Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ୟବସ୍ଥିତ ହୋଇପାରୁନି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା, ଅସନ୍ତୋଷ ଭକ୍ତ

ପୁରୀ: ପ୍ରତିଦିନ ପୁରୀରେ ଜଗା ଦର୍ଶନ ପାଇଁ ବହୁ ଅସୁବିଧାର ସାମ୍ନା କରୁଛନ୍ତି ଭକ୍ତ । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଶ୍ରୀମନ୍ଦିରରେ ବୃଦ୍ଧି ପାଇବ ଭକ୍ତଙ୍କ ଭିଡ । ସେପଟେ ପହିଲି ଭୋଗ ନୀତି ଆରମ୍ଭ ହୋଇଥିଲେ ସୁଦ୍ଧା ନୀତି ବିଳମ୍ବ ଯୋଗୁଁ ଦର୍ଶନଟିଏ ପାଇବା ପାଇଁ ଭକ୍ତଙ୍କୁ ଘଣ୍ଟାଘଣ୍ଟା…

ପୂର୍ବ ଶତ୍ରୁତାରୁ ବାପ-ପୁଅଙ୍କ ସମେତ ୩ ଜଣଙ୍କୁ ଏସିଡ ମାଡ 

ଫୁଲବାଣୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ-ପୁଅଙ୍କ ସହ ୩ ଜଣଙ୍କୁ ଏସିଡ ମାଡ। ଫୁଲବାଣୀ ଟାଉନ ଥାନା ଶଶୀ ପାନଦୋକାନ ଛକରେ ଘଟିଛି ଏଭଳି ଘଟଣା । ଆହତ ବ୍ୟକ୍ତି ହେଲେ ଚନ୍ଦ୍ର ମହାନ୍ତି, ପୁଅ ସୁରଜ ମହାନ୍ତି ଓ ଅନ୍ୟ ଜଣେ ତାଙ୍କ ବନ୍ଧୁ ରାକେଶ ମିଶ୍ର। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ…

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କୋରାପୁଟ: ସୁରକ୍ଷାବାହିନୀକୁ ବଡ଼ଧରଣର ସଫଳତା । ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲେ ଏସ୍‌ଓଜି ଯବାନ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡାପୁଟ ଗାଁ ଜଙ୍ଗଲରୁ ଏହି ମାଓ ସାମଗ୍ରୀ ଜବତ ହୋଇଛି । କୋରାପୁଟ ଏସ୍‌ପିଙ୍କ ସୂଚନା କ୍ରମେ, ବିଶ୍ବସ୍ତ…

ସର୍ଟସର୍କିଟ ଘଟି ତେଲ କାରଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଧୀନ ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ରିଫାଇନ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ । ତେବେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିବାବେଳେ, ତଦନ୍ତ ପରେ ହିଁ ଜଣାପଡିବ ।…

ଜାନୁଆରୀ ୬ରେ ଓଡିଶା ଆସିବେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

ଭୁବନେଶ୍ବର : ଆଜି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନାଗପୁର ଠାରେ ୧୩୯ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  । ଏଥିରେ  ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉତ୍କଳ ଭାରତ କଂଗ୍ରେସ କମିଟିର…

ମାଫିଆଙ୍କ କବ୍ଜାରେ ଜଙ୍ଗଲ, ସଫା ହେଇଯାଉଛି ବହୁ ମୁଲ୍ୟବାନ କାଠ

ନବରଙ୍ଗପୁର: କାଠମାଫିଆ ଓ ଭୂ-ମାଫିଆଙ୍କ କବ୍ଜାରେ ନବରଙ୍ଗପୁର ଜିଲ୍ଲାର ୩୦ ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲ,ଏମାନଙ୍କ ସହ ହାତ ମିଶାଇଛନ୍ତି କିଛି ଅସାଧୁ ବନକର୍ମଚାରୀ । ଜଙ୍ଗଲ ନଷ୍ଟ କରିବାସହ ବିଭିନ୍ନ ମୁଲ୍ୟବାନ କାଠ ବିକ୍ରି କରି ହେଉଛନ୍ତି ମାଲେମାଲ । ନବରଙ୍ଗପୁର ଜିଲ୍ଲାରେ ଗତ ୫…

ରାଜ୍ୟରେ କମିଛି ଶୀତ ହେଲେ ବଢୁଛି କୁହୁଡି : ୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ବର : ରାଜ୍ୟରେ କମିଛି ଶୀତ  । ଆଜି ୧୦ ଡିଗ୍ରୀ ତଳେ ରହିଛି ୪ ସହର  । ୭.୧ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର ପାଲଟିଛି । ସେହିପରି ସିମିଳିଗୁଡାରେ ୮.୩, ଜି.ଉଦୟଗିରିରେ ୯ , ଦାରିଙ୍ଗବାଡିରେ ୯.୫ , କଟକରେ ୧୬.୨ ଓ ଭୁବନେଶ୍ବରରେ ୧୭ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟରେ…

ଘନ କୁହୁଡି ହେଲା କାଳ : ଟ୍ରକକୁ ପଛ ପଟୁ ଧକ୍କା ଦେଲା ପିକନିକ୍ ବସ୍, ୮ ଆହତ

ସୁବର୍ଣ୍ଣପୁର : ଘନ କୁହୁଡି ହେଲା କାଳ। ସୁବର୍ଣ୍ଣପୁର ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ କଦମତଲ ନିକଟରେ ଟ୍ରକ କୁ ପଛ ପଟୁ ଧକ୍କା ଦେଲା ପିକନିକ୍ ବସ୍ । ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି  । ଆହତ ମାନଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ସମୟ କହିବ କିଏ କାହାର ଚଳଚିତ୍ରର ଟ୍ରେଲର ଏବଂ ଅଡିଓ ରିଲିଜ୍

ଭୁବନେଶ୍ବର : ସମୟ କହିବ କିଏ କାହାରର ଚଳଚିତ୍ରର ଟ୍ରେଲର ଏବଂ ଅଡିଓ ରିଲିଜ୍ ହୋଇଛି । ଅନନ୍ୟା ଫିଲ୍ମ ପ୍ରେଜେଣ୍ଟ୍ସ ବ୍ୟାନରରେ ପ୍ରଭାତି ଆଚାର୍ଯ୍ୟଙ୍କ ଦ୍ବାରା ଏହି ଫିଲ୍ମ ଟି ନିର୍ମିତ ହୋଇଛି । ରମେଶ ସିଂ ଏହି ଚଳଚିତ୍ରର ସହ  ପ୍ରଯୋଜକ ଥିବାବେଳେ  ଭେଟେରାନ୍ ହାସ୍ୟ ଅଭିନତା ବ୍ରଜ ସିଂ…

ଚନ୍ଦ୍ରପୁର ମେଡିକାଲ ଓ୍ବାଡେନଙ୍କ ହତ୍ୟାକାରୀକୁ ଧରିବା ଦାବିରେ ରାୟଗଡା ବନ୍ଦ

ରାୟଗଡା : ମା ଗୃହ ଓ୍ବାଡେନ୍ ଙ୍କ ଦରପୋଡା ମରଶରୀର ଉଦ୍ଧାର ଘଟଣାରେ ରାୟଗଡା ଜିଲ୍ଲା ବନ୍ଦ  । ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ଜିଲ୍ଲା ବନ୍ଦ ପାଳନ କରାଯାଉଛି । ସକାଳ ୬ଟା ରୁ  ରାୟଗଡା ସହରର କପିଳାସ ଛକଠାରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ରାସ୍ତାର ଉଭୟ…