Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଇଣ୍ଡିଆ’ ଉପରେ ବର୍ଷିଲେ ଅପରାଜିତା: କହିଲେ, ଗଣମାଧ୍ୟମ ଆଙ୍କରଙ୍କୁ ବୟକଟ କରିବା ଦୁର୍ଭାଗ୍ୟଜନକ

ଜୟପୁର: ‘ଇଣ୍ଡିଆ’ ମେଣ୍ଟ ହତାଶ ହୋଇପଡିଛି । କିଛି ଗଣ ମାଧ୍ୟମର ଆଙ୍କର ମାନଙ୍କୁ ବୟକଟ କରିବା ନିଷ୍ପତି ଦୁର୍ଭାଗ୍ୟ ଜନକ । ଏପରିୂ ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ଏବଂ ରାଷ୍ଟ୍ରପାଇଁ ବିପଦ ଜନକ । ଏମିତି କହି ସ୍ୱାଭିମାନ ଅଞ୍ଚଳରେ ଏନଡିଏ ବିରୋଧି ମହାମେଣ୍ଟ  ଇଣ୍ଡିଆ  ଉପରେ ବର୍ଷିଛନ୍ତି…

ଆସୁଛି ବିଶ୍ୱକର୍ମା ପୂଜା ! ଚଳଚଞ୍ଚଳ ବନ୍ଦରନଗରୀ ପାରାଦୀପ

ପାରାଦୀପ: ବନ୍ଦର ନଗରୀ ପାରାଦୀପ ଏବେ ଚଳଚଞ୍ଚଳ । ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ତଥା ରାଜ୍ୟ ବାହାରୁ ନିଖୁଣ କାରିଗର ଦ୍ୱାରା ନିର୍ମାଣ ହେଉଛି ଉଚ୍ଚ ଉଚ୍ଚ ତୋରଣ । ଆଉ ଦୁଇ ଦିନ ପରେ ଆଲୋକ ମାଳରେ ସଜେଇ ହେବ ବନ୍ଦର ନଗରୀ ପାରାଦୀପ ।  କାରଣ ଆସୁଛି ବିଶ୍ୱକର୍ମା ପୂଜା । ଆସନ୍ତା ୧୭…

ହନିଟ୍ରାପ୍ କୁଇନ ଇରାନୀ ପାତ୍ର ଗିରଫ ମାମଲା, ରିମାଣ୍ଡରେ ଆସିବେ ସ୍ୱାମୀ ନିଶିକାନ୍ତ ପାତ୍ର

ଭୁବନେଶ୍ଵର: ହନିଟ୍ରାପ୍‌ କୁଇନ ଇରାନୀ ପାତ୍ର ଗିରଫ ମାମଲାରେ ରିମାଣ୍ଡରେ ଆସିବେ ସ୍ୱାମୀ ନିଶିକାନ୍ତ ପାତ୍ର । ୫ ଦିନ ରିମାଣ୍ଡ ଆବେଦନ କରିବ ତମାଣ୍ଡୋ ପୋଲିସ । ଏସଡିଜେଏମ୍‌ଙ୍କ କୋର୍ଟରେ କରିବ ଆବେଦନ । ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ୍‌ ଲିଙ୍କ । ଆଗକୁ ଇରାନୀକୁ ମଧ୍ୟ ରିମାଣ୍ଡରେ…

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ମୃତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଲରି ସହ ଆମ୍ବୁଲାନ୍ସ ଧକ୍କା ହେବାରୁ ଘଟିଛି ଏହି ଦୁର୍ଘଟଣା । ତେବେ ଦୁର୍ଘଟଣାରେ ଓଡିଶାର ୪ଜଣ ପ୍ରାଣ ହରାଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ତାଭାନପଲ୍ଲୀ…

ଚିନ୍ତା ବଢାଇଲା ସ୍କ୍ରବ ଟାଇଫସ୍‌: ଜ୍ୱର ହେଲେ ତୁରନ୍ତ ପରୀକ୍ଷା କରାଇବାକୁ ଜନସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: ଡେଙ୍ଗ ପରେ ଏବେ ରାଜ୍ୟରେ ବଢିଲା ସ୍କ୍ରବ ଟାଇଫସ ଚିନ୍ତା । ବରଗଡ ଏବଂ ସୁନ୍ଦରଗଡରେ ୬ ଜଣଙ୍କର ଏହି ସ୍କ୍ରବ ଟାଇଫସରେ ମୃତ୍ୟୁ ଘଟିବା ପରେ ସ୍ୱାସ୍ଥ୍ୟ ବିଭାଗ ସଚେତନ ହୋଇଛି । ସବୁ ଜିଲ୍ଲାକୁ ଏ ନେଇ ସତର୍କ କରାଯାଇଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହାର କିପରି ଟେଷ୍ଟ କରାଯିବ…

ଖୋଲିଲା ହୀରାକୁଦର ଆଉ ୬ଟି ଗେଟ, ୨୦ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୬ଟି ଗେଟ । ବର୍ତ୍ତମାନ ସମୁଦାୟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲିବାରେ…

ଭୁଶୁଡିଲା ଭାର୍ଗବୀ ନଦୀବନ୍ଧ, ଆତଙ୍କିତ ଅବସ୍ଥାରେ ଲୋକେ

ଭୁଶୁଡିଲା ଭାର୍ଗବୀ ନଦୀବନ୍ଧ । ପୁରୀ ଜିଲ୍ଲା ନିକଟସ୍ଥ ପିପିଲି ବ୍ଲକର ବାଲିଗାଁ ନଦୀବନ୍ଧରେ ଏକ ଫାଟ ସୃଷ୍ଟି ହେଇଛି । ଫାଟଟି ପ୍ରାୟେ ୪ଶହ ମିଟର ଲମ୍ବ ବୋଲି ଜଣାପଡିଛି । ଯେହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ପିପିଲି ବ୍ଲକର ୪ଟି ପଞ୍ଚାୟତ ବାସିନ୍ଦା । ନଦୀବନ୍ଧର ଏଭଳି ଅବସ୍ଥା ଦେଖି…

କେନ୍ଦୁଝରରେ ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ଘଟଣାରେ ୭ ଅଟକ

କେନ୍ଦୁଝର : କେନ୍ଦୁଝର ବାଲିପାଳ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ବାମୀଙ୍କୁ ହତ୍ୟା ଘଟଣା  । ପୋଲିସ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି  । ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ ବିବାଦରୁ ହତ୍ୟା କରାଯାଇଛି , ସେ ନେଇ ପୋଲିସ ଖୋଳତାଡ ଜାରି ରଖିଛି  ।…

ପୁଣି ସେବାୟତଙ୍କ ମଧ୍ୟରେ ବିବାଦ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଭ୍ରାଟ

ପୁରୀ: ଶ୍ରୀମନ୍ଦିରରେ ସେବାୟତମାନଙ୍କ ମଧ୍ୟରେ ବିବାଦ ତୁଟିବାର ନାଁ ନେଉନାହିଁ । ପ୍ରତ୍ୟକ ଥର ସେବାୟତମାନଙ୍କ ମଧ୍ୟରେ ବିବାଦ କାରଣରୁ ବନ୍ଦ ରହୁଛି ଶ୍ରୀଜିଉଙ୍କ ନୀତିକାନ୍ତି । ଏହାରି ଭିତରେ ଆଜି ପୁଣି ସେବାୟତଙ୍କ ମଧ୍ୟରେ ବିବାଦ କାରଣରୁ ବନ୍ଦ ରହିଛି ମହାପ୍ରଭୁଙ୍କ ନୀତିକାନ୍ତି । ସେବାରୁ…

ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ! ବଢିପାରେ ବର୍ଷା

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏହା ଉତ୍ତର ବଙ୍ଗୋପ ସାଗରର ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରିପାରେ ବୋଲି ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ,…