Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ ସହ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା ଲୋକାର୍ପଣ କଲେ…

ବ୍ରହ୍ମପୁର/ସୁବର୍ଣ୍ଣପୁର/କୋରାପୁଟ: ଗୋଟିଏ ଦିନରେ ତିନୋଟି ଲୋକାର୍ପଣ । ଆଜି ବ୍ରହ୍ମପୁର ଆଇଜର୍ ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନସ ଆଣ୍ଡ ରିସର୍ଚର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭର୍ଚୁଆଲ ମାଧ୍ୟମରେ…

ବରଗଡରେ ବହୁ ପ୍ରତିକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଓ କ୍ୟାନସର ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବରଗଡ: ଦିନିକିଆ ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଜିଲ୍ଲାର ବିଜେପୁର ବ୍ଲକର କନାପାଲିରେ ପହଞ୍ଚି ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ…

ସମ୍ବଲପୁରରୁ ଅଯୋଧ୍ୟା ଗଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଖେତରାଜପୁର ରେଳ ଷ୍ଟେସନ ଯାଇ ସମ୍ବଲପୁର-ଦର୍ଶନନଗର-ସମ୍ବଲପୁର ଆସ୍ଥା ସ୍ପେଶାଲ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଆସ୍ଥା ସ୍ପେଶାଲ ଟ୍ରେନ ଯୋଗେ ପଶ୍ଚିମ ଓଡିଶାର ରାମଭକ୍ତ ଅଯୋଧ୍ୟା ଯାଇ…

ମାଗଣାରେ ଟଙ୍କା ବାଣ୍ଟିବେ ସରକାର?

ଭୁବନେଶ୍ୱର:ରାଜ୍ୟବାସୀଙ୍କୁ ଗୋଟେ ପରେ ଗୋଟେ ଖୁସି ଖବର ଦେଉଛନ୍ତି ସରକାର। କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା ପରି ବିଭିନ୍ନ ଯୋଜନାରେ ରାଜ୍ୟବାସୀଙ୍କ ପାଖରେ ସହାୟତା ପହଞ୍ଚିଥିବା ବେଳେ ଏବେ ଆଉ ଏକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ। ଏବେ ଆଉ ଦରଦାମ ବୃଦ୍ଧିର…

ମାର୍ଚ୍ଚରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ!

ଭୁବନେଶ୍ୱର:ରାଜ୍ୟସଭା ପରେ କେବେ ହେବା ଲୋକସଭା ନିର୍ବାଚନ? ଏନେଇ ପ୍ରଶ୍ନ ଲାଗି ରହିଥିବା ବେଳେ ଶୁଣିବାକୁ ମିଳୁଛି ଯେ ମାର୍ଚ୍ଚ ମାସରେ ହୋଇପାରେ ନିର୍ବାଚନ। ଦେଶର ନିର୍ବାଚନ ଆୟୋଗ (ଇସିଆଇ) ଲୋକ ସଭା ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ବିଶେଷ ସୂତ୍ରରୁ ପ୍ରକାଶ ଯେ ମାର୍ଚ୍ଚ ୯…

ଆଜି ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଓ ଧର୍ମେନ୍ଦ୍ର

ଭୁବନେଶ୍ୱର:ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ।କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟାମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସିବାର…

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ, ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ଦିଆଯିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାରୁ ଶିକ୍ଷାନୁଷ୍ଠାନ ଓ ଜରୁରୀସେବାକୁ ବାଦ୍ ଦିଆଯାଇଛି । ତେବେ…

ନିର୍ବାଚନ ପୂର୍ବରୁ ଓଏଏସ୍ ସ୍ତରରେ ବଦଳି କଲେ ସରକାର 

ଭୁବନେଶ୍ୱର:ଓଡ଼ିଶାରେ ଦେଖିବାକୁ ମିଳୁଛି ବଦଳିର ରୂପ। ରାଜ୍ୟସରକାର କରୁଛନ୍ତି ବିଭିନ୍ନ ପରିବର୍ତ୍ତନ। ସାଧାରଣ ନିର୍ବାଚନ ପାଇଁ ହାତରେ ଦିନ କେଇଟା ରହିଥିବା ବେଳେ ଏହାର ଠିକ୍ ପୂର୍ବରୁ ୨୫ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର…

ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର:ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ମାଟ୍ରିକ ବୋର୍ଡ ପରୀକ୍ଷା ଦେବେ। ଫେବୃଆରୀ ୨୦ ରୁ ଆରମ୍ଭ ହୋଇ ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେବେ…

ସ୍କିଲଡ଼୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଦିନକୁ ଦିନ ଶିଳ୍ପ କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା। ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଉପରେ ସାରା ବିଶ୍ବର ନଜର । କର୍ପୋରେଟ ଦୁନିଆରେ ସ୍କିଲଡ଼୍ ଇନ୍ ଓଡ଼ିଶାର ଚାହିଦା ଅଧିକ । ଓଡ଼ିଶାରେ ରୂପାନ୍ତର ଚାଲିଥିବା ବେଳେ, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ସାଙ୍ଗକୁ ଦକ୍ଷତା ବିକାଶ ଉପରେ…