Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ ଜାରି;ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି

ଭୁବନେଶ୍ବର: ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି। ଏନେଇ ଆଜି ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସଂଶୋଧିତ କାର୍ଯ୍ୟ ସୂଚୀ ଜାରି କରିଛନ୍ତି। ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଇ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା…

ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଠକି ନେଇଥିଲେ ୨୫ ଲକ୍ଷ , ୩ ଭାଇ-ଭଉଣୀ ଗିରଫ

ସମ୍ବଲପୁର:ଏକ ଆନ୍ତଃ-ଜିଲ୍ଲା ସାଇବର ଓ ଆର୍ଥିକ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ । ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ସମ୍ବଲପୁର ସାଇବର, କ୍ରାଇମ୍‌ ଏବଂ ଇକୋନୋମିକ୍‌ ଅଫେନ୍ସ (CC & EO) ଥାନା ପୋଲିସ। ଫେସବୁକରେ ଫେକ୍ ଆଇଡି ଖୋଲି ଉଚ୍ଚ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ୨୫ ଲକ୍ଷ ଟଙ୍କା…

ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, କରାଯିବ କି ପୁନଃ ପରୀକ୍ଷା ?

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି (+3) ଦ୍ଵିତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ଏବଂ ହ୍ଵାଟ୍ସଆପ୍ ମାଧ୍ୟମରେ ଏହି ପ୍ରଶ୍ନପତ୍ର ଘୁରି ବୁଲୁଥିବା ଜଣାପଡ଼ିଛି।କିପରି ହେଲା ଉତ୍କଳ ବିଶ୍ବବିଦ୍ୟାଳୟ…

Jaundice Outbreak: ସରକାରୀ ଆବାସିକ ବିଦ୍ୟାଳୟରେ ଜଣ୍ଡିସ୍‌ ଆତଙ୍କ; ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ

ରାୟଗଡ଼ା: ହୋଷ୍ଟେଲରେ ପୁଣି ଜଣ୍ଡିସ୍‌ ଆତଙ୍କ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରବାଡି ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଅଧୀନ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ ଦେଖାଦେଇଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୭୦ରୁ ଅଧିକ ଛାତ୍ରୀ ଏହି ରୋଗରେ ଆକ୍ରାନ୍ତ…

କଟକ ଦୁର୍ଗାପୂଜା ପାଇଁ ଆଜିଠୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା

କଟକ: ଚାଲିଛି ପାର୍ବଣ ଋତୁ। ସରିଲାଣି ଗଣେଶ ପୂଜା, ବିଶ୍ୱକର୍ମା ପୂଜା। ଆଗକୁ ଆସୁଛି ଦୁର୍ଗାପୂଜା। ଏଥିଲାଗି ଆଜିଠାରୁ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା। କଟକ ବାରବାଟୀ ପ୍ୟାଲେସରେ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଆବେଦନ। ଶାରଦୀୟ ଦୁର୍ଗାପୂଜା–୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ…

Scrub Typhus: ଥମୁନି ସ୍କ୍ରବ୍ ଟାଇଫସ୍‌ ସଂକ୍ରମଣ, ଏହି ଜିଲ୍ଲାରେ ୮୦୦ ପାର୍ ଆକ୍ରାନ୍ତ

ସୁନ୍ଦରଗଡ: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜଣେ ପରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୮୭୧ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ରହିଛି । ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ପରେ ରୋଗ ନିୟନ୍ତ୍ରଣ ସହ ଲୋକଙ୍କ ମଧ୍ୟରେ…

ରାଜ୍ୟସଭା କ୍ରସ୍‌ ଭୋଟିଂ ମାମଲା: ସେପ୍ଟେମ୍ବର ୨୯କୁ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳର କିଛି ବିଧାୟକଙ୍କ ଦ୍ୱାରା ହୋଇଥିବା ଚର୍ଚ୍ଚିତ କ୍ରସ୍‌ ଭୋଟିଂ ଏବଂ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଓଡ଼ିଶା ରାଜନୀତିରେ ପୁଣି ଥରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍‌ ଅମାନ୍ୟ କରି କ୍ରସ୍‌ ଭୋଟିଂ…

ଓଡ଼ିଆ ପୁଅ ଡ.ପ୍ରସନ୍ନ କୁମାର ଆଚାର୍ଯ୍ୟ ହେଲେ ଏନ୍‌ଏଲ୍‌ସି ଇଣ୍ଡିଆର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶାର ବାସିନ୍ଦା ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ୧୭ ସେପ୍ଟେମ୍ବର ୨୦୨୬ରେ ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ୍ କାର୍ଯ୍ୟାଳୟରେ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ନୂତନ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ, ଡ.…

ଏକାମ୍ର ରେସିଡେନ୍‌ସି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ,UAN ଆଧାରରେ ଲଟେରିରେ ମିଳିବ ଘର

ଭୁବନେଶ୍ୱର: ଏକାମ୍ର ରେସିଡେନ୍ସି ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା। ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ଆବେଦନ କରିବାର ରହିଛି ସୁଯୋଗ। ପ୍ରକ୍ରିୟାକୁ ସ୍ଵଚ୍ଛ କରିବାକୁ ୟୁନିକ ଆକାଉଣ୍ଟ ନମ୍ବର ବ୍ୟବସ୍ଥା କରାଯାଇଛି। ପ୍ରଥମେ ବିଡିଏ ୱେବସାଇଟରେ ୟୁନିକ ଆକାଉଣ୍ଟ ନମ୍ବର ପାଇଁ ଆବେଦନ…

ପୋଲିସ ପଞ୍ଝାରେ ଟପ୍ ମାଓନେତା ଅସିମ, ୨.୨୦ କୋଟିର ପୁରସ୍କାର…

ମାଲକାନଗିରି: ସୁରକ୍ଷା ବାହିନୀ ମାଓବାଦୀ ନେତା ଅସିମ୍ ମଣ୍ଡଳଙ୍କୁ ଗିରଫ କରିଛି। ଯିଏକି ଆକାଶ ନାମରେ ମଧ୍ୟ ପରିଚିତ। ତାଙ୍କୁ ଧରିବା ପାଇଁ ମୋଟ ୨.୨୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଯେଉଁଥିରେ ଝାଡ଼ଖଣ୍ଡ ସରକାର ୧ କୋଟି ଏବଂ ଓଡ଼ିଶା ସରକାର ୧.୨୦ କୋଟି ଟଙ୍କା ଧାର୍ଯ୍ୟ…