Latest Odisha News

BREAKING NEWS

Browsing Category

ଓଡିଶା

Odisha

ରହସ୍ୟରେ ରହିଯିବ ଅର୍ଚ୍ଚନା ନାଗ ପେଡିର ସତ !

ଭୁବନେଶ୍ୱର: କୁଆଡେ ଗଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ନିଜର ନାଗ ଫାଶରେ ପ୍ରମୁଖ ଦଳର ବଡ଼ ବଡ଼ ନେତା, ବ୍ୟବସାୟୀ,ପୋଲିସ, ଅଫିସର, ସିନେ ଦୁନିଆର ହସ୍ତୀଙ୍କ ସମେତ ସମାଜର ଆଗଧାଡ଼ିର ଲୋକଙ୍କୁ ଫସାଇଥିବା ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ଆଉ ଚର୍ଚ୍ଚା ହେଉ ନାହିଁ। କେତେ ନେତାଙ୍କର ଅର୍ଚ୍ଚନାଙ୍କ ସହ…

ତମାଣ୍ଡୋରେ ଉଗ୍ର ରୂପ ନେଲା ଡ୍ରାଇଭର ଆନ୍ଦୋଳନ ; ପୋଲିସର ଲାଠିଚାର୍ଜ

ଭୁବନେଶ୍ୱର:ଦ୍ୱିତୀୟ ଦିନରେ ଉଗ୍ରରୂପ ନେଉଛି ଡ୍ରାଇଭର ଆନ୍ଦୋଳନ । ଆଜି ଅପରାହ୍ନରେ ତମାଣ୍ଡୋରେ ମୁହାଁମୁହିଁ ହୋଇଛନ୍ତି ଦୁଇଗୋଷ୍ଠୀ ଡ୍ରାଇଭର  । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଓହରିବ ନାହିଁ ବୋଲି ଜିଦରେ ଡ୍ରାଇଭର ମହାସଂଘ ଅଟଳ ଥିବାବେଳେ ଏହି ଆନ୍ଦୋଳନକୁ ବିରୋଧ କରୁଛନ୍ତି ବାହାର…

ଡ୍ରାଇଭରଙ୍କ କବଳରୁ ରାସ୍ତା ମୁକ୍ତ ନ କଲେ ଗଡିବନି ବସ-ଚେତାବନୀ ଦେଲେ ଘରୋଇ ବସ ମାଲିକ ସଂଘ

କଟକ:  ବସ ଚଳାଚଳ ବନ୍ଦ  କରିବେ ବୋଲି ଧମକ ଦେଲେ ଘରୋଇ ବସ ମାଲିକ ସଂଘ । କାରଣ ଆନ୍ଦୋଳନକାରୀମାନେ ଯେପରି ରାସ୍ତାରେ ବସଚାଳକଙ୍କୁ ହଇରାଣ କରୁଛନ୍ତି  । ଆଜି ସନ୍ଧ୍ୟା ସୁଦ୍ଧା  ଆନ୍ଦୋଳନ ବନ୍ଦ କରା ନ ଗଲେ ସେମାନେ ଆଉ ଗାଡି ଗଡାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ…

ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ପରିବହନ ବାଧାପ୍ରାପ୍ତ ! ବଜାରକୁ ଆସିପାରୁନି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର : ଦ୍ବିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ମହାସଂଘର ୧୦ ଦଫା ଦାବି ନେଇ ଦିଆଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଆଜି ମଧ୍ୟ ଭୁବନେଶ୍ୱରର ତମାଣ୍ଡୋ ସହ ବିଭିନ୍ନ ସ୍ଥାନରେ ନିଜର ମହାସଂଘ ତାର ବିରୋଧ ପ୍ରଦର୍ଶନ ଜାରି ରଖିଛି। ଆଉ ଏହି ଆନ୍ଦୋଳନ ଯୋଗୁଁ ବେଶ ବାଧାପ୍ରାପ୍ତ ହୋଇଛି ପରିବହନ…

୩ ବର୍ଷ ତଳେ ବଢିଥିଲା, ପୁଣି ବିଧାୟକଙ୍କ ୧୦୦ ପ୍ରତିଶତ ଦରମା ବୃଦ୍ଧି ଦାବି କେତେ ଯୁକ୍ତିଯୁକ୍ତ ?

ଭୁବନେଶ୍ୱର:ଦିଲ୍ଲୀ ବିଧାୟକ, ମନ୍ତ୍ରୀଙ୍କରୂ ଦରମା ବଢିଲା  । ଆମର ବି ବଢିବ । ଗୃହରେ ଏମିତି ଦାବି କରିଛନ୍ତି ଓଡ଼ିଶା ବିଧାୟକ । ଏହାକୁ ସବୁ ଦଳର ବିଧାୟକମାନେ ମଧ୍ୟ ସମର୍ଥନ କରିଛନ୍ତି । ବିଧାସଭା ଚାଲିଥିବାବେଳେ ଦରମା ବୃଦ୍ଧି ନେଇ ରାସ୍ତରେ ଗର୍ଜୁଛନ୍ତି ପ୍ରାଥମିକ ଶିକ୍ଷକ, ଆଶା କର୍ମୀ,…

ଡ୍ରାଇଭର ଆନ୍ଦୋଳନ ନେଇ ବାଚସ୍ପତିଙ୍କ ରୁଲିଂ, କାଲି ଗୃହରେ ଉତ୍ତର ରଖିବେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଡ୍ରାଇଭର ସଂଘର ରାଜ୍ୟବ୍ୟାପୀ ଧର୍ମଘଟ ନେଇ ବିଧାନସଭାରେ ଆଜି ସରଗରମ ପରିସ୍ଥିତିଦେଖିବାକୁ ମିଳିଥିଲା  ।  ଏହା ପରେ ଡ୍ରାଇଭର ଆନ୍ଦୋଳନ ନେଇ ଆଜି ରୁଲିଂ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆନ୍ଦୋଳନରତ ଡ୍ରାଇଭରଙ୍କ ସହ ଆଲୋଚନା କରି ଆସନ୍ତାକାଲି ଗୃହରେ ବିବୃତି…

ଓଡ଼ିଶାରେ ୧୪ ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ଚିହ୍ନଟ କରାଯାଇଛି; ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  

ଭୁବନେଶ୍ୱର: ରାଜ୍ୟରେ କିଛି ବନ୍ଦର ନିର୍ମାଣ ହେବ। ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୂପଣ ହୋଇଛି ବୋଲି ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ରାଜ୍ୟରେ ବନ୍ଦର ପ୍ରସଙ୍ଗରେ ଗୃହରେ ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ତେବେ ଓଡ଼ିଶାରେ…

ପ୍ରତ୍ୟାହୃତ ହେଲା ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ ଆନ୍ଦୋଳନ

ଭୁବନେଶ୍ୱର: ପ୍ରତ୍ୟାହୃତ ହେଲା  ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘର ଆନ୍ଦୋଳନ । ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରୁ ନାହାନ୍ତି ଏହି ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ । ଫଳରେ ତାଙ୍କୁ ଦୁର୍ବ୍ୟବହାରର ଶିକାର ହେବାକୁ ପଡୁଛି । ଏହାର ପ୍ରତିବାଦରେ ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ ଧାରଣା…

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଦୁଃଖଦ ଘଟଣା: ପରୀକ୍ଷା ଦେବାବେଳେ ଚାଲିଗଲା ଛାତ୍ରଙ୍କ ଜୀବନ

କୋରାପୁଟ: ସକାଳୁ ସକାଳୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ । ହଲରେ ବସି  ପରୀକ୍ଷା ବି ଦେଉଥିଲେ । ହେଲେ ପରୀକ୍ଷା କେନ୍ଦ୍ରରେ ଚାଲିଗଲା ଛାତ୍ରଙ୍କ ଜୀବନ । ଏମିତି ଦୁଃଖଦ ଘଟଣା ଆସିଛି କୋରାପୁଟ ଜିଲ୍ଲାରୁ । ମୃତ ଛାତ୍ରଙ୍କ ନା କୁନା ପୂଜାରୀ ଓ ସେ ମାଲୁ ସାଆନ୍ତ ସ୍କୁଲର ଛାତ୍ର ।…

ରାଜ୍ୟରେ ଆରମ୍ଭ ହେଲା “ବାଲ୍ ଆଧାର” ! ସହଜ ହେବ ନେବାକୁ ସରକାରୀ ସେବା

ଖୋର୍ଦ୍ଧା - ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର । ଯାହାକୁ ଲକ୍ଷ୍ୟରେ ରଖି ରାଜ୍ୟରେ ଆରମ୍ଭ ହୋଇଛି “ବାଲ୍ ଆଧାର” । ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଧାର କାର୍ଡ ଅପଡେଟ କରିବାକୁ ଭ୍ରାମ୍ୟମାଣ ଆଧାର ସେବା ଭ୍ୟାନକୁ ଜିଲ୍ଲାପାଳ କେ. ସୁଦର୍ଶନ…