Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୂର୍ବ ସରକାରଙ୍କ ସମୟରେ ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ଏଏସଓ ଚାକିରି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪କୁ ବିଚାରକୁ ନେବା ଉଦ୍ଦେଶ୍ୟରେ ଗୃହରେ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ।…

ବଡଗଡ଼ରେ ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା ମାମଲାର ଆସିଲା ରାୟ

ଗଞ୍ଜାମ: ଧରାକୋଟ ବଡଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମରେ ଅତି ନିର୍ମମ ଭାବେ ଯୁବକଙ୍କ ଗଳା କାଟି ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି । ଏହି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଅଙ୍ଗଦ ରାଉତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା…

‘ଜୟନ୍ତୀ ରୋହି’ ଚାଷ କରି ପାଆନ୍ତୁ ଲାଭ

ଭୁବନେଶ୍ବର: ମାଛ ଚାଷ ସଠିକ୍ ଭାବରେ ପରିଚାଳନା କଲେ ଭଲ ଲାଭ ମିଳିଥାଏ । ସେଥିମଧ୍ୟରୁ ‘ଜୟନ୍ତୀ ରୋହି’କିସମର ମାଛକୁ ଚାଷ କଲେ କମ୍ ଦିନରେ ଅଧିକ ଉତ୍ପାଦନ ମିଳିଥାଏ । ଯାହା ଲାଭଦାୟକ । 'ଜୟନ୍ତୀ ରୋହି' ହେଉଛି ଅଧିକ ବଢିପାରୁଥିବା ଅନୁବାଂଶିକ ବିକଶିତ ରୋହି ମାଛ । ଏହା ସାଧାରଣ ରୋହି…

ନବୀନ ସରକାରରେ ୧୩ ଶିଳ୍ପ କମ୍ପାନୀ ଏମଓୟୁ ସ୍ୱାକ୍ଷର କରି ଓହରି ଯାଇଛନ୍ତି: ଶିଳ୍ପମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରରେ ଓଡ଼ିଶାରେ ପ୍ରକଳ୍ପ ନକରି ଓହରି ଯାଇଛନ୍ତି ୧୩ଟି ପ୍ରମୁଖ ଶିଳ୍ପ କମ୍ପାନୀ । ଏହି କମ୍ପାନୀଗୁଡ଼ିକ ପ୍ରକଳ୍ପ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ । ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର…

ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ହେଲେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କୁ ନୂଆ ଦାୟିତ୍ୱ। ଶ୍ରୀ ସମଲଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ, ପ୍ରଫୁଲ୍ଲ ସାମଲ ୬ ଥର ବିଧାନସଭାକୁ ନିର୍ବାଚିତ…

ଆପଣଙ୍କର ଥଣ୍ଡା, ଶ୍ଵାସ ଜନିତ ସମସ୍ୟା ଅଛି କି ? ପାଣିରେ ମିଶାଇ ପିଅନ୍ତୁ ଏହି ଜଡିବୁଟି…

ଭୁବନେଶ୍ଵର : ଶୀତ ଋତୁରେ ଅଧିକାଂଶ ଲୋକ କାଶ, ଥଣ୍ଡା, ଜ୍ୱର ଏବଂ ପେଟ ଯନ୍ତ୍ରଣା ଅନୁଭବ କରିଥାନ୍ତି। କିଛି ଲୋକଙ୍କ ଗଳା ଯନ୍ତ୍ରଣା ଏବଂ ଶ୍ବାସ ସମସ୍ୟା ମଧ୍ୟ ଦେଖା ଦେଇଥାଏ | ଏପରି ସ୍ଥିତିରେ, ଶୀତଦିନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଜରୁରୀ । ଶୀତଦିନେ,…

ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ

ଭୁବନେଶ୍ବର: ଯାତ୍ରାରେ ଆଉ ଚାଲିବନି ଅଶ୍ଳୀଳ ନୃତ୍ୟ। ବନ୍ଦ ହେବ ଖୋଲାଖୋଲି ନଗ୍ନତା ପ୍ରଦର୍ଶନ । ଯାତ୍ରା ପାଇଁ ଆସିବ ଲକ୍ଷ୍ମଣରେଖା । ମନୋରଞ୍ଜନ ନାଁରେ ଅପସଂସ୍କୃତିକୁ ପ୍ରଶ୍ରୟ ଦିଆଯିବନି । ଯାତ୍ରା ମଞ୍ଚରେ ଅଶ୍ଳୀଳ ନାଚ ବନ୍ଦ କରିବାକୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଆଣିବାକୁ ଯାଉଛନ୍ତି…

ଉତ୍କଟ ହେଉଛି ବେକାରୀ ସମସ୍ୟା, ଚାକିରି ଆଶାରେ ୧୨ ଲକ୍ଷ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ବେକାରୀ ସମସ୍ୟା । ଶିକ୍ଷାଗର ଯୋଗ୍ୟତା ଥାଇ ମଧ୍ୟ ରାଜ୍ୟରେ ୧୨ ଲକ୍ଷ ଯୁବଗୋଷ୍ଠୀ ଏବେ ବି ଚାକିରୀ ଟିକକ ପାଇଁ ଅନେଇ ବସିଛନ୍ତି । କର୍ମ ନିୟୋଜନ ପୋର୍ଟାଲରେ ୧୨ ଲକ୍ଷ ପଞ୍ଜୀକରଣ ହୋଇଥିବା ବେଳେ ସେଥିରୁ ନିଯୁକ୍ତି ପାଇଛନ୍ତି…

୧୪୪୦ ବୋତଲ କଫ୍‌ ସିରପ୍‌ ଜବତ, ୫ ଗିରଫ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲାରୁ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କଲା ପୋଲିସ। ୧୪୪୦ ବୋତଲ କଫ୍‌ ସିରପ୍‌ ଜବତ ହୋଇଥିବା ବେଳେ ୫ ଜଣଙ୍କୁ ବାନ୍ଧିଲା ପୋଲିସ। ଏହା ସହ କାର୍‌, ସ୍କୁଟି ମଧ୍ୟ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ, କୋଲକାତାରୁ ସମ୍ଭଲପୁରକୁ ୧୪୪୦ ବୋତଲ କଫ୍‌ ସିରପ୍‌…

ସିପାହୀ ଓ କନଷ୍ଟେବଳ ନିଯୁକ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ

କଟକ: ଓଡ଼ିଶା ପୋଲିସର ବିଭିନ୍ନ ବାଟାଲିୟନ୍‌ରେ ସିପାହୀ ଓ କନଷ୍ଟେବଳ ନିଯୁକ୍ତି ଉପରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ । ସିପାହୀ ଓ କନଷ୍ଟେବଳ ପଦ ପାଇଁ ଥିବା ଧାର୍ଯ୍ୟ ସର୍ବାଧିକ ବୟସ ସୀମା ୬ ବର୍ଷ ଅଧିକ ବୃଦ୍ଧି କରିବା ସହ ଏହା କେବଳ ଚଳିତ ଥର ପାଇଁ ଲାଗୁ ହେବ ବୋଲି କୋର୍ଟ…