Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ଭାବ୍ୟ ବାତ୍ୟା ମୁକାବିଲା; ୭୪ ODRAF ଓ ୧୪ NDRF ଟିମ୍ ପ୍ରସ୍ତୁତ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ସମ୍ଭାବ୍ୟ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନର ଆଶଙ୍କା ନେଇ ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ…

ଡିଜିଟାଲ ବଜାରରେ ମିଳିବ ‘ସୁଭଦ୍ରା ଶକ୍ତି’ ଉତ୍ପାଦ

ଭୁବନେଶ୍ୱର: ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ସଶକ୍ତୀକରଣ, ଉଦ୍ୟୋଗ ବିକାଶ ଓ ସ୍ଥାୟୀ ଜୀବିକା ସୃଷ୍ଟିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ଘରର ବିଭିନ୍ନ ସ୍ଥାନରୁ ୧୦ କୋଟିର ବ୍ରାଉନସୁଗର ଜବତ, ୨ ଗିରଫ

ବାଲେଶ୍ବର: ବାଲେଶ୍ବରରେ ଥମୁନି ଧଳା ଜହର କାରବାର । ଗୋପାଳ ଗାଓଁ ଘରେ ବ୍ରାଉନ ସୁଗର କାରବାର ହେଉଥିବା ଖବରପାଇ ଚଢ଼ଉ କରିଥିଲା ପୋଲିସ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ବାଲେଶ୍ବର ଥାନା ପୋଲିସ । ସେମାନଙ୍କ ନିକଟରୁ ପ୍ରାୟ ୧୦ କେଜିରୁ ଅଧିକ ବ୍ରାଉନ ସୁଗର ଜବତ କରିଛି । ଚଢାଉ ବେଳେ…

ସମ୍ଭାବ୍ୟ ବାତ୍ୟା ‘ଅକବାନ’; ୩ ଦିନ ପାଇଁ ଖାଦ୍ୟ, ପାଣି, ଔଷଧ ଓ ଜରୁରୀ କାଗଜପତ୍ର ରଖିବାକୁ ଗଞ୍ଜାମବାସୀଙ୍କୁ…

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ଧନଜୀବନ ସୁରକ୍ଷା, ଜଳ ନିଷ୍କାସନ, ଆଗୁଆ ସ୍ଥାନାନ୍ତର, ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ସାମଗ୍ରୀ ଯୋଗାଣ ଉପରେ…

ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬: ପଞ୍ଜୀକରଣର ଶେଷ ତାରିଖ ୨୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ବର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ମାଇନିଙ୍ଗ କରପୋରେସନ ଲିମିଟେଡ୍ (OMC) ର ମିଳିତ ସହଯୋଗରେ ଆୟୋଜିତ ହେବାକୁ ଯାଉଛି ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬ । ଏହି ମାରାଥନ୍ ଆସନ୍ତା ୧୩ ଡିସେମ୍ବର ୨୦୨୬ ରେ ପୁରୀ ଠାରେ ଅନୁଷ୍ଠିତ ହେବ । ଏହା ଫିଟନେସ୍, କ୍ରୀଡ଼ା…

ବ୍ରହ୍ମପୁର MKCG ମେଡିକାଲରେ ମୋବାଇଲ୍ ବ୍ୟାନ, ଡ୍ୟୁଟି ସମୟରେ…

ବ୍ରହ୍ମପୁର: ରୋଗୀଙ୍କ ସୁରକ୍ଷା, ଗୋପନୀୟତା ଏବଂ କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳିତ ପରିବେଶ ବଜାୟ ରଖିବା ଉଦ୍ଦେଶ୍ୟରେ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ କର୍ତ୍ତୃପକ୍ଷ କର୍ମଚାରୀମାନଙ୍କ ପାଇଁ ଡ୍ୟୁଟି ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର…

ଫୁଟପାଥକୁ ଅବରୋଧମୁକ୍ତ ରଖିବାକୁ ରାଜ୍ୟ ସରକାର ନେଲେ ନୂଆ ପଦକ୍ଷେପ

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶାର ଚିଠା ସହରାଞ୍ଚଳ ପାର୍କିଂ ନୀତି । ନୂଆ ସହରାଞ୍ଚଳ ପାର୍କିଂ ନୀତି-୨୦୨୬ର ଚିଠା ପ୍ରକାଶ କରାଯାଇଛି । ଏହାକୁ ବିଭାଗର ଅଫିସିଆଲ୍ ୱେବସାଇଟ୍ https://urban.odisha.gov.in/en ରେ ପ୍ରକାଶ କରାଯାଇଛି । ସହରାଞ୍ଚଳରେ ଯାନବାହନ ଭିଡ଼ ହ୍ରାସ କରିବା,…

ସମ୍ଭାବ୍ୟ ବାତ୍ୟା ଭୟ: ମାଲକାନଗିରିରେ ୨ ଦିନ ସ୍କୁଲ ଛୁଟି ଘୋଷଣା…

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା 'ଅକଭାନ୍'କୁ ଦୃଷ୍ଟିରେ ରଖି ମାଲକାନଗିରିରେ ଆସନ୍ତା ୧୯ ଓ ୨୦ ତାରିଖରେ ସ୍କୁଲ୍ ଓ କଲେଜ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ।ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତା ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି…

କିମ୍ସରେ ଜଟିଳ ଅସ୍ତ୍ରୋପଚାର; ନୂଆ ଜୀବନ ପାଇଲା ୪ ମାସର ଶିଶୁକନ୍ୟା

ଭୁବନେଶ୍ୱର: ଗଳା ଭିତରେ ଜିଭ ପାଇଁ ନଥିଲା ଆବଶ୍ୟକ ସ୍ଥାନ । ଜନ୍ମରୁ ଶିଶୁଟିର ତଳ ଜହ୍ନା ହାଡ଼ ଠିକ୍ ଭାବେ ବିକଶିତ ହୋଇନଥିଲା। ଫଳରେ ଏହା ଶ୍ୱାସନଳୀର ଅଧିକାଂଶ ଅଂଶକୁ ଅବରୋଧ କରୁଥିଲା। ଏଥିଯୋଗୁଁ ଶିଶୁଟିର ନିଃଶ୍ୱାସ ନେବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା। ଏଥିସହିତ ତାର ତାଳୁ ମଧ୍ୟ ଫାଟି…

OFDCର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ଭାସ୍କର ଜ୍ୟୋତି ଶର୍ମା 

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ଭାସ୍କର ଜ୍ୟୋତି ଶର୍ମାଙ୍କୁ ମଙ୍ଗଳବାର ଦିନ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ (OFDC)ର ଅଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ୧୯୯୯…