Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ ପ୍ରୋଗ୍ରାମର ଶୁଭାରମ୍ଭ, ଓଡ଼ିଶା ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବାରେ ହେବ…

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ର ଶୁଭାରମ୍ଭ କରାଯାଇଛି। ଏହି ଫେଲୋସିପ୍‌ ଆଶାୟୀ ବ୍ୟକ୍ତିମାନଙ୍କୁ ଫ୍ଲାଗସିପ୍‌ ଯୋଜନା…

ଆଜି ପଙ୍କୋଦ୍ଧାର ଏକାଦଶୀ; ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଲୋକନାଥ

ପୁରୀ: ଆଜି ହେଉଛି ଫାଲଗୁନ ମାସ କୃଷ୍ଣପକ୍ଷ ଦଶମୀ ତିଥି । ଆଜି ପୁରୀ ରେ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ପାଳିତ ହେଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଆଜିର ଦିନର ବିଶେଷ ମହତ୍ତ୍ବ ରହିଛି । ବିଳମ୍ବିତ ରାତି ୨ ଟାରେ…

ବିଜେଡି-ବିଜେପି ହୋଇପାରେ ମେଣ୍ଟ, ୧୫ ବର୍ଷ ପରେ ଏକାଠି ହେବା ନେଇ ଚର୍ଚ୍ଚା

ଭୁବନେଶ୍ବର: ହୋଇପାରେ କି ମହାମେଣ୍ଟ । ୧୫ ବର୍ଷ ପରେ ପୁଣି ଏକାଠି ହେବେ କି ବିଜେପି-ବିଜେଡି । ଏବେ ଏମିତି କିଛି ଚର୍ଚ୍ଚା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ଉଭୟ ଦଳ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିବା ବେଳେ ଏହି ଚର୍ଚ୍ଚା ସତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦିଓ ୩ ଦିନ ତଳେ…

ବସ୍ ଭଡ଼ା ପାଇଁ ୧୫ ଶହ ଟଙ୍କା ଦେଇ ଲୁଟି ନେଲେ ୯୦ ହଜାର ଟଙ୍କା

ଢେଙ୍କାନାଳ: ଦିନିକୁ ଦିନ ବଢିଚାଲିଛି ଲୁଟପାଟ୍। କେହି ଘରେ ପଶି ଲୁଟୁଛନ୍ତି ତ ଆଉ କିଛି ଲୋକଙ୍କୁ ନିଶା ଦେଇ ଲୁଟୁଛନ୍ତି ଲୁଟେରା। ଢେଙ୍କାନାଳରେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ବସ୍ ଭଡ଼ା ପାଇଁ ୧୫ ଶହ ଟଙ୍କା ଦେଇଥିଲେ ଆଡ଼ଭାନ୍ସ। ଆଉ ତା ପରେ ନିଶା ଦେଉ ଲୁଟିନେଲେ ୯୦ ହଜାର ଟଙ୍କା।…

ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ବିଭାଗର କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା: କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ବିଭାଗର କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା । ଏନେଇ ବିଭାଗୀୟ ମୁଖ୍ୟ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି । ଜିଲ୍ଲା ସଦର ମହକୁମା ଜିଲ୍ଲା ଗ୍ରାମ…

ଏଣିକି ଚିକିତ୍ସାରେ ବାଧକ ସାଜିବନି ଅର୍ଥ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ଚିକିତ୍ସାରେ ବାଧକ ସାଜିବନି ଅର୍ଥ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ BSKY ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଉତ୍ତମ ଓ ଗୁଣବତ୍ତା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବଦ୍ଧପରିକର ରାଜ୍ୟ ସରକାର । ଏ ନେଇ ନବୀନ ସରକାର ବିଜୁ ସ୍ୱାସ୍ଥ୍ୟ…

ଟିକେଟ୍ କସରତ, ଅପରାହ୍ଣରେ ନବୀନ ଡାକିଲେ ବୈଠକ

ଭୁବନେଶ୍ବର: ଅପରାହ୍ନରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ସାଢେ ୩ଟା ସମୟରେ ନବୀନ ନିବାସରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ତେବେ ଆସନ୍ତା ୨୦୨୪ ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଏହି ବୈଠକରେ…

ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ବର: ଓଡ଼ିଶାଗସ୍ତ ସାରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ପରେ ବିଜେପି ନେତାଙ୍କୁ ଦିଲ୍ଳୀ ଡାକରା । ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି | ସନ୍ଧ୍ୟା ୫ ଟା ବେଳେ ଦିଲ୍ଲୀରେ ବସିବା ଗୁରୁତ୍ୱପୂର୍ଣ୍ଣ ବୈଠକ | ଅପରାହ୍ନରେ…

ପଦ୍ମଧରିଲେ ନାଲକୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତି ଦଳ ନିଜ ନିଜର ବହୁମତ ପାଇଁ ଆସନ ହାତେଇବାକୁ ପ୍ରସ୍ତୁତ ହେଉଛନ୍ତି  । ଏହି ସମୟରେ କିଛି ନେତା କର୍ମୀଙ୍କ ଦଳ ଅଦଳବଦଳ ମଧ୍ୟ ଜାରି ରହିଛି । ଲଗାତାର କିଛି ଦିନ ହେବ ବିଜେପି କାର୍ଯ୍ୟଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ…

ଫୁଲବାଣୀ ରାଣୀପଥର ଘାଟିରେ ଓଲଟିଲା ଓଏସଆରଟିସି ବସ୍, ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଫୁଲବାଣୀ: ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଓଏସଆରଟିସି ବସ୍ ଦୁର୍ଘଟଣାଗସ୍ତ । ଭାରସାମ୍ୟ ହରାଇ ବସଟି ଫୁଲବାଣୀ ରାଣୀପଥର ଘାଟିରୁ ତଳକୁ ଖସିପଡ଼ିଛି । ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି…