Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାବଧାନ ! ଏଥର ଭସାଣିରେ ଡିଜେ ବଜାଇଲେ ବାନ୍ଧିବ ପୋଲିସ, ଜାରି ହେଲା କଟକଣା

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଖୁଦୁରୁକୁଣୀ ଓ ଗଣେଶ ପୂଜା ସରିବା ପରେ ବିଶ୍ୱକର୍ମାଙ୍କ ପୂଜା ଚାଲିଛି। ଆଗକୁ ଦଶହରା, ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା ଆସିବ। ଭସାଣି ସମୟରେ ଡିଜେ ବ୍ୟବହାରକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି। ଡିଜେ ବଜାଇଲେ ପୋଲିସ କଠୋର…

DCP ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ମଞ୍ଜୁରି ପ୍ରଦାନ

ଭୁବନେଶ୍ୱର: କେନ୍ଦ୍ର ସରକାର ଭୁବନେଶ୍ୱର ଡିସିପିଙ୍କ ଇସ୍ତଫାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖୁବ୍‌ଶୀଘ୍ର ତାଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମଞ୍ଜୁରି ପ୍ରଦାନ କରିଛି। ଭାରତୀୟ…

Maoist Leader Asim Mandal:ଟପ୍ ମାଓବାଦୀ ନେତା ଅସୀମ ମଣ୍ଡଳଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ୨.୨୦ କୋଟି

ଭୁବନେଶ୍ବର: ନିଷିଦ୍ଧ ସିପିଆଇ (ମାଓବାଦୀ) ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ (CCM) ଅସୀମ ମଣ୍ଡଳ (ଯିଏ 'ଆକାଶ' ନାମରେ ମଧ୍ୟ ପରିଚିତ) ପଶ୍ଚିମବଙ୍ଗ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ପାଇଁ ଝାଡ଼ଖଣ୍ଡ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ମୋଟ ୨.୨୦ କୋଟି ଟଙ୍କାର ପୁରସ୍କାର ଘୋଷଣା…

୧ ମିନିଟରେ ୧୦୩ ଥର ଫୁଲ କଣ୍ଟାକ୍ଟ ନି-ଷ୍ଟ୍ରାଇକ୍ କରି ଇଣ୍ଡିଆ ବୁକ ଅଫ ରେକର୍ଡ କଲେ ସଚିନ

ନୂଆପଡା: ପୁଣିଥରେ ରେକର୍ଡ କରିଛନ୍ତି ସଚିନ । ଆପଣମାନେ ସଚିନ ନାଁ ଶୁଣି ସଚିନ ତେନ୍ଦୁଲକରଙ୍କ କଥା ଭାବୁଥିବେ । ହେଲେ ଆମେ ସେ ସଚିନଙ୍କ କଥା କହୁନାହୁଁ, ବରଂ ନୂଆପଡା ଜିଲ୍ଲାର ସଚିନ ବେହେରାଙ୍କ କଥା କହୁଛୁ । ସେ ଗୋଟିଏ ମିନିଟରେ ୧୦୩ ଥର ଫୁଲ କଣ୍ଟାକ୍ଟ ନି- ଷ୍ଟ୍ରାଇକ୍ କରି ଇଣ୍ଡିଆ ବୁକ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଏକ ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ଭୁବନେଶ୍ୱର ସହରରେ ବଜ୍ରପାତ ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଅପରାହ୍ନ ୧ଟା ୩୦…

ମାସେ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ, ମେଗା-ରକ୍ତଦାନ ଶିବିରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ। ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଲୋକସେବା ଭବନରେ ଚାରା ରୋପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେହିପରି ପ୍ରଦର୍ଶନୀ ପଡ଼ିଆରେ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଆଜି ଏହି ଶିବିରରୁ…

ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ: ୩୬୫ ଦିନ ପ୍ରସ୍ତୁତ ସରକାର, ଆଗକୁ ଡପ୍ଲର ରାଡାରରେ ମିଳିବ ସୂଚନା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିଛି। ବାତ୍ୟାକୁ ନେଇ କିଛି ଘରୋଇ ସଂସ୍ଥା ପକ୍ଷରୁ କରାଯାଉଥିବା ପୂର୍ବାନୁମାନ ଉପରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବାତ୍ୟା ଆସୁ ସରକାର ୩୬୫ ଦିନ ପାଇଁ…

ପୁଣି ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି

ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜେଲର ଚାରି କାନ୍ଥ ଭିତରେ ବନ୍ଦୀ ଜୀବନ କାଟୁଥିବା ଜଣେ ହାଇ-ପ୍ରୋଫାଇଲ୍ ଅପରାଧୀଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଓଡ଼ିଶା ତଥା ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ନୂଆ ମୋଡ଼ ନେଇଛି। ଏହି…

ପୁରୀରେ ଖଜା ଦୋକାନରେ ଚଢ଼ାଉ

ଭୁବନେଶ୍ୱର: ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଅନେକ ଖଜା ଦୋକାନରେ ଚଢ଼ାଉ କରିଛି। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ନେଇ ମିଳିଥିବା ସୂଚନା ଆଧାରରେ ଗୁରୁବାର ଦିନ ଅଧିକାରୀମାନଙ୍କ ଦ୍ୱାରା ଏହି ଚଢ଼ଉ କରାଯାଇଥିଲା। ଖାଦ୍ୟ ସୁରକ୍ଷା, ଯୋଗାଣ ଓ ପୋଲିସ୍…

୫ ଓରାଙ୍ଗଉଟାନ୍‌ଙ୍କ ସ୍ୱାସ୍ଥ୍ୟ ନେଇ ବଡ଼ ଅପଡେଟ, ୩ ଜଣଙ୍କୁ ରକ୍ତହୀନତା…

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ପାଞ୍ଚଟି ଶିଶୁ ଓରାଙ୍ଗଉଟାନ୍‌ଙ୍କ ମଧ୍ୟରୁ ୩ ଜଣଙ୍କୁ ରକ୍ତହୀନତା। ଏନେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚିଡ଼ିଆଖାନା ଦ୍ୱାରା ଜାରି…