିପୋର୍ଟ ଖୋଲିବ ରହସ୍ୟ

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ ଚାରି ଦିନ ହେଲାଣି । ଏହି ଘଟଣାରେ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ପୋଲିସ ଗିରଫ କରିଛି । ଏବେ ପୋଷ୍ଟମର୍ଟର ରିପୋର୍ଟ ଖୋଲିବ ଡେଥ୍ ସସପେନ୍ସ ଉପରୁ ପରଦା । ଝରାଫୁଲଙ୍କ ସହ ଯାହା ଘଟିଲା ତାହା ଅଚାନକ ଥିଲା ନା ସବୁ କିଛି…

କାର- ଅଟୋ ମୁହାଁମୁହିଁ ଧକ୍କା, ୧୨ରୁ ଅଧିକ ଯାତ୍ରୀ ଗୁରୁତର

ମୋରଡା: ମୟୁରଭଞ୍ଜ ଜିଲ୍ଲା ଚିତ୍ରଡା-ଷ୍ଟେସନ ଅମରଦା ରୋଡ଼ ରାସଗୋବିନ୍ଦପୁର ଥାନା ନାକିଚୁଆ ନିକଟ ବାଙ୍କ ଜଙ୍ଗଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ରୁ ଯାତ୍ରୀ ଗୁରୁତର ହୋଇଛନ୍ତି ।  ସୂଚନାନୁଯାୟୀ, ଅଟୋରେ ବସି ଯାତ୍ରୀମାନେ ରାସଗୋବିନ୍ଦପୁର…

ପୁଣି ବିଜୁ ସେତୁ କାମ ବେଳେ ଅଘଟଣ, ଜଣେ ଶ୍ରମିକ ମୃତ

ବାରିପଦା: ପୁଣି ବିଜୁ ସେତୁ କାମ ବେଳେ ଅଘଟଣ । ବାରିପଦା-ବଡ଼ସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ପିଲର୍‌ ପାଇଁ ଖୋଳା ଯାଉଥିବା ଗଭୀର ପାଣି ଖାତରେ ଖସି ପଡ଼ିବାରୁ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ପ୍ରାୟ ୧୫ ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ…

ଅସାବଧାନତା ଯୋଗୁଁ ଆଙ୍ଗୁଠି ହରାଇ ପାରନ୍ତି ସାପ ଉଦ୍ଧାରକାରୀ

ବାରିପଦା: ସାମାନ୍ୟ ଅସାବଧାନତା ସୃଷ୍ଟି କରେ ଅନେକ ସମସ୍ୟା । ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ନିକଟସ୍ଥ ବଡ଼ ସାହି ଗାଁଣରେ । ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଏକ ସାଢ଼େ ୩ ଫୁଟ ଲମ୍ବର ବଡ଼ ଚନ୍ଦନ ବୋଡା ସାପ ଉଦ୍ଧାର କରିଥିଲେ ସାପ ଉଦ୍ଧାରକାରୀ ଯତୀନ ନାୟକ । ଏହା ପରେ ଏକ…