Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଗାମୀ ପାଞ୍ଚ ବର୍ଷରେ ଦେଶର ଜିଡ଼ିପିରେ ଷ୍ଟାର୍ଟଅପ୍ ଅଭିବୃଦ୍ଧି ହାର ୫% ଛୁଇଁବ: ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ବର: ଭାରତରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି ଏବଂ ଆସନ୍ତା ପାଞ୍ଚ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଏହାର ଅଭିବୃଦ୍ଧି ୫% ଛୁଇଁବ । ରାଉରକେଲା ସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନଆଇଟି)ର ଛାତ୍ରଛାତ୍ରୀ ମାନଙ୍କ ସହ ଏକ ଆଲୋଚନା କାର୍ଯ୍ୟକ୍ରମରେ…

ପ୍ରାକ୍‍-ମଧୁମେହକୁ ରୋକାଯାଇ ପାରିବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମ ନ କରିବା କାରଣରୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଥିରେ ପରିବର୍ତ୍ତନ ଅଣାଯାଇପାରିଲେ ଲୋକମାନେ ପ୍ରାକ୍‍-ମଧୁମେହ (ପ୍ରି-ଡାୟାବେଟିସ୍‍) ଅବସ୍ଥାରୁ ନିଜକୁ ରକ୍ଷା କରିପାରିବେ । ବର୍ତ୍ତମାନ ପ୍ରାକ୍‍-ମଧୁମେହ…

ଢିଙ୍କିଆରୁ ଜିନ୍ଦଲକୁ ହଟାଇବାକୁ ଦାବି, ଦୋହରାଇଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଢିଙ୍କିଆରେ ଜିନ୍ଦଲ କମ୍ପାନୀର ପ୍ରକଳ୍ପକୁ ଝଟକା। ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ ବା ଏନଜିଟି ଜିନ୍ଦଲ କମ୍ପାନୀର ପରିବେଶ ମଞ୍ଜୁରୀକୁ ବାତିଲ କରିଛି। ଏହାପରେ ସଂପୃକ୍ତ କମ୍ପାନୀ ନିର୍ମାଣ କାମ ଜାରି ରଖିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବେଶବିତ। ଆଉ ରାଜ୍ୟ…

ରେଡ଼ ଲଢେଇ, ମୁହାଁମୁହିଁ ବିଜେଡି ବିଜେପି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରେଡ଼ ରାଜନୀତି। ଆଇଟି ପକ୍ଷରୁ ବିଜେଡି ନେତା ଓ ସମର୍ଥକଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ରାଜ୍ୟ ଜିଏସଟି ତଥା ପୋଲିସ ପକ୍ଷରୁ ବିଜେପି ନେତା ଓ ସମର୍ଥକଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର…

ଧର୍ମେନ୍ଦ୍ରଙ୍କ ନଜର କେଉଁଠି ?

ଭୁବନେଶ୍ୱର: କଣ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନା। ପୂର୍ଵଭଳି ଜାତୀୟ ରାଜନୀତିରେ ରହିବେ ନା ରାଜ୍ୟରେ ପୂର୍ଣ୍ଣ ସମୟ ଦେବେ। ଲୋକସଭା ଲଢ଼ିବେ ନା ବିଧାନସଭା। ଏକା ଲଢ଼ିବେ ନା ପତ୍ନୀ ବି ଲଢ଼ିବେ। ଧର୍ମେନ୍ଦ୍ରଙ୍କୁ ନେଇ ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।…

ଓଡିଶା ସମ୍ବାଦ ପ୍ରଭାବ, ଦୂର ହେଲା ଆଡ଼ମିଶନ ଦ୍ବନ୍ଦ୍ୱ

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ଗୁଡିକରେ ଆଡ଼ମିଶନକୁ ନେଇ ଦ୍ବନ୍ଦ୍ବ ଦୂର ହୋଇଛି। ୫ ବର୍ଷରୁ ୭ ବର୍ଷ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ଆଡ଼ମିଶନ କରିପାରିବେ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜାତୀୟ ଶିକ୍ଷାନୀତି ଅନୁଯାୟୀ ୬ ବର୍ଷରେ ପ୍ରଥମ ଶ୍ରେଣୀରେ…

କନ୍ଧମାଳରେ ସକ୍ରିୟ ଗଞ୍ଜାମର ଲୁଟେରା ଗ୍ୟାଙ୍ଗ, ୨ ମହିଳାଙ୍କ ସହ ୬ ଗିରଫ

ବାଲିଗୁଡ଼ା: ଲୁଟର ଦୁଇ ଦିନ ମଧ୍ୟରେ ପୋଲିସକୁ ସଫଳତା । ବନ୍ଧା ହେଲେ ଲୁଟେରା । ଗତ ୩ ତାରିଖରେ ଜନୈକ ବ୍ୟବସାୟୀଙ୍କ ଠାରୁ ଦିନ ଦ୍ୱିପ୍ରହରରେ ଫୁଲବାଣୀ ସହରରୁ ବ୍ଲାକ୍ ପଲସରରେ ଦୁଇ ଦୁର୍ବୃତ୍ତ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ କରିଥିଲେ । ଏହି ମାମଲାରେ ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ…

ସବୁଠି ଜିତିବ ବିଜେଡି !

ଭୁବନେଶ୍ୱର: ଶଙ୍ଖମୟ ହିନ୍ଦୋଳ ଅତାବିରା। ଏନଏସି ନିର୍ବାଚନରେ ଶୁଭିଛି ଶଙ୍ଖନାଦ। ବିରୋଧୀ ବିଜେପି ବରଗଡ଼ ଅତାବିରାରେ ଖାତା ଖୋଲି ପାରି ନ ଥିବା ବେଳେ ଢେଙ୍କାନାଳ ହିନ୍ଦୋଳରେ କଂଗ୍ରେସ ଖାତା ଖୋଲି ପାରିନାହିଁ। ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ଅଧ୍ୟକ୍ଷ ପଦ ସହ ୧୨ ଟି…

ମେ’ରୁ ସାରା ରାଜ୍ୟରେ ଆରମ୍ଭ ହେବ ପଛୁଆ ବର୍ଗ ସର୍ଭେ

ଭୁବନେଶ୍ୱର: ମେ ୧ରୁ ସାରା ରାଜ୍ୟରେ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ। ଉଭୟ ଅନଲାଇନ ଏବଂ ଅଫଲାଇନରେ ହେବାକୁ ଥିବା ଏହି ସର୍ଭେ ମେ ୨୦ରେ ଶେଷ ହେବ। ୨୦୨୧ ମସିହାରେ ଓବିସି କମିଶନ ମାଧ୍ୟମରେ ପଛୁଆ ବର୍ଗ ସର୍ଭେ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ହେଲେ କୋଭିଡ଼୍ ପାଇଁ ସ୍ଥଗିତ ରହିଥିଲା।…

ବିଭିନ୍ନ ସ୍ଥାନରେ ଆଇଟି ରେଡ୍, ତେଜିଲା ବିଜେପି-ବିଜେଡି ବୟାନବାଜି

ଭୁବନେଶ୍ୱର: ନୟାଗଡ଼ ଭାପୁରର ବିଜେଡି ନେତା ତଥା ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଘର ଓ କାର୍ଯାଳୟରୁ ବୁଧବାର ଇନକମ ଟ୍ୟାକ୍ସ ଅଧିକାରୀମାନେ ନଗଦ ୨୫ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ତାଙ୍କ ପତ୍ନୀ ସାବିତ୍ରୀ ପ୍ରଧାନ ବ୍ଲକ ଅଧ୍ୟକ୍ଷା…