Latest Odisha News

BREAKING NEWS

Browsing Category

ଓଡିଶା

Odisha

କିଟରେ ଜି-୨୦ ପକ୍ଷରୁ ଜନ ଭାଗୀଦାରି କାର୍ଯ୍ୟକ୍ରମ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଶନିବାର ଜି-୨୦ ପକ୍ଷରୁ ଜନଭାଗୀଦାରି କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦିଗ୍‍ଦର୍ଶନରେ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍‍ର ତୃତୀୟ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ…

ନିର୍ଦ୍ଦୋଷରେ ୧୫ ବର୍ଷ ଜେଲ ଭୋଗିଲେ, ଏବେ ମୁକ୍ତି ପାଇବା ପରେ କ’ଣ କରିବେ ମଞ୍ଜୁଲତା

ଭୁବନେଶ୍ୱର:୧୫ ବର୍ଷ ଜେଲରେ ସଜା କାଟିଲେ । ତା ପରେ ନିର୍ଦ୍ଦୋଷରେ ଖଲାସ ହେଲେ । ଏହାକୁ ଭାଗ୍ୟର ବିଡମ୍ବନା କୁହ ବା ଆମ ନ୍ୟାୟାଳୟର ତ୍ରୁଟି, କିନ୍ତୁ ବିଳମ୍ବିତ ନ୍ୟାୟର ସଜା ତାଙ୍କୁ ଭୋଗିବାକୁ ପଡିଲା । ଜୀବନର ବହୂମୂଲ୍ୟ ସମୟ ତାଙ୍କର କାଳକୋଠରୀରେ କଟିଗଲା ।  କିଏ ଫେରାଇବ ତାଙ୍କୁ ଏ…

ଆଗାମୀ ୩ ଘଣ୍ଟାରେ ଖୋର୍ଦ୍ଧା, କଟକ ସହ ୧୮ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ନେଇ ୧୮ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ଆଲର୍ଟ ଅନୁସାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ଏନେଇ…

ଚଣ୍ଡିଗଡ଼ରେ ପାଳିତ ହେଲା ଉତ୍କଳ ଦିବସ

ଚଣ୍ଡିଗଡ଼ : ରାଜ୍ୟ ହେଉ ଅବା ରାଜ୍ୟ ବାହାରେ ଓଡ଼ିଆମାନେ ଯେଉଁଠି ରହନ୍ତି ଓଡ଼ିଆତ୍ୱକୁ ବଜାୟ ରଖନ୍ତି । ସେହି ପରିପ୍ରେକ୍ଷୀରେ ପଞ୍ଜାବର ଚଣ୍ଡିଗଡ଼ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଖୁବ ଧୁମଧାମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଚଣ୍ଡିଗଡ଼ ଉତ୍କଳ ସାଂସ୍କୃତିକ ସଙ୍ଘର ସଭାପତି…

ଖାଉଟିଙ୍କୁ ମହଙ୍ଗା ମାଡ: ୧୫୦ ଟଙ୍କା ଟପିବ ହରଡ ଡାଲି ଦର!

ଭୁବନେଶ୍ୱର: ବଢିବ ହରଡ ଡାଲି ଦର । ୧୫୦ ଟଙ୍କା ଟପିବ । ହରଡ, ବୁଟ ଫସଲ ପ୍ରଭାବିତ ହେବା କାରଣରୁ ଦର ବୃଦ୍ଧି ହେବାର ସମ୍ଭାବନା ଦେଖା ଦେଇଛି । କର୍ଣ୍ଣାଟକ, ମହାରାଷ୍ଟ୍ର, ଛତିଶଗଡରେ ଦେଶ ହରଡ ଓ ବୁଟ ଡାଲି ଉତ୍ପାଦନ ଚଳିତବର୍ଷ ହ୍ରାସ ପାଇଛି । ଅଦିନିଆ ବର୍ଷା ଓ ପୋକ ଯୋଗୁ ଆଶାନୁରୂପ ଫସଲ…

ପୁଅ ବୋହୂ ଝଗଡ଼ାରେ ବଳି ପଡ଼ିଲେ ବାପା, ପୁଅ ଗୁଳିମାଡ଼ରେ ବାପା ଗୁରୁତର

ସୁବର୍ଣ୍ଣପୁର : ପିଶାଚ ସାଜିଲା ଜନ୍ମକଲା ପୁଅ । ବାପାଙ୍କ ଉପରକୁ କଲା ଗୁଳି ମାଡ଼ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରି ଗାଁ ରେ ଏପରି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆହତ ବ୍ୟକ୍ତି ହେଲେ ଗଙ୍ଗାଜଳ ମେହେର (୫୬) । ଗଙ୍ଗାଜଳ ମେହେରଙ୍କ ପୁଅ ହେଉଛନ୍ତି…

ଜୁନ୍‌ ପରେ ବିକ୍ରି କରିପାରିବେନି ପୁରୁଣା ସୁନା ଅଳଙ୍କାର  

ଭୁବନେଶ୍ୱର : ସୁନା ଗହଣା ସମସ୍ତଙ୍କର ପସନ୍ଦ । ବିଶେଷ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରିଥାଆନ୍ତି । ଏବେ ସୁନାର କ୍ରମାଗତ ପରିବର୍ତ୍ତନ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସରକାର ସୁନାକୁ ନେଇ ନୂଆ ଆଦେଶ ଜାରି କରିଛନ୍ତି । ୧୬ ହଜାର ବଣିଆଙ୍କୁ ଆଉ ତିନି ମାସ ସମୟ…

ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୭ ଆହତ

ଭଦ୍ରକ: ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ବସ୍‌ଟି ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ୭ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା…

ବିରୋଧୀ ପରେ ଆଉ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ଫାଇଭ-ଟିକୁ ନେଇ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: ପୁଣିଥରେ ଆଉ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ଫାଇଭ-ଟି ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ୨୦୧୪ରେ ମୁଖ୍ୟ ଶାସନ ସଚିବ ପଦ ଛାଡି କେନ୍ଦ୍ରୀୟ ଡେପୁଟେସନରେ ଯାଇ ୨୦୧୬ରେ ଅବସର ଗ୍ରହଣ କରିଥିବା ଯୁଗଳ କିଶୋର ମହାପାତ୍ର 'ଓଡ଼ିଶା ସମ୍ବାଦ' ଓ 'ଓଡ଼ିଶା ବାଇଟସ'ର…

ମାର୍ଚ୍ଚ ୨୦୨୩ରେ ଓଡିଶାର ଜିଏସ୍‌ଟି ସଂଗ୍ରହରେ ୧୫. ୧୪ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ମାର୍ଚ୍ଚ ୨୦୨୩ରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି, ଯେଉଁଥିରୁ ସିଜିଏସ୍‌ଟି ୨୯,୫୪୬ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୩୭,୩୧୪ କୋଟି ଟଙ୍କା, ଆଇଜିଏସ୍‌ଟି ହେଉଛି ୮୨,୯୦୭ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ସଂଗୃହୀତ ୪୨,୫୦୩ କୋଟି ଟଙ୍କା…