Latest Odisha News

BREAKING NEWS

Browsing Category

ଓଡିଶା

Odisha

ନକଲି ସୁନା ବନ୍ଧକ ରଖି ଋଣ ଦେବା ଅଭିଯୋଗରେ ମଣପୁରମ କମ୍ପାନୀର ଦୁଇ ଅଧିକାରୀ ଗିରଫ

ଫୁଲବାଣୀ: ନକଲି ସୁନା ବନ୍ଧକ ରଖି ଋଣ ଦେବା ମହଙ୍ଗା ପଡ଼ିଛି। ଗିରଫ ହେଲେ ମଣପୁରମ ଫାଇନାନ୍ସ ଲିମିଟିଡେର ଦୁଇ ଅଧିକାରୀ। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରସ୍ଥିତ ମଣପ୍ପୁରମ ଫାଇନାନ୍ସ ଲିମିଟେଡର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକଙ୍କୁ ଗିରଫ କରିଛି ପୋଲିସ। ୭୦ ଲକ୍ଷ ୮୭ ହଜାର ୮୭୨…

‘ଆର୍ଥିକ ମାନଦଣ୍ଡରେ ଦେଶରେ ଶ୍ରେଷ୍ଠ ରାଜ୍ୟ ଓଡ଼ିଶା’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆର୍ଥିକ ମାନଦଣ୍ଡ ଆଧାରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଏହାପଛକୁ ମହାରାଷ୍ଟ୍ର ଓ ଗୁଜରାଟ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ପରିବେଶ ଦୃଷ୍ଟିରୁ ଆନ୍ଧ୍ରପ୍ରଦେଶ ଏହି ତାଲିକାର ଶୀର୍ଷରେ ରହିଛି। କର୍ଣ୍ଣାଟକ ଦ୍ୱିତୀୟ ଓ ତେଲେଙ୍ଗାନା…

ହକି ବିଶ୍ୱକପ ଆଳରେ ନବୀନଙ୍କ ଭାବମୂର୍ତ୍ତି ସଜଡା ହେଉଛି: ବିଜେପି

ଭୁବନେଶ୍ୱର: ଗାଁ ଲୋକଙ୍କ ଠାରେ ହକି ବିଶ୍ୱକପର ବାର୍ତ୍ତା ପହଞ୍ଚାଇବାକୁ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଏଲଇଡି ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ତହବିଲରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ। ଏପରି ବ୍ଯବସ୍ଥାକୁ ନେଇ କିନ୍ତୁ ପ୍ରଶ୍ନ ଉଠାଇଛି ବିଜେପି।…

ବିଶ୍ୱକପ ହକି ସମୟରେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ଏଫଆଇଏଚ ହକି ପୁରୁଷ ବିଶ୍ୱକପ 2023 ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀ ମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକି ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର…

ଗତ ଜୁନରେ ଅଭିଯୋଗ କରିଥିଲେ, ଜାନୁଆରୀରେ ନିଜେ ଧରା ପଡ଼ିଲେ

ପୁରୀ: ପୋଲିସ ବଟି ନେଇ ନିଶା କାରବାରକୁ ପ୍ରୋତ୍ସାହନ ଦେଉଛି, ଅବକାରୀ ବିଭାଗ କଣ କରିବ ? ଗତବର୍ଷ ଜୁନ୍ ପ୍ରଥମ ସପ୍ତାହରେ ଏଭଳି ଏକ ଚିଠି ପୁରୀ ସମେତ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ସେତେବେଳେ ଏ ଚିଠି ଅବକାରୀ କମିଶନରଙ୍କୁ ଲେଖିଥିଲେ ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ।…

ବିଶ୍ୱକପ ହକି ଉଦଘାଟନରେ ଝୁମିଲେ ପୁରୀ ଦର୍ଶକ

ପୁରୀ : ହକି ବିଶ୍ୱକପର ଉଦଘାଟନ କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ଆରମ୍ଭ ହୋଇଛି । ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖ ବେଳାଭୂମି "ସିଟି ଫେଷ୍ଟ ଇନ ଓଲିସ୍ ଲ୍ୟାଣ୍ଡ"ରେ ଏକ ଏଲଇଡି ଟିଭି ମାଧ୍ୟମରେ ଏହି ଉଦଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ଓ ଦଇତାପତି…

ହକି ବିଶ୍ୱକପ୍, କେନ୍ଦ୍ରକୁ କୃତଜ୍ଞତା ଜଣାଇଲେ ନବୀନ

କଟକ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆଜି କଟକର ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହୋଇଛି ହକି ବିଶ୍ୱକପ୍ । ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ବୁଧବାର ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

BSKY କାର୍ଡରେ ଠକେଇ ଉପରେ ସ୍ୱାସ୍ଥ୍ୟ ବିଭାଗର ଆଖି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନ୍ୟତମ ଜନହିତାକାଂକ୍ଷୀ ଯୋଜନା ବିଏସକେୱାଇରେ ଜାଲିଆତି ପଦାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଚେତା ପଶିଛି । ହିତାଧିକାରୀଙ୍କ ଅଗୋଚରରେ BSKY କାର୍ଡରେ ମିଛ ବିଲ୍ ମାମଲାରେ ପୋଲିସ କଟକରେ ହସ୍ପିଟାଲ୍ ମାଲିକଙ୍କ ସହ ୫ ଜଣଙ୍କୁ ଗିରଫ କରିଥିଲା । ଏହି…

ବନ୍ଧୁକ ଓ ଧନୁତୀର ଜବତ, ୩ ଜଣ ଶିକାରୀ ଗିରଫ

କାମାକ୍ଷାନଗର: ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ଶିକାରୀ ଗିରଫ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଇ ବାଲିସାହି ଗାଁ ନିକଟ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ୩ ଜଣ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଶିକାରୀଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ଧନୁ ତୀର,…

କ୍ରସର ଧୂଆଁରେ ଅଣନିଃଶ୍ୱାସୀ ଋଷିଗାଁ, ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆପଡ଼ା: ବଢୁଛି କ୍ରସର ବିବାଦ  । ନା ଶୁଣୁଛି ରାଜସ୍ୱ ବିଭାଗ ନା ଶୁଣୁଛି ଜିଲ୍ଲା ପ୍ରଶାସନ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୋଇ ରହିଛି ପ୍ରଶାସନ।  ଫଳରେ ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷିତ ଦେଉଛି ।  ବାରବାର କ୍ରସରକୁ ନେଇ ବିବାଦ ତେଜିବା ସହ ଆନ୍ଦୋଳନ…