Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର, ରାଜ୍ୟର ୩୪ଟି ନୂଆ ଏନଏସି ଗଠନ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଉପହାର । ଗଠନ ହେଲା ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ । ଏହାସହ ଚାରିଟି ଜିଲ୍ଲାର ପାଞ୍ଚଟି ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା କରିଛନ୍ତି…

ବଦଳିଲେ ବିଏମସି କମିଶନର୍, ଛୁଟିରେ ଗଲେ ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ଵର: ବଦଳିଲେ ଭୁବନେଶ୍ଵର ମହାନଗର ନିଗମ (ବିଏମସି) କମିଶନର୍ । ରାଜେସ୍ ପାଟିଲ୍ ହେଲେ ନୂତନ ବିଏମସି କମିଶନର୍ । ନୂତନ ବିଏମସି କମିଶନର୍ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛୁଟିରେ ଯିବେ ବର୍ତ୍ତମାନର ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ତେଣୁ ଆଜି ନୂତନ…

ଜାହାଜରୁ କୋକେନ ମିଳିବା ଘଟଣା: ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜବତ ହେଲା ଏମ.ଭି ଦେବୀ ଜାହାଜ

କଟକ: ପାରାଦ୍ୱୀପ ବନ୍ଦରରେ ଅଟକିଥିବା ଏମ.ଭି ଦେବୀ ଜାହାଜ କୁ ତୁରନ୍ତ ଗିରଫ ବା ଜବତ କରାଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ଶୁଣାଣି କରି ଗତକାଲି ହାଇକୋର୍ଟ ଏଭଳି ଅନ୍ତରୀଣ ଆଦେଶ ଦେଇଛନ୍ତି । ହାଇକୋର୍ଟଙ୍କ…

ଭୁବନେଶ୍ୱରରେ ଦିଲ୍ଲୀ ପୋଲିସର ରେଡ୍, ରାତି ଅଧରେ ଫ୍ଲାଟ୍ ରୁ ଯୁବକଙ୍କୁ ଉଠାଇ ନେଲା

ଭୁବନେଶ୍ବର: ରାତି ଅଧରେ ଭୁବନେଶ୍ବରରୁ ଜଣେ ଯୁବକଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ । ଲକ୍ଷ୍ମୀସାଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି । କେହି କିଛି ବୁଝିବା ଆଗରୁ ପୋଲିସ ଯୁବକଙ୍କୁ ଉଠାଇ ନେଇଛି । ତେବେ ସାଇବର କ୍ରାଇମ ମାମଲାରେ ଏହି ଚଢାଉ ହୋଇଥିବା ସୂଚନା ରହିଛି । ସୂଚନା…

ଶ୍ରୀମନ୍ଦିରରେ ଆଜି ମହାବାହୁଙ୍କ ଗଜ ଉଦ୍ଧାରଣ ବେଶ, ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଲୋକନାଥ

ପୁରୀ: ଆଜି ପବିତ୍ର ମାଘ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଗଜ ଉଦ୍ଧାରଣ ବେଶ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହେବା ପରେ ସିଂହାରୀ ସେବକଙ୍କ ଦ୍ବାରା ଏହି ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପରେ ମହାପ୍ରଭୁଙ୍କୁ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବ ।…

ତାତିରୁ ମିଳିଲା ଆଶ୍ୱସ୍ତି: ରାଜ୍ୟର ୯ ଜିଲ୍ଲାରେ ହାଲୁକା ବର୍ଷା, ୨୯ରୁ ପାଗରେ ପରିବର୍ତ୍ତନ

ଭୁବନେଶ୍ବର: ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ରାଜ୍ୟରେ ତଳମୁହାଁ ହୋଇଛି ପାରଦ । ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୫.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବାବେଳେ ବୌଦ୍ଧରେ ୩୫, ଟିଟିଲାଗଡ଼ର ୩୪.୫, ରାୟଗଡ଼ାରେ ୩୪.୪, ଅନୁଗୁଳରେ ୩୪.୧, ମାଲକାନଗିରି, ଭବାନୀପାଟଣା ଓ ନୂଆପଡ଼ାରେ…

ଆଜି ପବିତ୍ର ମାଘ ପୂର୍ଣ୍ଣିମା, କରନ୍ତୁ ଏହି କାମ ଭଗବାନ ବିଷ୍ଣୁଙ୍କର ମିଳିବ ଅଶେଷ କୃପା

ଭୁବନେଶ୍ବର: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶାସ୍ତ୍ରରେ ସମସ୍ତ ପୂର୍ଣ୍ଣିମା ଗୁଡିକର ବିଶେଷ ମହତ୍ତ୍ୱ ରହିଛି କିନ୍ତୁ ମାଘ ପୂର୍ଣ୍ଣିମା ବିଶେଷ ଫଳପ୍ରଦ ବୋଲି ବିବେଚନା କରାଯାଏ । କାରଣ ଅନ୍ୟ ପୂର୍ଣ୍ଣିମା ଗୁଡିକରେ ଦେବି ଲକ୍ଷ୍ମୀ ଓ ଚନ୍ଦ୍ର ଦେବାତାଙ୍କୁ ପୂଜା କରାଯାଇଥାଏ ହେଲେ ମାଘ…

୬୬୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟ କ୍ରୀଡ଼ାର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମ, କଟକ ଟେବୁଲ ଟେନିସ୍ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ୍ ଏକାଡେମୀ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର ସମେତ…

‘ମୋ ବସ୍‌’ର ନୂତନ ମୋବାଇଲ୍ ଆପ୍ ଉନ୍ମୋଚନ

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସହରୀ ଜନ ପରିବହନ ପ୍ରକଳ୍ପ। ମୋ ବସ୍ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂତନ ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ ଉନ୍ମୋଚନ ହୋଇଛି । ଯେଉଁଥିରେ…

ଅନ୍ୟ ଶରୀରରେ ଦମୟନ୍ତୀଙ୍କ ଯକୃତ, ଗ୍ରୀନ କରିଡରରେ ଗଲା ଦିଲ୍ଲୀ

ଭୁବନେଶ୍ବର : ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ପ୍ରଥମଥର ପାଇଁ ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ବିଶେଷଜ୍ଞମାନେ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌…