Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଧ୍ୟାହ୍ନରେ ମିଶନ କାଫେର ଉଦ୍‌ଘାଟନ କଲେ ବିଧାୟିକା, ସନ୍ଧ୍ୟାରେ ତାଲା ପକାଇଦେଲେ ସରପଞ୍ଚ

ଝାରସୁଗୁଡା: ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ଦ୍ୱାରା ଉଦଘାଟିତ ଏକ ମିଶନ ଶକ୍ତି କାଫେକୁ ମାତ୍ର କିଛି ଘଣ୍ଟା ପରେ ସ୍ଥାନୀୟ ସରପଞ୍ଚ ତାଲା ପକାଇ ଦେଲେ। ଲଇକେରା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରିୟମ୍ବଦା ବେହେରା କହିଛନ୍ତି ଯେ ଉଦଘାଟନ ଉତ୍ସବରେ ସେ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି।…

ସହଜ ଓ ସରଳ କରିବାକୁ ଆରଟିଓର ନୂଆ ପ୍ରକ୍ରିୟା, ପେପରଲେସ ପରେ ଫେସଲେସ

ଭୁବନେଶ୍ୱର: ଗାଡି ବିକ୍ରି କରିବା ହେଉ ଅବା ମାଲିକାନା ବଦଳାଇବା ପ୍ରକ୍ରିୟାକୁ ଅନଲାଇନ ଜରିଆରେ ଆହୁରି ସରଳ କରିବାକୁ ରାଜ୍ୟ ପରିବହନ ବିଭାଗ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଭିଡ ମୁକ୍ତ ଆରଟିଓ ଅଫିସ ସହ ଲୋକଙ୍କ ସମୟ ବଞ୍ଚାଇବା ଏବଂ ଦଲାଲ ମୁକ୍ତ ଦିଗରେ ଆରଟିଓ ଏବେ ପେପରଲେସରୁ ଫେସଲେସ…

୧୫ରୁ ୧୮ ଅବିଶ୍ରାନ୍ତ ବର୍ଷା ଆକଳନ, ଏବେ ବି ୧୦ଟି ଜିଲ୍ଲାରେ ଅଭାବୀ ବର୍ଷା

ଭୁବନେଶ୍ୱର: ବର୍ଷାରେ ଏଥର ଧୋଇଯିବ ସ୍ୱାଧୀନତା ଦିବସ। ଆସନ୍ତାକାଲିଠୁ ଚାରି ଦିନ ଜାରି ରହିବ ବର୍ଷା। ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଉତ୍ତର ଓଡ଼ିଶା, ଛତିଶଗଡ ଓ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଏହାର ପ୍ରଭାବରେ…

ଜନ୍ମ ପୂର୍ବରୁ ଛୁଆ ବିକ୍ରି ପାଇଁ ଡିଲ୍ : ପୋଲିସ ହାତରେ ଧରାପଡିଲା ବାପା

ଟିଟଲାଗଡ: ମାଆ, ବାପା ନିଜ ଛୁଆର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନଖାଇ ନପିଇ କଷ୍ଟ କରନ୍ତି  । କିନ୍ତୁ ଆଜିର ସମୟରେ ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ ମିଳିଛି  । ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିବାକୁ ପଛାଇନାହିଁ ଜଣେ ବାପା । କଥାଟା ହୁଏତ ଆପଣ ମାନଙ୍କୁ…

ଥମୁନି ହାତୀ ଉପଦ୍ରବ: ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଥମୁନି ହାତୀ ଆତଙ୍କ  । ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି  । କେତେବେଳେ ଦନ୍ତା ଆକ୍ରମଣରେ ମଣିଷ ବଳି ପଡୁଛି ତ ଆଉ କେତେବେଳେ ଗାଁରେ ବ୍ୟାପକ ଫସଲ ନଷ୍ଟ ହେଉଛି  । ଆଜି ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି…

ଝରକା ତାଡ଼ି ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ, ପ୍ରାୟ ୧୭ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ଅଭିଯୋଗ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଝରକା ତାଡ଼ି ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ। ଟଙ୍କା ଓ ସୁନା ମିଶାଇ ପ୍ରାୟ ୧୭ ଲକ୍ଷ ଟଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚଢେଇଭୋଳ ବଜାର ଅଞ୍ଚଳର ସେକ୍ ନରୁଲ ଇସଲାମ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା…

ଜନ୍ମମାଟିରେ ସହିଦ ଯବାନଙ୍କ ମରଶରୀର: ଶେଷ ଦର୍ଶନ ପାଇଁ ପ୍ରବଳ ଜନସମୁଦ୍ର

ବରଗଡ: ଜନ୍ମମାଟିରେ ସହିଦ ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲଙ୍କ ମରଶରୀର। ସହିଦଙ୍କ ପୈତୃକ ଗାଁ ବରଗଡ଼ ଭେଡେନ ବାଘପାଲି ଗାଁରେ ପହଞ୍ଚିଲା ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର। ଆଜି ମଧ୍ୟାହ୍ନ ସମୟରେ  ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଆଜି ସକାଳେ ବରଗଡ଼ରେ…

ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

ବାଲିଗୁଡା: ଧରାପଡିଲା ମାଷ୍ଟର ମାଇଣ୍ଡ  । ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାର  ମୁଖ୍ୟ ଅଭିଯୁକ୍ତ ବିଶ୍ବ ରଞ୍ଜନ କହଁର ଗିରଫ  ।  ପୋଲିସ ବିଶ୍ବରଞ୍ଜନକୁ ନୟାଗଡ ସହରରୁ ଗିରଫ କରିଥିବା ସୂଚନା ମିଳିଛି  । ବିଶ୍ବରଞ୍ଜନକୁ ମିଶାଇ ମାମଲାରେ ଏଯାବତ ଗିରଫ ସଂଖ୍ୟା ୨୪ରେ ପହଞ୍ଚିଛି  ।…

ଓଡ଼ିଶା ଚାଷୀଙ୍କୁ ଦିଲ୍ଲୀ ଡକରା: ସ୍ୱାଧୀନତା ଦିବସ ସମାରୋହରେ ହେବେ ସ୍ୱତନ୍ତ୍ର ଅତିଥି

ଭୁବନେଶ୍ୱର: ଜାତୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ ଓଡ଼ିଶା ଚାଷୀ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁଥିବା ୭୭ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ବହୁଚାଷୀ,…

ରାଜ୍ୟରେ ଏବେ ମାଳ ମାଳ ନକଲି ଶିକ୍ଷକ: ଯୋଗ୍ୟତା ପ୍ରମାଣ ପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗଣଶିକ୍ଷା ବିଭାଗ ସ୍କାନରରେ ଶତାଧିକ ନକଲି ଶିକ୍ଷକ । ରାଜ୍ୟରେ ନକଲି ଶିକ୍ଷକ ପ୍ରସଙ୍ଗ ଥମିବାର ନାଁ ଧରୁନି । ଗଣଶିକ୍ଷା ବିଭାଗ ସ୍କାନରରେ ଶତାଧିକ ଶିକ୍ଷକ ଥିବାବେଳେ ସମ୍ପୃକ୍ତ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ର କଡାକଡି ଭାବେ ଯାଞ୍ଚ କରିବାକୁ ୩୦ଟି ଜିଲ୍ଲାର…