Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ବର ପ୍ରଥମ ୱାଟର ପ୍ଲସ୍ ସିଟି ଓ ଆବର୍ଜନାମୁକ୍ତ ସହର ଭାବେ ପୁରସ୍କୃତ

ଭୁବନେଶ୍ୱର: ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ 'ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୩' ପ୍ରଦାନ କରାଯାଇଛି। 'ସ୍ୱଚ୍ଛ ସର୍ବେକ୍ଷଣ'ରେ ଭୁବନେଶ୍ୱର ୩୪ତମ ସ୍ଥାନରେ…

ରାସ୍ତାରେ ରାଜ୍ୟପାଳ ଶୁଣିଲେ ସମସ୍ୟା, ଗାଡ଼ି ଅଟକାଇ ପୁଅର ଚିକିତ୍ସା ବାବଦରେ ସହାୟତା ମାଗିଲେ ବାପା

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଆଉ ରାଜଧାନୀରେ ନରହି ଏବେ ଗାଁକୁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ରାଜ୍ୟପାଳ ରଘୁବର ଦାସ। ଆଜି ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଜଣେ ବ୍ୟକ୍ତି ରାଜ୍ୟପାଳଙ୍କ ଗାଡିକୁ ଅଟକାଇ ନିଜ ପୁଅର ଚିକିତ୍ସା ଖର୍ଚ୍ଚ ବାବଦରେ କହିଥିଲେ।…

ନୂଆପଡ଼ା ବାଘ ଛାଲ ଜବତ ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଦୁଇଟି ଚିତାବାଘ ଚମଡ଼ା ଜବତ କରାଯିବା ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି।  ଖରିଆର ଏସିଏଫ୍ ମହମ୍ମଦ ସାଲେହା ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଖରିଆର ଫରେଷ୍ଟ ରେଞ୍ଜର ବନ ବିଭାଗର ଏକ ଟିମ୍ ଚମଡ଼ା ବିକ୍ରି ସମ୍ପର୍କରେ…

ହାଇଟେକ ହସ୍ପିଟାଲ ଦୁର୍ଘଟଣା: ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରିବା ପରେ ଶ୍ରମ କମିଶନରଙ୍କୁ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲରେ ଘଟିଥିବା ଅଭାବନୀୟ ଘଟଣାରେ ବ୍ୟାପକ ପ୍ରତିବାଦ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ପରିଚୟ ଗୋଳମାଳ ଓ ପରିସ୍ଥିତିର ଯଥେଷ୍ଟ ମୁକାବିଲା ନ ହେବା ଅଭିଯୋଗ ମଧ୍ୟରେ ରାଜ୍ୟ ସରକାର ଶ୍ରମ କମିଶନରଙ୍କୁ ହସ୍ପିଟାଲର…

ଡିଏଭି କଲେଜ ଛାତ୍ରୀଙ୍କୁ ଦୁର୍ବୃତ୍ତଙ୍କ ଗଳାକାଟି ହତ୍ୟା ଉଦ୍ୟମ

ବଲାଙ୍ଗୀର: ଟିଟିଲାଗଡ଼ସ୍ଥିତ ଡିଏଭି କଲେଜର ଜଣେ ଛାତ୍ରୀଙ୍କୁ ଏକ ନିଛାଟିଆ ସ୍ଥାନରେ ୩ ଜଣ ବାଇକ୍ ଆରୋହୀ ଦୁର୍ବୃତ୍ତ ରେଜରରେ ଗଳା କାଟି ହତ୍ୟା କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳର ପ୍ରିୟମ୍ବଦା ମାଝୀ। ମିଳିଥିବା…

ଓଡ଼ିଶାରେ ଚାରି ଦିନ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା, ଉତ୍ସାହିତ କଂଗ୍ରେସ

ଭୁବନେଶ୍ବର: ଆସନ୍ତା ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହେବ। ୪ ଦିନ ପାାଇଁ ଓଡିଶାରେ ଯାତ୍ରା କରିବେ ଦଳର ଏହି ଶୀର୍ଷ ନେତା। ପିସିସି ସଭାପତି କଂଗ୍ରେସ ନେତା ଶରତ ରାଉତ ଏହା କହିଛନ୍ତି। ଝାଡଖଣ୍ଡର ଜାମସେଦପୁରରୁ ଓଡ଼ିଶାର କେନ୍ଦୁଝର…

ରାତିରେ ୨ରୁ ୪ ଡିଗ୍ରୀ ତଳକୁ ଖସିବ ତାପମାତ୍ରା; ୧୭ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱର, କଟକ ସମେତ ୯ଟି…

5T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ୩୮୯ଟି ସ୍କୁଲ ଲୋକାର୍ପିତ ହୋଇଛି। ଗଞ୍ଜାମ ଜିଲ୍ଲାର ୧୪୯, ଝାରସୁଗୁଡ଼ାର ୧୧,…

କୁହୁଡି ସମୟରେ ଦୁର୍ଘଟଣା କମ୍ ପାଇଁ ପରାମର୍ଶ ଜାରି କଲା ପରିବହନ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଦେଖା ଦେଇଛି ଘନ କୁହୁଡି। କୁହୁଡ଼ି ସମୟରେ ସଡ଼କ ବ୍ୟବହାରକାରୀଙ୍କ ପାଇଁ ପରାମର୍ଶ ଜାରି କରିଛି ରାଜ୍ୟ ପରିବହନ ବିଭାଗ। ନିମ୍ନ ଦୃଶ୍ୟମାନତା ଓ ସମ୍ଭାବ୍ୟ ଦୁର୍ଘଟଣା ସମସ୍ୟା ଏଡାଇବା ପାଇଁ ପରାମର୍ଶ ଜାରି କରାଯାଇଛି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେଉ…

ବେଦାନ୍ତ ଜମି ଅଧିଗ୍ରହଣ ମାମଲା : ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କଲା ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ…

ପୁରୀ: ବେଦାନ୍ତ ବିଶ୍ବବିଦ୍ୟାଳୟ ନାଁରେ ବେଆଇନ ଜମି ଅଧିଗ୍ରହଣ ନେଇ ସ୍ଵର ଉତ୍ତୋଳନ କରିଛି ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି । ବେଆଇନ ଜମି ଅଧିଗ୍ରହଣ ଜାଲିଆତିର ତଦନ୍ତ ଓ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଦୀର୍ଘ ୮ମାସ ବିତିଯାଇଥିଲେ…