Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିର୍ବାଚନ ଆଚରଣ ବିଧି ଭିତରେ ଗୋଟିଏ ଦିନରେ ସୀମିତ ରହିବ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ଗୋଟିଏ ଦିନ ପାଇଁ ପାଳନ କରିବାକୁ ରାଜ୍ୟ ସରକାର ସଂକଳ୍ପ ନେଇଛନ୍ତି। ଶନିବାର ଭୁବନେଶ୍ୱରରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆନୁଷ୍ଠାନିକ ଉତ୍ସବର…

ବିନିକାର ଗାଡ଼ି ଚେକ୍ ପଏଣ୍ଟରୁ କାରରୁ ନଗଦ ୫୫ ଲକ୍ଷରୁ ଅଧିକ ଟଙ୍କା ଜବତ

ସୋନପୁର: ବିନିକାସ୍ଥିତ ଏକ ଗାଡ଼ି ଚେକ୍ ପଏଣ୍ଟରୁ ପୁଲିସ ଏକ କାରରୁ ନଗଦ ୫୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବିନିକା କଲେଜ ଛକରେ ପୁଲିସ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ କାରରେ ନଗଦ ୫୫ ଲକ୍ଷ ୨୦ ହଜାର ଟଙ୍କା ଥିବା ଜଣାପଡ଼ିଥିଲା। ପଡ଼ୋଶୀ ରାଜ୍ୟ…

ପ୍ରବଳ ଖରା: ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ଭୂବନେଶ୍ୱର: ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଶନିବାର ୪ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ରର ସୂଚନା ଅନୁଯାୟୀ ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ…

ବୁନୁ ବନାମ ବାଇଆଁ: ଭୁବନେଶ୍ୱର ମଧ୍ୟକୁ ନେଇ ଦୋଛକିରେ ବିଜେଡି?

ଭୁବନେଶ୍ୱର: ଦିନ ଗଡୁଛି, କଳି ବଢୁଛି। ବିଜେଡିକୁ ନୟାନ୍ତ କଲାଣି ଭୁବନେଶ୍ୱର ମଧ୍ୟ ସିଟ୍ ! ବୁନୁ ବନାମ ବାଇଆଁ ! କାହାକୁ ପ୍ରାର୍ଥୀ କରିବ ଦଳ ? ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ଭୁବନେଶ୍ୱର ମଧ୍ୟ ବିବାଦ । ବିଜେଡି ଟିକେଟ୍ ପାଇଁ ଚରମରେ ଗୋଷ୍ଠୀ କନ୍ଦଳ । ୩ ଥରରେ ବି ଛିଣ୍ଡିଲାନି…

ଆରଟିଓଙ୍କୁ ପରିବହନ କମିସନରଙ୍କ ନିର୍ଦ୍ଦେଶ, ସମସ୍ତ ନିୟମ ତ୍ରୁଟିଶୂନ୍ୟ ଭାବେ ପାଳନ ହେଉ

କଟକ: ସାଧାରଣ ନିର୍ବାଚନକୁ ଚାପମୁକ୍ତ ଓ ଅବୈଧ ବଣ୍ଟନ ରୋକିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସଂପର୍କରେ ସମସ୍ତ ନିର୍ଦ୍ଦେଶାବଳୀର ତ୍ରୁଟିଶୂନ୍ୟ କାର୍ଯ୍ୟକାରିତା ପାଇଁ ସମସ୍ତ ଆରଟିଓଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର । ଆଦର୍ଶ ଆଚରଣ…

ବିଶ୍ୱ ସ୍ବାସ୍ଥ୍ୟ ଦିବସ: ଗୋଷ୍ଠୀ ସ୍ୱାସ୍ଥ୍ୟର ବିକାଶ ପାଇଁ ଟିପିଏସଓଡିଏଲର ପ୍ରୟାସ

ବ୍ରହ୍ମପୁର: ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ । ଏହି ଅବସରରେ ବ୍ରହ୍ମପୁର ସ୍ଥାନୀୟ ଗୋଷ୍ଠୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରୟାସ ଜାରି ରଖିଛି ଟିପିଏସଓଡିଏଲ୍ । ବିଶ୍ୱ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଚଳିତ ବର୍ଷର ଥିମ୍ ରହିଛି "ମାଇଁ ହେଲଥ, ମାଇଁ ରାଇଟ୍" ତଥା ‘ମୋ ସ୍ବାସ୍ଥ୍ୟ,…

ଏନ୍‌.ସି.ଇ.ଆର୍‌.ଟି ୱେବସାଇଟରେ ମିଳିବ ତୃତୀୟରୁ ଦ୍ଵାଦଶ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ

ଭୁବନେଶ୍ଵର: ଜାତୀୟ ଶିକ୍ଷାନୀତି (ଏନ୍‌.ଇ.ପି.) ୨୦୨୦ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରିବାର ତିନିବର୍ଷ ମଧ୍ୟରେ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ଓ ଶିକ୍ଷାଦାନରେ ସଂସ୍କାର ଆରମ୍ଭ ହୋଇଛି । ଅକ୍ଟୋବର ୨୦୨୨ରେ ପ୍ରଥମ ମାଇଲ୍‌ଖୁଣ୍ଟ ହାସଲ କରାଯାଇଥିଲା, ଯେତେବେଳେ ମୌଳିକ / ପ୍ରାରମ୍ଭିକସ୍ତର…

ଯୁଦ୍ଧ ପୂର୍ବରୁ ସଂକଟରେ କଂଗ୍ରେସ! ଦଳ ଛାଡୁଛନ୍ତି ହେଭିୱେଟ୍ ନେତା

ଭୁବନେଶ୍ଵର: ଚବିଶ ଲଢେଇ ପାଇଁ ୯ରୁ ୯୦ ନାରା ଦେଇଥିଲା ରାଜ୍ୟ କଂଗ୍ରେସ । ହେଲେ ଏବେ ସେଇ ୯ସିଟିଂ ବିଧାୟକଙ୍କୁ ବି ରଖିପାରିନି ଦଳ । ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଦଳ ଛାଡି ବିଜେଡିରୁ ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଲେଣି । ଆଉ ଦୁଇ ବିଧାୟକ କଂଗ୍ରେସ ଟିକେଟ୍ ପାଇବା ପରେ ବି ଶଙ୍ଖ…

ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା: ଗିରଫ ହେଲେ ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କର

ଭୁବନେଶ୍ବର: ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା । ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଭ୍ୟୁ ବଢାଇବା ପାଇଁ ନିଜ ସ୍ତ୍ରୀ ସହ ମିଶି ଭାଇରାଲ କରିଥିଲେ ଜଗନ୍ନାଥ ।…

ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ଵର: ବିଜେପି ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଲେ ଇସ୍ତଫା ପତ୍ର । ବସ୍ତା ବିଧାନସଭା କ୍ଷେତ୍ରରୁ ୫ ଥର ପ୍ରତିନିଧିତ୍ବ କରିଥିଲେ ଶ୍ରୀ ମହାନ୍ତି । ସରକାରୀ ଦଳର ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ…