Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଓବାଦୀଙ୍କ ପୋଷ୍ଟର: ବଙ୍ଗାଳୀଙ୍କୁ ଜମି ନଦେବାକୁ ଆଦିବାସୀଙ୍କୁ ନିବେଦନ

ରାଇଘର: ମାଓବାଦୀମାନେ ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳର ଆଦିବାସୀମାନଙ୍କୁ ସେମାନଙ୍କର ଜମିଜମା ବଙ୍ଗୀୟ ଲୋକଙ୍କୁ ଚାଷ ତଥା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ହସ୍ତାନ୍ତର ନକରିବାକୁ କହିଛନ୍ତି। ମାଓବାଦୀ ଏଭଳି ଚେତାବନୀ ଏକ ପୋଷ୍ଟର ଜରିଆରେ ଆଦାବାସୀଙ୍କୁ ଦେଇଛନ୍ତି। ଟ ରାଇଘର ବ୍ଲକର ଏହି…

ଦିନବେଳା ତାପମାତ୍ରା ଛୁଇଁଲାଣି ୩୮ ଡିଗ୍ରୀ, ଆହୁରି ବଢ଼ିବା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ପୂର୍ବାନୁମାନ କରିଛି ଯେ, ଆସନ୍ତା ଚାରିରୁ ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାରେ ଦିନବେଳା ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ଦୁଇରୁ ତିନି ଡିଗ୍ରି ଯାଏ ବଢ଼ିବ। ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଇଏମଡିର…

ରାଜଧାନୀରେ ଜମି ଜାଲିଆତି, ଦୁଇ ଠକ ଗିରଫ

ଭୁବନେଶ୍ୱର: ମୂଳ ଜମି ମାଲିକର ଦସ୍ତାବିଜକୁ ନକଲି କରି ଜମି ବିକ୍ରି କରି ମାଲାମାଲ ହେବାକୁ ଚେଷ୍ଟା କରୁଥିବା ଦୁଇ ଠକ ଗିରଫ। ରବିବାର ୨ଜଣ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଏହି ରାକେଟର ମାଷ୍ଟରମାଇଣ୍ଡ୍‌ କଟକ ଜିଲ୍ଲା ଆଠଗଡ଼ ମଞ୍ଜରିପଡ଼ା…

‘ପାଣିରେ ବୁଡ଼ିଯିବାରୁ ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି’

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କୁ ପାଣିରେ ଫିଙ୍ଗିବା ପୂର୍ବରୁ ତାଙ୍କ ଗଳାକାଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ିଯିବା ବୋଲି ଉଲ୍ଲେଖ କରାଯାଇଛି। ସମ୍ବଲପୁର ଏସପି ବି. ଗଙ୍ଗାଧର…

୨୪ରେ ନବୀନ, ପ୍ରଭାବହୀନ ହେଉଛନ୍ତି କି ବିରୋଧୀ ?

ଭୁବନେଶ୍ୱର: ବର୍ଷରେ ପଦାର୍ପଣ କରିଛି ନବୀନଙ୍କ ଶାସନ। ଦୀର୍ଘ ବର୍ଷ ଧରି ନିରବଛିନ୍ନ ଭାବେ ଶାସନ କରି ଆସିଥିବା ନବୀନଙ୍କୁ ବିରୋଧୀ ଯେତେ ପ୍ରକାର ବିରୋଧ କଲେ ମଧ୍ୟ ଏହାର ବିଶେଷ କିଛି ପ୍ରଭାବ ପଡିବା ଦେଖାଯାଇ ନାହିଁ । ଏପରିକି ପିଲାଟିଏ ଜନ୍ମ ନେଇ ହେତୁ ପାଇବା ସହ ଆଜି ଯାଏ ମଧ୍ୟ ନବୀନଙ୍କୁ…

କିସରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଅବସରରେ କିସ୍‍ ପରିସରରେ ସ୍ଥାପିତ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତିମୂର୍ତ୍ତିକୁ ଅନାବରଣ କରି ସ୍ୱର୍ଗତ ବିଜୁବାବୁଙ୍କ ପ୍ରତି…

ବ୍ରାଣ୍ଡ କିଏ ? ବିଜୁ ନା ନବୀନ ?

ଭୁବନେଶ୍ୱର: ଓଡ଼ିଶା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। କେବଳ ରାଜ୍ୟ ନୁହେଁ ବିଶ୍ୱ ସ୍ତରରେ ଭାରତର ନାଁ କୁ ଉଜ୍ବଳ କରିବା ତଥା ଦେଶ ପାଇଁ ମଧ୍ୟ ବିଭିନ୍ନ ସମୟରେ ବିଜୁ ବାବୁ ଗୋୖରବ ଆଣି ଦେଇଛନ୍ତି । ଏପରିକି ସେହି ଧାରାକୁ ତାଙ୍କ ପୁଅ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ଜାରୋଲି-ଯଖପୁରା ଦୋହରୀକରଣ ଲାଇନରେ ଟ୍ରେନ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ)ଙ୍କ ଦ୍ୱାରା ଅନୁମୋଦନ ପରେ ମାର୍ଚ୍ଚ ମାସ ୩ ତାରିଖ ଠାରୁ ଜାରୋଲି-ଯଖପୁରା ସୁପର କ୍ରିଟିକାଲ ଦୋହରୀକରଣ ପ୍ରକଳ୍ପର ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ୧୭.୭୯୯ କିଲୋମିଟର ଦୈର୍ଘ୍ୟ ଦୋହରୀକରଣ ଲାଇନରେ ଟ୍ରେନ୍ ଚଳାଚଳ ପାଇଁ କାର୍ଯ୍ୟକ୍ଷମ…

୩୮ ଡିଗ୍ରୀ ଉପରେ ରାଜ୍ୟର ୫ ସହର, ଆଉ ୨ରୁ ୩ ଡିଗ୍ରୀ ବଢ଼ିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ତାପମାତ୍ରା । ଆଜି ରାଜ୍ୟର ୫ ସହରରେ ପାରଦ ୩୮ ଡିଗ୍ରୀ ଉପରେ ରହିଛି । ୩୮.୮ ଡିଗ୍ରୀ ତାପମାତ୍ରା ସହ ତାଳଚେର ରାଜ୍ୟର ଉତ୍ପତ୍ତ ସହର ପାଲଟିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଅନୁଗୁଳରେ ତାପମାତ୍ରା ୩୮.୧…

ବିଜୁଙ୍କ ଜୟନ୍ତୀରେ ଦିଲୀପ ରାୟ ମାରିଲେ ତେରେଛା ବାଣ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି ସାରା ଓଡ଼ିଶା ମନେ ପକାଉଛି । ବିଜୁଙ୍କ ସହ ସମୟ ଅତିବାହିତ କରିଥିବା ଲୋକେ ବିଜୁ ପଟ୍ଟନାୟକଙ୍କ ଗୁଣଗାନ କରୁଛନ୍ତି । ଆଜି ବିଜୁ ଜନ୍ମ ଜୟନ୍ତୀରେ ବିଜୁବାବୁଙ୍କ କଥା ମନେ ପକାଇ ତେରେଚ୍ଛା ତୀର ମାରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ…