Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରହ୍ମପୁରରେ ଗୋପାଳ ଓ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ

ବ୍ରହ୍ମପୁର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ ଏମକେସିଜି ମେଡିକାଲ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇ ଗୋପାଳ ଓ ତାଙ୍କ ପରିବାର ଲୋକଙ୍କ ନାଁରେ…

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା: ପୁଣି ୪ ଦିନିଆ ରିମାଣ୍ଡରେ ଅଭିଯୁକ୍ତ

ଝାରସୁୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସର ୪ ଦିନ  ରିମାଣ୍ଡ ଶେଷ ହେଇଛି । ଆଜି ପୁଣି ତାଙ୍କୁ ରିମାଣ୍ଡରେ ନେବା ପାଇଁ  କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲା । ଗୋପାଳ ଦାସଙ୍କୁ ଆଉ ୪ ଦିନ ରିମାଣ୍ଡ ନେବା ପାଇଁ  କୋର୍ଟ …

କାୟା ବିସ୍ତାରୁଛି ଧଳାଜହର

ପୁରୀ : କାୟା ବିସ୍ତାରୁଛି ଧଳାଜହର ବ୍ୟବସାୟ । ବ୍ରାଉନସୁଗାର କବଜାରେ ଶ୍ରୀକ୍ଷେତ୍ର ।ପୋଲିସ ହାତରେ ଧରାପଡୁଛି ଗୋଟିଏ ପରେ ଗୋଟିଏ ଗ୍ୟାଙ୍ଗ । ହେଲେ ଅପରାଧର ମୂଳଚେର ପାଖରେ ପହଞ୍ଚିପାରୁନି ପୋଲିସ । ପୁରୀରୁ ଜବତ ହେଲା ୨୫ ଲକ୍ଷ ଟଙ୍କାର ଧଳା ଜହର। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି…

କୋରାପୁଟ ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍

କୋରାପୁଟ: କୋରାପୁଟ ଜିଲା ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍। ଗତ କାଲି ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଶୈବ ପୀଠ ପରିଦର୍ଶନ କରିବା ପରେ ଆଜି ବୋରିଗୁମ୍ମା ବ୍ଲକ ଗସ୍ତ କରଛନ୍ତି। ଦକ୍ଷିଣ ଓଡ଼ିଶାର ସବୁଠାରୁ ପୁରାତନ  ନାରାୟଣପାଟଣା ଜଗନ୍ନାଥ ମନ୍ଦିର ଆସି ସେଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ…

ଜୟ ନାରାୟଣଙ୍କ ପ୍ରଶ୍ନ: ଗୁରୁତର ମନ୍ତ୍ରୀଙ୍କୁ ଏୟାର ଲିଫ୍ଟିଂ ବେଳେ ଅକ୍ସିଜେନ, ରକ୍ତ ଦିଆ ଯାଇଥିଲା କି ?

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ପୁଣି ସରକାର ଏବଂ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିବା କିଛି ଛୋଟ କଥା ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ…

ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଶହ ଶହ ଏକର ଜଙ୍ଗଲ

ଢେଙ୍କାନାଳ: ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଶହ ଶହ ଏକର ଜଙ୍ଗଲ। ଖରାଦିନ ନହେଉଣୁ ଜଙ୍ଗଲରେ ଏବେଠୁ ଲାଗିଲାଣି ନିଆଁ । ଗୋଟିଏ ସ୍ଥାନରେ ନିଆଁ ଲାଗି ତାହା ଧୀରେ ଧୀରେ ସମଗ୍ର ଜଙ୍ଗଲରେ ବ୍ୟାପିବାରେ ଲାଗିଲାଣି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ…

ଓଡ଼ିଆ ଫିଲ୍ମକୁ ବିଶ୍ୱରେ ମିଳିଲା ସ୍ୱତନ୍ତ୍ର ପରିଚୟ : ବାବୁସାନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓ ଲୋକାଦୃତ ଓଡ଼ିଆ ଫିଲ୍ମ ‘ଦମନ' ହିନ୍ଦୀ ଭାଷାରେ ମୁକ୍ତିଲାଭ ପରେ ଆଜି ଅପରାହ୍ନରେ ଓଡ଼ିଶା ଫେରିଛନ୍ତି ପୁରା ଦମନ ଫିଲ୍ମର ଟିମ୍ । ଅଭିନେତା ବାବୁଶାନ ଓ ଦମନ ଟିମ୍‌କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସମ୍ୱର୍ଦ୍ଧନା ଦିଆଯାଇଛି ।…

ଅଧିକାରୀଙ୍କ ଅବହେଳା ଯୋଗୁଁ NMMS ପରୀକ୍ଷାରୁ ବଞ୍ଚିତ ହେଲେ ମେଧାବୀ ଛାତ୍ରୀ

କାମାକ୍ଷାନଗର : ଜାତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା NMMS ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଜଣେ ମେଧାବୀ ଛାତ୍ରୀ  । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସରାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ଚଳିତ ବର୍ଷ ଫେବୃଆରୀ…

ମିଳିଛି ପଟ୍ଟା ହେଲେ ହଜିଯାଇଛି ଜମି

ସୁବର୍ଣ୍ଣପୁର : ବିସ୍ଥାପିତଙ୍କ ଜମି ଚିହ୍ନଟ ହେଉନଥିବା ଅଭିଯୋଗ । ୨୦୧୩ରେ ବିସ୍ତଥାପିତଙ୍କୁ ମିଳିଥିଲା ପଟ୍ଟା  । ହେଲେ ଆଜିଯାଏଁ ଚିହ୍ନଟ ହୋଇନି ଜମି  । ତେଣୁ ଆଜି କହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଗାଁ ଲୋକେ  । ସରକାର ଗରିବ, ବିସ୍ଥାପିତ ଓ ଭୂମିହୀନ…

ପାଇଖାନା ଟାଙ୍କି କାଗଜ ପରେ ଏବେ ଡାଏରୀରୁ ହତ୍ୟା ସୁରାକ ଖୋଜିବ କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଦିନକୁ ଦିନ ଅଡୁଆ ସୁତା ପରି ଗୁଡେଇ ହୋଇଯାଉଛି । ଯେତେ ଫିଟାଇଲେ ସେତେ ଗଣ୍ଠି ବାହାରୁଛି । ଦିନକୁ ଦିନ ସାମ୍ନାକୁ ଆସୁଛି ଚମକାଇ ଦେବା ପରି ଘଟଣା । ଅଭିଯୁକ୍ତ ଗୋପାଳ ଅଳ୍ପ ଅଳ୍ପ କହୁଛନ୍ତି ।  ତାଙ୍କର ଗୋଟିଏ ଗୋଟିଏ…