Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଳିଲା ଭୁବନେଶ୍ଵର, ୧୧.୩୦ ସୁଦ୍ଧା ୩୯.୮ ଡିଗ୍ରୀ

ଭୁବନେଶ୍ଵର: ଅସହ୍ଯ ଖରାରେ ସିଝୁଛି ଓଡିଶା। ଜନଜୀବନକୁ ଅସ୍ତବ୍ଯସ୍ତ କରୁଛି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି। ଗତକାଲି ରାଜ୍ଯର ୨ ସହର ମାଲକାନଗିରି ଓ ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିବାବେଳେ ଆଜି ଦିନ ୧୧ଟା ସୁଦ୍ଧା ଜଳିଲାଣି ରାଜଧାନୀ ଭୁବନେଶ୍ଵର । ଦିନ ୧୧.୩୦ ସୁଦ୍ଧା…

ବ୍ରହ୍ମପୁର ବଡ ଲଢେଇ: ପ୍ରଦୀପ ବନାମ ଭୃଗୁ?

ବ୍ରହ୍ମପୁର: ବିଜେଡିର ବ୍ରହ୍ମପୁର ସରପ୍ରାଇଜ । ୧୯ରେ ବିଜେପି ପ୍ରାର୍ଥୀ, ୨୪ରେ ବିଜେଡି ସେନାପତି । ବ୍ରହ୍ମପୁର ଲଢେଇରେ ଭୃଗୁ ଟୁଇଷ୍ଟ! ଗଞ୍ଜାମ ଗଣିତ ଗୋଳମାଳ! କେତେ କାମ କରିବ ବିଜେଡି ରଣନୀତି? ପ୍ରଦୀପ ପାଣିଗ୍ରାହୀଙ୍କୁ ମାତ୍ ଦେବେ କି ଭୃଗୁ? ନା ପ୍ରଦୀପଙ୍କ ଗୋଟିରେ ହେବେ ଆଉଟ୍? କଣ…

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

କେନ୍ଦ୍ରାପଡା: ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ ରାଜକନିକା ଗହୀରମଥାରେ ବଂଶ ବୃଦ୍ଧି ପାଇଁ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରାୟ ୮୦ ହଜାର କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି । ଗହିରମଥା ବାଲୁକା…

କଂଗ୍ରେସ କୁ ବଡ ଝଟକା, ହାତ ଛାଡିଲେ ପିସିସି ଉପସଭାପତି

ଭୁବନେଶ୍ବର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସକୁ ମିଳିଛି ବଡ ଝଟକା । ଦଳ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ । ସେ ଆଜି ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ତେବେ ସେ ଦଳ ଛାଡିବା ପଛର କାରଣ ଜଣାପଡିନାହିଁ…

ପୁରୀ ପୋଲିସକୁ ବଡ ସଫଳତା, ଉଦ୍ଧାର ହେଲେ ୧୪୫ ନିଖୋଜ ଶିଶୁ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ ସଫଳତା । ୧୪୫ ଜଣ ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଏହି ପିଲାମାନେ ଗତ ଦେଢ ମାସ ହେବ ନିଖୋଜ ଥିଲା । ଆଜି ସମସ୍ତ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ପରେ ପିଲାମାନଙ୍କୁ ସେମାନଙ୍କ ପରିବାରଲୋକଙ୍କୁ…

ନବୀନଙ୍କ ଗଡରେ ବିଜେପି ଚକ୍ରବ୍ୟୂହ!

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡରେ ବିଜେପି ଚକ୍ରବ୍ୟୁହ! ହିଞ୍ଜିଳି ଘେରିବାକୁ ଚବିଶ ପ୍ଲାନ୍! ନବୀନଙ୍କ ବିପକ୍ଷରେ ଶିଶିର ମିଶ୍ର ପ୍ରାର୍ଥୀ । ବିଜେଡିର ସବୁଠୁ ହାଇପ୍ରୋଫାଇଲ୍ ସିଟରେ ଚମକାଇବ କି ଫଳାଫଳ? ଦଳ ଗଠନ ପରଠୁ ବିଜେଡିର ଅଭେଦ୍ୟ ଦୁର୍ଗ ରହିଛି ହିଞ୍ଜିଳି । ୨୦୦୦…

ସାପ୍ତାହିକ ହାଟରେ ବୋମା ମାଡ, ଗୋରୁ ବେପାରୀଙ୍କଠାରୁ ଲୁଟିନେଲେ ୧୪ ଲକ୍ଷ ଟଙ୍କା ଓ ବୋଲେରୋ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ସାପ୍ତାହିକ ହାଟରେ ବୋମା ମାଡ । ୫ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଗୋରୁ ବେପାରୀଙ୍କଠାରୁ ଲୁଟିନେଲେ ୧୪ ଲକ୍ଷ ଟଙ୍କା ଓ ବୋଲେରୋ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ, ଆଜି ସକାଳେ କିଛି…

ରାଜ୍ୟରେ ଦୁଇ ନୂଆ ଏସ୍‌ପି ଓ ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ଦୁଇ ଜଣ ଏସପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିବାକୁ ନିର୍ବାଚନ କମିସନ ଅନୁମତି ଦେଇଛନ୍ତି । ଏହି ୩ ଅଧିକାରୀଙ୍କୁ କଟକ, ଅନୁଗୁଳ ଓ ରାଉରକେଲା ଏସପି ଭାବେ ଦାୟିତ୍ୱ ମିଳିଛି । କଟକ ଡିସିପି ଭାବେ ପ୍ରକାଶ ଆର୍‌ ଙ୍କୁ ନିଯୁକ୍ତି ମିଳିଥିବା ବେଳେ, ବ୍ରିଜେଶ…

ବଂଶବାଦ ରାଜନୀତି: କେଉଁ ଦଳ ଆଗୁଆ?

ଭୁବନେଶ୍ବର: ନାଁ ବଦଳିଲା, ଟିକେଟ୍ ଘରେ ରହିଲା । ବାପାଙ୍କ ପରେ ପୁଅ ଜଗିବେ ଗଡ ! ମଇଦାନକୁ ଓହ୍ଲାଇଲେ ପୁଅ, ଝିଅ । ପରଦା ପଛରୁ ବିରୋଧୀଙ୍କୁ ମାତ୍ ଦେବାକୁ ଗୋଟି ଚଳାଇବେ ନେତା । ବିବାଦ ହେଉ କି ବୟସ ବାଧା, ନେତାଙ୍କ ଗଡ ଜଗିବେ ଉତ୍ତରାଧିକାରୀ ! ରାଜ୍ୟର ତିନି ପ୍ରମୁଖ ଦଳର ଟିକେଟ୍…

ଆହୁରି ଦୁଇ ଦିନ ତାତିରୁ ନିସ୍ତାର ନାହିଁ, ୭ ପରେ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ବର: ଅସହ୍ୟ ଗରମକୁ ଭୀଷଣ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ରାଜ୍ୟବାସୀ । ଡହଡହ ଖରାରେ ସିଝୁଛି ଓଡ଼ିଶା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍ ଛୁଇଁଛି । ୧୧ ସହରରେ ପାରଦ ୪୦ ଟପିଛି । ଆଗକୁ ଆହୁରି ଗରମ ହେବା ନେଇ ଆକଳନ କରିଛି ପାଣିପାଗ…