Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ

ପୁରୀ: ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୩ ମହଲା ବିଶିଷ୍ଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ କରୁଥିବା ବେଳେ ୨ ଜଣ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି ।…

ବନ୍ଧୁମିଳନ ନା ନିର୍ବାଚନ ପ୍ରସ୍ତୁତି ?

ଭୁବନେଶ୍ୱର: ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ମହଲରେ ହୋଲିର ନିଆରା ଚମକ ଦେଖିବାକୁ ମିଳିଛି। ବିଭିନ୍ନ ଦଳର ରାଜନୈତିକ ନେତା ହୋଲିର ରଙ୍ଗରେ ରଙ୍ଗୀନ ହୋଇଥିବାବେଳେ ସେଥିରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୋଲି ପାଳନ ପୂର୍ବ ସନ୍ଧ୍ୟାରେ…

କାଳ ହେଲା ହୋଲି ଖେଳ, ବ୍ରାହ୍ମଣୀରେ ଗାଧୋଇବାକୁ ଯାଇ ପ୍ରାଣ ହାରିଲେ ୨ ଭାଇ

କେନ୍ଦ୍ରାପଡ଼ା/ବଲାଙ୍ଗିର: ରଙ୍ଗର ପର୍ବ ହୋଲିରେ ଅଘଟଣ । ହୋଲି ଖେଳି ଗାଧୋଇବାକୁ ଯାଇଥିବା ୨ ଭାଇଙ୍କ ମୃତ୍ୟୁ ହୋଇଛି । ହୋଲି ଖେଳି ସାରି କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ପଞ୍ଚାୟତ ମୂଷାଡିହ ଗାଁର ୨ ଭାଇ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ବ୍ରାହ୍ମଣୀରେ…

ମାଛଧରା ବୋଟରେ ବିଦେଶୀ ଗୁପ୍ତଚର ପାରା, ଧରିନେଲା ପୋଲିସ

ପାରାଦୀପ: ପାରାଦୀପ ଉପକୂଳରେ ଏକ ମାଛଧରା ବୋଟରୁ ଧରରାପଡିଛି ଗୁପ୍ତଚର ପାରା । ପାରାର ଗାେଡରେ ଏକ ସ୍ପାଏ କ୍ୟାମେରରା ଲାଗିଥିବା ଦେଖିବାକୁ ମିଳିଛି । ଏଥିସହିତ ଏକ ଚିପ ମଧ୍ୟ ଲାଗିଛି । ଏହା ଏକ ବିଦେଶୀ ଗୁପ୍ତଚର ପାରା ବୋଲି ମତ୍ସଜୀବୀମାନେ ସନ୍ଦେହ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି…

ପୋଲିସ୍ ଜବତ କରିଥିବା ୬ଟି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣରେ ବେଳେ ଜବତ ହୋଇଥିବା ଗାଡ଼ିକୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି । କୋରାପୁଟ ପୋଲିସ ଦ୍ୱାରା ଜବତ ୬ଟି ଗାଡ଼ିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ବେଳେ ସେଥିରୁ ୪ଟି ଗାଡ଼ି ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଥିଲା । କୋରାପୁଟ ଟାଉନ୍ ଥାନା ନିକଟ ବସଷ୍ଟାଣ୍ଡ ହକି…

ହୋଲିରେ ଗଡିଲା ମୁଣ୍ଡ: ବାପା ମୃତ, ମା-ଝିଅ ଗୁରୁତର

ଆଠଗଡ: ଆଜି ହୋଲି । ରଙ୍ଗ ବଦଳରେ ରକ୍ତର ରଙ୍ଗରେ ଭିଜିଲା ଗାଁଦାଣ୍ଡ । କଟକ ଜିଲ୍ଲା ନୂଆପାଟଣା ପଞ୍ଚାୟତ ସ୍ଥିତ ସୁରେନ୍ଦ୍ରପାଟଣା ଗ୍ରାମରେ ଘଟିଯାଇଛି ଏକ ହତ୍ୟାକାଣ୍ଡ । କିଛି ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ଗୁରୁତର ଆହତ…

ଠକିଦେଲା ଧରମ ଝିଅ: ସ୍ୱାମୀକୁ କ୍ୟାନ୍ସର ହୋଇଛି କହି ମା’ଠୁ ଟଙ୍କା ନେବା ପରେ ଫାଙ୍କିଦେଲା

କେନ୍ଦ୍ରାପଡା: ସେ ମା’ । ତେଣୁ ସନ୍ତାନ ପାଳିତ ବା ଜନ୍ମିତ ତାର ହିସାବ ରଖି ନ ଥିଲେ । ଅନ୍ତରରୁ ମମତା ନିଗାଡି ଭଲ ପାଉଥିଲେ । ହେଲେ ଝିଅ ମନରେ ଥିଲା ଅନ୍ୟ କିଛି । ସେ ବୁଝି ପାରି ନ ଥିଲା ମାର ମମତାକୁ । ତାର ବିଶ୍ୱାସ ଓ ଭଲ ପାଇବାକୁ । ତେଣୁ ମା’କୁ ଠକିଦେଲା ଧରମ ଝିଅ । ସ୍ୱାମୀକୁ…

ବାଲୁକା କଳା ମାଧ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସ ଓ ହୋଲି ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ; ଆଜି ରଙ୍ଗର ପର୍ବ ହୋଲି। ଦେଶ ଠାରୁ ରାଜ୍ୟ ସମସ୍ତେ ହୋଲିର ରଙ୍ଗୀନ। ବନ୍ଦୁ ପରିବାର ସମସ୍ତେ ପରପ୍ସର ମୁହଁରେ ରଙ୍ଗ ବୋଳି ଜଣାଉଛନ୍ତି ହୋଲି ଶୁଭେଚ୍ଛା। ଏଥିସହିତ ମାତୃଶକ୍ତି ଦିବସ ମହିଳା ଦିବସ ମଧ୍ୟ ଆଜି ପଡ଼ୁଛି। ଏଥିପାଇଁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ…

ପାରମ୍ପରିକ ରିତି ନୀତିରେ ହେଲା ମା’ ବିରଜାଙ୍କ ଝୁଲଣ ଯାତ୍ରା, ନୂଆ ପଞ୍ଜିକା ପାଠ କଲେ ସେବକ

ଯାଜପୁର; ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର ମା’ ବିରଜାଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଛି। ପାରମ୍ପକି ରୀତିନୀତିରେ ପୂଜାର୍ଚ୍ଚନା ହେବା ସହିତ ସେବକ ଜ୍ୟୋତିଷମାନେ ମାଆ ବିରଜା ନିକଟରେ ନୂଆ ବିରଜା ପାଞ୍ଜୀ ପାଠ କରିଛନ୍ତି। ଝୁଲଣ ଯାତ୍ରା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି…