Latest Odisha News

BREAKING NEWS

Browsing Category

ଓଡିଶା

Odisha

କାହ୍ନାକୁଣ୍ଡରେ ମହିଳା ନିଖୋଜ, ସନ୍ଧାନ ଜାରି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ଇବ୍ ନଦୀରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଯାଇଛନ୍ତି। ତାଳସରା ଥାନା ଅନ୍ତର୍ଗତ କାହ୍ନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ଏହି ଦୁର୍ଘଟଣା ଘଟିଛି। ଶୁକ୍ରବାର ଦିନ ODRAF ଏବଂ ଅଗ୍ନିଶମ ବିଭାଗ ଦ୍ୱାରା ଦ୍ୱିତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି କିନ୍ତୁ…

Diarrhoea Ooutbreak: ଉମରକୋଟରେ ଝାଡ଼ାବାନ୍ତି ଆତଙ୍କ, ଜଣେ ମୃତ ୨୫ରୁ ଅଧିକ ଅସୁସ୍ଥ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି ଆତଙ୍କ। ଜ୍ୱର ଓ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗାଁର ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ୨୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଗତ ଗୁରୁବାରରୁ ଗାଁରେ ଲୋକେ ଝାଡ଼ାବାନ୍ତିରେ…

ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କଲେ ପୂଜାପଣ୍ଡା, ଭକ୍ତ ନିରାଶ 

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଭଗବାନ ଲିଙ୍ଗରାଜଙ୍କ 'କନ୍ୟା ସଂକ୍ରାନ୍ତି' ଅବସରରେ ପୂଜାବିଧି ବାଧାପ୍ରାପ୍ତ ହୋଇଛି। ଦିନସାରା ମନ୍ଦିରର ନୀତିକାନ୍ତି ସୁରୁଖୁରୁରେ ଚାଲିଥିବା ବେଳେ, ଦୁଇ ଗୋଷ୍ଠୀର ସେବାୟତଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁଁ ଦିନର ଶେଷ …

ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହେଉଛି ଲଘୁଚାପ! ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର: ଥାଇଲ୍ୟାଣ୍ଡରୁ ଆଣ୍ଡାମାନ ସାଗର ଆଡ଼କୁ ଗତି କରୁଛି ଏକ ସମ୍ଭାବ୍ୟ ପାଣିପାଗ ପ୍ରଣାଳୀ। ଯାହା ଫଳରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି ଯେ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ। IMD ଅନୁଯାୟୀ, ଉତ୍ତର ଥାଇଲ୍ୟାଣ୍ଡ ଉପରେ ଥିବା ଏକ ଉପରିଭାଗର ଘୂର୍ଣ୍ଣିବଳୟ…

ଓଡ଼ିଶା ଆଇପିଏସ୍ ଅଧିକାରୀ ଅମିତେନ୍ଦ୍ର ନାଥ ସିହ୍ନା ହେଲେ ବିଏସଏଫ ଆଇଜି

ନୂଆଦିଲ୍ଲୀ: ୨୦୦୨ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ତଥା ବର୍ତ୍ତମାନ ସିଆରପିଏଫର ଆଇଜି ଭାବେ କାର୍ଯ୍ୟରତ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ 'ଲାଟେରାଲ୍ ସିଫ୍ଟ' ଆଧାରରେ ସୀମା ସୁରକ୍ଷା ବଳ (ବିଏସଏଫ୍)ରେ ଇନ୍‌ସ୍ପେକ୍ଟର ଜେନେରାଲ୍ (ଆଇଜି) ଭାବେ ନିଯୁକ୍ତ କରାଯାଇଛି। ଏନେଇ କେନ୍ଦ୍ର ଗୃହ…

ପିଏମ ମୋଦୀଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର; ସଂଗ୍ରହ ହେଲା ୮୮୧୦ ୟୁନିଟ ରକ୍ତ…ୱାର୍ଲ୍ଡ ବୁକ୍‌ ଅଫ୍…

ଭୂବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ । ଏହି ଅବସରରେ ସାଢେ ଚାରି କୋଟି ଓଡିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଭୁବନେଶ୍ୱର ୟୁନିଟ-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ମେଗା ରକ୍ତଦାନ…

PM ମୋଦୀଙ୍କ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ‘ଆଶୀର୍ବାଦର ଦୀପ’

ଭୂବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପୁରୀ ଯାଇ ଶ୍ରୀମନ୍ଦିର ସମ୍ମୁଖରେ ଆଶୀର୍ବାଦର ଦୀପ ଜଳାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅବସରରେ ସାଂସଦ ଡା.ସମ୍ବିତ ପାତ୍ର, ରାଜ୍ୟ ସଂପାଦକ ସରୋଜ କର, ଜିଲ୍ଲା ସଭାପତି ଡା.ଦେବେନ୍ଦ୍ରନାଥ ତରାଇଙ୍କ…

ପାଟ୍ରୋଲିଂବେଳେ ଧରାପଡିଲେ କଇଁଛ ଚାଲାଣ ରାକେଟ୍; ୪ ଗିରଫ, ୫୫ ଜୀବନ୍ତ କଇଁଛ ଉଦ୍ଧାର

ମୋଟୁ: ମାଲକାନଗିରି ବନ ବିଭାଗ ଓ ମୋଟୁ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ତଦନ୍ତ ଜାରି। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ କଇଁଛ ଚାଲାଣର ଖବର…

ଡବଲ ମର୍ଡର ମାମଲା:୧୨ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ପାରଳାଖେମୁଣ୍ଡି: ୨୦୨୧ ମସିହା ଜୁନ ୧୨ ତାରିଖରେ ଡବଲ ମର୍ଡର ହୋଇଥିଲା। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ମୁଠାଗୁଡା ଗାଁର ଲୁକା ଦଳବେହେରାଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରିଥିଲେ। ଏହି ଡବଲ ମର୍ଡର ମାମଲାରେ ଜଡ଼ିତ ୧୨ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଜପତି ଅତିରିକ୍ତ…

Ganesh Puja Pandal:ଆସିଲା ଭୟଙ୍କର ବର୍ଷା;ଭୁଶୁଡ଼ିଲା ୧୫୦ ଫୁଟ୍‌ର ଗଣେଶ ପୂଜା ପେଣ୍ଡାଲ;ଡିଜନି ଲ୍ୟାଣ୍ଡ…

ରାଉରକେଲା: ରାଉରକେଲାରେ ପ୍ରବଳ ଝଡ଼ବର୍ଷା । ଏହି ପ୍ରବଳ ପବନ ଓ ବର୍ଷାରେ ସିଭିଲ୍ ଟାଉନସିପ୍‌ ମଡର୍ଣ୍ଣ ପଡ଼ିଆରେ ଗଣେଶ ପୂଜା ପାଇଁ ନିର୍ମିତ ବିଶାଳ ପେଣ୍ଡାଲଟି ଭୁଶୁଡ଼ି ପଡିଛି । ଡିଜନିଲ୍ୟାଣ୍ଡ ଢାଞ୍ଚାରେ ନିର୍ମିତ ଏହି ପେଣ୍ଡାଲର ଉଚ୍ଚତା ପ୍ରାୟ ୧୫୦ ଫୁଟ୍ ରହିଥିବାର ସୂଚନା ରହିଛି । ଘଟଣା…