Latest Odisha News

BREAKING NEWS

Browsing Category

ନୂଆପଡ଼ା

Nuapara

ଖଡ଼ିଆଳ ମହୋତ୍ସବ : ଉଦିତ୍‌ଙ୍କ ଗୀତରେ ଝୁମିଲେ ଦର୍ଶକ

ନୂଆପଡା : ଖଡ଼ିଆଳ ମହୋତ୍ସବରେ ଉଦିତ୍‌ ନାରାୟଣଙ୍କ ଗୀତରେ ଝୁମିଲେ ଲକ୍ଷ ଲକ୍ଷ ଦର୍ଶକ ।  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଅର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଳା, ସଂସ୍କୃତି,ଐତିହ୍ୟ, ସାହିତ୍ୟ ତଥା ଲୋକ କଳାର ବାର୍ତ୍ତାବହ ସାଜିଥିବା ଖଡ଼ିଆଳ ମହୋତ୍ସବ ୨୦୨୩  ଗୁରୁବାର ଷ୍ଟାର…

ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ

ନୂଆପଡ଼ା : ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ହଜାର ହଜାର ଦର୍ଶକ । କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ , ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ ର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି ।…

ନୂଆ ପରିଚୟ ଦେଲା ଷ୍ଟ୍ରବେରୀ ଚାଷ

ନୂଆପଡ଼ା : ନୂଆ ପରିଚୟ ଦେଉଛି ଷ୍ଟ୍ରବେରି ଚାଷ। ସୁସ୍ୱାଦୁ ଓ ମୂଲ୍ୟବାନ ଷ୍ଟ୍ରବେରୀ ଚାଷ ପାଇଁ ସୁନାବେଡା ଏବେ ନୁଆ ପରିଚୟ ହାସଲ କରିପାରିଛି । ଏହି ଅଭୟାରଣ୍ୟରେ ଚକୁଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଆଉ ସେହି ସମ୍ପ୍ରଦାୟର ଲୋକେ ଏବେ ବିଦେଶୀ ଫଳ ଷ୍ଟ୍ରବେରୀ ଚାଷ କରି…

ଦୁଇ ମାଲବାହୀ ଟ୍ରକ ଧକ୍କା; ଦୁଇ ମୃତ ଓ ଦୁଇ ଗୁରୁତର

ନୂଆପଡ଼ା: ନୂଆପଡା ଜିଲ୍ଲା ତରବୋଡ ଫାଣ୍ଡି ଜାତୀୟ ରାଜପଥ ନଂ- ୩୫୩ ଉପରେ ଦୁଇ ମାଲବାହୀ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଟ୍ରକ ନଂ- ଓଡି ୧୮ ଏଫ ୩୫୧୪ ଏବଂ ସିଜି…

[ଦେଖନ୍ତୁ ଭିଡିଓ] ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଘୋଟାଲା। ପାଉଣା ନମିଳିଲେ ଆନ୍ଦୋଳନ ଜୋରଦାର

ନୂଆପଡ଼ା : ଗାଁର ଗରିବଙ୍କ ପାଇଁ କର୍ମ ନିଯୁକ୍ତି ଯୋଜନା ଯେମିତି ପ୍ରହସନ ପାଲଟିଛି । କିଛି ଅସାଧୁ କର୍ମଚାରୀ ମାଲାମାଲ ହେଉଥିବା ବେଳେ ଗାଁର ଗରିବ କାମ କରି ଦି ପଇସା ପାଇବାକୁ ଚାହିଁ ବସିଛି । ଯେମତି ଏହି ଖଡ଼ିଆଳ ଦାବ୍ରି ପଞ୍ଚାୟତର ବିଭିନ୍ନ ଗାଁର ଉନ୍ନତିକରଣ ପାଇଁ ରାସ୍ତାରୁ ନେପଇ ପୋଖରୀ…

ନୂଆପଡ଼ାରେ ବ୍ୟାପିଲା ଡାଇରିଆ : ଜଣଙ୍କର ମୃତ୍ୟୁ, ୧୦ରୁ ଅଧିକ ଗୁରୁତର

ନୂଆପଡ଼ା : କାଶୀପୁର ପରେ ନୂଆପଡ଼ାରେ ଡାଇରିଆ । କୋମନା ବ୍ଲକ ଜଟଗଡ଼ ଗାଁରେ ବଢ଼ିବାରେ ଲାଗିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଅଧିକ ଗୁରୁତର ଥିବା ନେଇ ସିଡିଏମ୍ଓ ସୂଚନା ଦେଇଛନ୍ତି । ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ନୂଆପଡ଼ା ସମଲେଶ୍ୱରୀ ହାଇସ୍କୁଲର ବନ୍ଦ ପଡ଼ିଥିବା ଛାତ୍ରୀ ନିବାସ ଭିତରୁ କଙ୍କାଳ ଠାବ

ନୂଆପଡ଼ା  : ହଷ୍ଟେଲ୍ ଭିତରେ କଙ୍କାଳକୁ ନେଇ ଚର୍ଚ୍ଚା । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ବନ୍ଦ ପଡ଼ିଥିବା ଛାତ୍ରୀ ନିବାସ ଭିତରୁ ଏକ କଙ୍କାଳ ଠାବ ହୋଇଛି । କରୋନା ସମୟରେ କ୍ୱାରେଣ୍ଟିନ ସେଣ୍ଟର ଭାବେ ବ୍ୟବହୃତ ହେଉଥିବା ଏହି ହଷ୍ଟେଲ୍ ଏବେ ବନ୍ଦ…

[ଦେଖନ୍ତୁ ଭିଡିଓ] ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଗଣମାଧ୍ୟମ ପ୍ରତିନିଧିଙ୍କ…

ନୂଆପଡ଼ା: ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ଘଟଣା ବଢିଚାଲିଛି। ଯାହାକୁ ନେଇ ବହୁବାର ପ୍ରତିରୋଧ କରାଯାଉଥିଲେ ବି ଏହାର କୌଣସି ହାଲ ବାହାରିପାରିନି। ଏବେ ପୁଣି ନିକଟରେ ଜଣେ ନୂଆପଡ଼ାର ଗଣମାଧ୍ୟମ ପ୍ରତିନିଧି ରବିକାନ୍ତ ଠେଲାଙ୍କୁ ଆକ୍ରମଣ  କରାଯାଇଥିଲା। ।  ଘଟଣାର ଖୁବଶିଘ୍ର…

[ଦେଖନ୍ତୁ ଭିଡିଓ] ପାଣି ଅଭାବରୁ ଉଜୁଡିବ ଫସଲ ,ଚିନ୍ତାରେ ଚାଷୀ କୁଳ

ନୂଆପଡ଼ା : ମିଳୁନି ପାଣି। ଉଜୁଡିବାକୁ ବସିଛି ଫସଲ। କେନାଲରୁ ପାଣି ଆସୁନଥିବା ବେଳେ ଚାଷୀର ଚାଷ ଜମି ଫାଟି ଆଁ କରିଛି । ଏହିଭଳି ଅଭିଯୋଗ ଆସିଛି ନୂଆପଡ଼ାରୁ। ଫସଲ ଅମଳ ହେବାକୁ ବସିଥିବା ବେଳେ ଉପଯୁକ୍ତ ପାଣି ନମିଳିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ସମସ୍ୟା ନେଇ ବହୁବାର ଜଣାଯାଇଥିଲେ ବି…

ନୂଆପଡାରେ ସିରିଜ ଦୁର୍ଘଟଣା , ୩ ଟି ଟ୍ରକ ଧକ୍କା , ୨ ଗୁରୁତର

ନୂଆପଡା : ନୂଆପଡାରେ ସିରିଜ ଦୁର୍ଘଟଣା । ନୂଆପଡା ଜାତୀୟ ରାଜପଥ ୩୫୩ ଝାଲକୁସୁମ ଛକରେ ସିରିଜ ଦୁର୍ଘଟଣା ଘଟିିଛିା ମାଲବାହୀ ଟ୍ରକ ବିରରୀତ ଦିଗରୁ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ ଧକ୍କା ହୋଇଥିଲା । ଫଳରେ ପାଖରେ ଥିବା ଆଉ ଏକ ଟ୍ରକ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଗୋଟିଏ…