Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିଲ୍ଲୀ ଘଟଣାର ପୁନରାବୃତ୍ତି; ସ୍କୁଟିକୁ ଧକ୍କା ଦେଲା କାର, ଏଜି ଛକରୁ ରବୀନ୍ଦ୍ରମଣ୍ଡପ ଯାଏ ଘୋଷାଡି ନେଲା

ଭୁବନେଶ୍ୱର: ରାଜଧାନୀରେ ଦିଲ୍ଲୀ ଦୁର୍ଘଟଣାର ପୁନରାବୃତ୍ତି । ନିକଟରେ ଜଣେ ସ୍କୁଟି ଚାଳିକାଙ୍କୁ ଏକ କାର ଧକ୍କା ଦେଇ ୪ କିମି ଯାଏ ଘୋଷାଡି  ନେଇଥିଲା । ସେଦିନର ଘଟଣା ଏ ଯାଏ ମନରୁ ଲିଭିନି । ସମାନ ଘଟଣା ଆଜି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱରର ଏଜି ଛକରେ ଏକ କାର…

ଲିଫ୍ଟ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲା ଯୁବକ

ଭୁବନେଶ୍ୱର: ଯୁବତୀଙ୍କୁ ଲିଫ୍ଟ ଦେବା ନାଁରେ ଦୁଷ୍କର୍ମ ଅଭିଯୋଗ। ମଙ୍ଗଳବାର ରାତିରେ ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଲିଫ୍ଟ ଦେଇଥିଲେ ଜଣେ ଯୁବକ। ଏହାପରେ ଏକ ନିକାଞ୍ଚନ ସ୍ଥାନକୁ ସଂପୃକ୍ତ ଯୁବତୀଙ୍କୁ ନେଇଯାଇ ଉକ୍ତ ଯୁବକ ବଳ ପୂର୍ବକ ଦୁଷ୍କର୍ମ କରିବାକୁ ପ୍ରୟାସ…

ନବ ଦାସ ହତ୍ୟା ମାମଲା: କିଏ ସେହି ଦୁଇ ଅଣ ଓଡ଼ିଆ ଅଫିସର? ଯାହଙ୍କୁ ସନ୍ଦେହ କରୁଛନ୍ତି ବିଜୟ ମହାପାତ୍ର

ଭୁୂବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ପ୍ରଶ୍ନ ଉଠାଇଲେ ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର। ଝାରସୁଗୁଡା ଜେଏମଏଫସି କୋର୍ଟ ଗୋପାଳ ପାଗଳ ନୁହେଁ ବୋଲି ରାୟ ଦେବା ପରେ ଉଭୟ ତଦନ୍ତପ୍ରକ୍ରିୟା ଏବଂ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜୟ ମହାପାତ୍ର। ଉଭୟ ପୋଲିସ, ସରକାର ଓ…

ଠେକୁଆ ଚାଷ କରି ଆତ୍ମନିର୍ଭରଶୀଳ ହେଲେ ମହିଳା

କେନ୍ଦ୍ରାପଡ଼ା(ସତ୍ୟଜିତ ତ୍ରିପାଠୀ):ଠେକୁଆ ଯେଗାଇ ଦେଲା ଜୀବିକା । ୟୁଟ୍ୟୁବ ସଜାଡି ଦେଲା ଘର ଓ ପରିବାରର ଆର୍ଥିକ ସ୍ଥିତି । ଘରର ଚାରିକାନ୍ଥ ଭତରେ  ବନ୍ଦୀ ହୋଇ ରହୁଥିଲେ   । ପରିସ୍ଥିତି ପାଖରେ ଅସହାୟ ହୋଇପଡୁଥିଲେ । ହେଲେ ଠେକୁଆ ଦେଖାଇଲା ବାଟ । ଠେକୁଆ ଚାଷ କରି ସେ ଖାଲି…

ରାଜ୍ଯ ଫରେନସିକ ଲ୍ୟାବକୁ ଅଣାଗଲା ସମୁଦ୍ର ମଝିରୁ ଉଦ୍ଧାର ହୋଇଥିବା ଗୁଇନ୍ଦା ପାରା

ଭୁବନେଶ୍ୱର: ପାରାଦୀପ ସମୁଦ୍ର ମଝିରେ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଗୁଇନ୍ଦା ପାରାଟି କେଉଁଠୁ ଉଡି ଆସିଛି? ଏହା ଜାଣିବାକୁ ଗୁଇନ୍ଦା ପାରାଟିକୁ ଭୁବନେଶ୍ବର ସ୍ଥିତ ରାଜ୍ୟ ଫରେନସିକ ଲାବକୁ ଅଣାଯାଇଛି। ପାରାର ଗୋଡରେ ଲାଗିଥିବା ଚିପ୍ ଏବଂ କିଛି ଲେଖାକୁ ନେଇ ପ୍ରଶ୍ନ ଉଠିଛି।…

କାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା; ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ  ମାର୍ଚ୍ଚ ୨୦ ଯାଏ ଚଳିବ ।  ଏହା ମାଟ୍ରିକ ଦ୍ଵିତୀୟ ସମ୍ମେଟିଭ ପରୀକ୍ଷା । ଚଳିତ ଥର ୫ ଲକ୍ଷ ୪୧  ହଜାର ୨୪୭  ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ୩୨୧୮ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା…

ବିଧାୟିକା ଅଳକା ମହାନ୍ତି ଅସୁସ୍ଥ; ଡାକ୍ତରଖାନାରେ ଭର୍ତ୍ତି

ଝାରସୁଗୁଡା: ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି  ଅସୁସ୍ଥ  ।  ଆଜି ମଧ୍ୟାହ୍ନ ୧୨ଟାରେ ତାଙ୍କୁ ଝାରସୁଗୁଡା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।  ପେଟ ଜନିତ ଯନ୍ତ୍ରଣା ଯୋଗୁଁ ବିଧୟିକା ଅଳକା ମହାନ୍ତିଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଏକ…

ଗାଁରେ ବୁଲୁଛି ବାଘ: ଲୋକେ ଛାନିଆ

ବଲାଙ୍ଗୀର: ଗାଁରେ ବୁଲୁଛି ବାଘ । କେତେବେଳେ ରାସ୍ତା ଉପରେ ତ କେତେବେଳେ ପାଚେରୀ ଉପରେ । ଭୟରେ ଲୋକ ଘରୁ ବାହାରୁ ନାହାନ୍ତି । ବିଶେଷ କରି ସନ୍ଧ୍ୟା ହେଲେ ପଡି ଯାଉଛି ତାଟିକବାଟ । ଏ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରକୁ ଲାଗି ଥିବା କୁର୍ଲି ଗାଁରେ  । ଗାଁରେ…

ନାକେଦମ ହେଲେଣି ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ, ତଥାପି ଥମୁନି ନିଆଁ

ପୁରୀ:ଆୟତ୍ତ ହୋଇ ପାରୁନି ନିଆଁ । ନାକେଦମ ହେଲେଣି ଅଗ୍ନିଶମ ବିଭାଗ । ଭିତର ବନ୍ଦ ରହିଥିବା କୋଠରୀ ର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବାର ଜଣାପଡୁଛି ।ଏବଂ ଉତ୍ତାପର ପରିମାଣ ଏତେ ଅଧିକା ରହିଛି ଦୋକାନର ସଟର କିଛି ମାତ୍ରାରେ ତରଳିବାରେ ଲାଗୁଛି । ଏପରି ଭୟାବହ ସ୍ଥିତି ଦେଖିବାକୁ ମିଳିଛି…

ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ

ପୁରୀ: ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୩ ମହଲା ବିଶିଷ୍ଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ କରୁଥିବା ବେଳେ ୨ ଜଣ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି ।…