Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା-ଆନ୍ଧ୍ର ସୀମାରେ ଅଟକିଛି ହଜାର ହଜାର ଟ୍ରକ୍‌

ବ୍ରହ୍ମପୁର: ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଉପରେ ଗୁରୁତର ପ୍ରଭାବ ପଡ଼ିବା ଆରମ୍ଭ ହୋଇଗଲାଣି । କାରଣ କେବଳ ଯାତ୍ରୀବାହୀ ନୁହଁ, ବରଂ ମାଲ୍ ବାହୀ ଗାଡ଼ିଗୁଡ଼ିକ ମଧ୍ୟ ରାସ୍ତାରେ ଅଟକିଛି । ଶହେ କି ଦୁଇ ଶହ ନୁହଁ, ବରଂ ହଜାରେରୁ ଅଧିକ ଜାତୀୟ ରାଜପଥ ଉପରେ ଠିଆ…

ପୁରୀରେ ଆପ ଆରମ୍ଭ କଲା ବିଜୁଳି ଆମ ଅଧିକାର କ୍ୟାମ୍ପେନ

ପୁରୀ:ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ପୁରୀରେ ଆରମ୍ଭ କରାଯାଇଛି ବିଜୁଳି ଆମ ଅଧିକାର କ୍ୟାମ୍ପେନ । ବେସରକାରୀ କମ୍ପାନୀକୁ ଫାଇଦାରେ ରଖିବା ପାଇଁ ବିଜେଡି ସାଧାରଣ ଲୋକଙ୍କୁ ହଇରାଣ କରୁଛି ବୋଲି ଆପ ଟାର୍ଗେଟ କରିଛି । ଅତି କମରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେୟ ଛାଡ କରାଯିବା ପାଇଁ…

ମନ୍ଥର ଗତିରେ ଏସ୍‌ସିବି ମେଡିକାଲ କଲେଜ୍‌ ନିର୍ମାଣ କାର୍ଯ୍ୟ; ନିର୍ମାଣକାରୀ ସଂସ୍ଥାକୁ ୧୫ କୋଟି ଫାଇନ୍

କଟକ; ଏସ୍‌ସିବି ମେଡିକାଲ କଲେଜ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ୨୦୨୩ ସୁଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଥିବା ବେଳେ କାମ ଆଗେଇପାରୁନି। ବର୍ତ୍ତମାନ ସୁଦ୍ଧା ମାତ୍ର ୬ ରୁ ୭ ପ୍ରତିଶତ କାମ ଶେଷ ହୋଇଛି। ନିର୍ଦ୍ଧାରିତ…

ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ: ୪ ଗୁରୁତର

ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ  । ଭୁଜାଲି ଓ ଗାଟାଳି ମାଡରେ ୪ ସେବାୟତ ଆହତ ହୋଇଛନ୍ତି । ସେମାନଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ସେବାୟତମାନେ ହେଲେ ଗୁଡିଆ ସାହିର ମଧୁସୂଦନ ପତ୍ରୀ, କାଶୀନାଥ ପ୍ରତିହାରୀ, ବଟକୃଷ୍ଣ…

‘ଡ୍ରାଇଭର ସଂଘ ସହ ସରକାର ଆଲୋଚନା କରି ସମାଧାନ କରନ୍ତୁ’ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ରାଜ୍ୟରେ ୨ ଦିନ ଧରି ଜାରି ରହିଛି ଡ୍ରାଇଭର ସଂଘର ଆନ୍ଦୋଳନ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ । ବରମୁଣ୍ଡାରୁ ଆରମ୍ଭ କରି କଟକ ବାଦାମ ବାଡ଼ି ବସ୍‌ ଷ୍ଟାଣ୍ଡରେ ଖାଁ ଖାଁ ସ୍ଥିତି ଉପୁଜିଛି  । ଡ୍ରାଇଭର ମାନେ ନିଜ ଜିଦ୍‌ରେ ଅଟଳ ରହି ଆନ୍ଦୋଳନ…

ଓଡ଼ିଶାରେ କାୟା ବିସ୍ତାର କରୁଛି H3N2; ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଛୁଇଁଲା

ଭୁବନେଶ୍ୱର:ଓଡ଼ିଶାରେ କାୟା ବିସ୍ତାର କରୁଛି H3N2  । ମାର୍ଚ୍ଚରେ ୬୨ଟି ନମୂନା ପରୀକ୍ଷା ପାଇଁ ଯାଇଥିବାବେଳେ ସେଥିରୁ ୨ଟି ପଜିଟିଭ ଆସିଛି । ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୬୧ ଛୁଇଁଲା । ଆରଏମଆରସି (Regional Medical Research Centre)ର କହିବା ଅନୁଯାୟୀ, ଜାନୁଆରୀରୁ…

ବୃଦ୍ଧା ବୟସରେ ମୂଲ ଲାଗି ଚଳୁଛନ୍ତି ଚେନିଆ, ପ୍ରଶାସନର ସହାୟତାକୁ କରିଛନ୍ତି ଅପେକ୍ଷା

କେନ୍ଦ୍ରାପଡ଼ା : କଥାରେ ଅଛି ଦୁଃଖ ଯେତେବେଳେ ଆସେ ଚାରି ଦିଗରୁ ମାଡି ବସେ । ଆଉ ଜୀବନର ବୟସ ଅପେକ୍ଷା ଦୁଃଖର ବୟସ ଅଧିକ ହୋଇଥାଏ । ବୟସର ଅପରାହ୍ନରେ ଦୁଃଖର ବୋଝ ଲଦି ହୋଇ ଯାଇଛି ଏହି ବୃଦ୍ଧାଙ୍କ ଉପରେ । ଭାଗ୍ୟ ଦାଉ ସାଧିଲା ପରେ ଦୁଃଖର  ବୋଝକୁ ମୁଣ୍ଡରେ ମୁଣ୍ଡେଇ ବାଟ ଚାଲୁଛନ୍ତି…

ମହିଳା ସଂରକ୍ଷଣ ମୁଦ୍ଦା: ୧୩ ବିରୋଧୀ ନେତାଙ୍କୁ ଭେଟିଲେ କେସିଆରଙ୍କ ଝିଅ, ବିଜେଡି ନିରବ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ବୁଧବାର ମହିଳା ସଂରକ୍ଷଣ ବିଲ୍ ଉପରେ ଏକ ଗୋଲଟେବୁଲ୍ ବୈଠକରେ ଯୋଗ ଦେଇଥିଲେ। ସଂସଦର ବଜେଟ୍ ଅଧିବେଶନରେ ଏହାକୁ ପାରିତ କରିବା ପାଇଁ ୧୩ଟି ବିରୋଧୀ ଦଳର ନେତାମାନେ ଏହି ବୈଠକରେ ଦାବି କରିଥିଲେ। ବୈଠକରେ…

ଆଜିଠୁ ଡ୍ରେସ କୋଡ ମାନିବେନି ପ୍ରାଥମିକ ଶିକ୍ଷକ ସଂଘ, ମନ୍ତ୍ରୀ କହିଲେ ଏପରି କରନ୍ତୁ ନାହିଁ

ଭୁବନେଶ୍ୱର: ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘକୁ ଆନ୍ଦେଳନ ପାଇଁ ଅନୁମତି ନମିଳିବା ପରେ ବିଧାନସଭାରେ ଗଣଶିକ୍ଷା ମନ୍ତୀ ସମୀର ରଞ୍ଜନ ଦାସଙ୍କ ସହ ବୈଠକ ବସିଥିଲା। ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଯଦିଓ ସଂଘ ନିଷ୍ପତ୍ତି ନେଇଛି। ହେଲେ ଡ୍ରେସ କୋଡ଼ ମାନିବ ନାହିଁ ବୋଲି ସଂଘ କହିଛି।…

ଗର୍ଭବତୀ ମହିଳା ଭିଣୋଇ ଦ୍ୱାରା ଦୁଷ୍କର୍ମର ଶିକାର, ମୋବାଇଲରେ ଅପରାଧ ରେକର୍ଡିଂ କରୁଥିଲା ଭଉଣୀ

ନବରଙ୍ଗପୁର: ଜଣେ ମହିଳା ଗର୍ଭବତୀ ଥିବା ବେଳେ ସେ ତାଙ୍କ ଭିଣୋଇଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣା ଯେତିକି କୁତ୍ସିତ ତାଠୁ ବଳିଯାଇଛି ଦୁଷ୍କର୍ମ ଘଟଣାର ରେକର୍ଡିଂ କରିଥିବା ବ୍ୟକ୍ତି ହେଉଛନ୍ତି ପୀଡ଼ିତାଙ୍କ ଭଉଣୀ…