Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡକାୟତି ଅଭିଯୋଗରେ୨ କଲେଜ ଛାତ୍ର ଗିରଫ

ସୁବର୍ଣ୍ଣପୁର : ଧରାପଡ଼ିଲେ ଡକାୟତି ଦଳ  । ଉଲୁଣ୍ଡା ଥାନା ଅନ୍ତର୍ଗତ ଚଡେଇପଙ୍କ ଛକ ଠାରେ ଏକ ବାଲି ବୋଝେଇ ହାଇଓ୍ବାର ଚାଳକ ଓ ହେଲପରକୁ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଦୁଇ ନାବାଳକ ସମେତ ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ…

ପରିବେଶ ପ୍ରଦୂଷଣ ରୋକିବାକୁ ଜାତିସଂଘର ପ୍ରୟାଶରେ ସାମିଲ୍ ହେଲା ସୁଦର୍ଶନଙ୍କ ବାଲୁକା କଳା

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ରୋକିବାକୁ ଜାତିସଂଘର ପ୍ରୟାଶରେ ସାମିଲ୍ ହେଲା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ମେସେଜ୍ ଦେଇ ଜାତିସଂଘ ସୁଦର୍ଶନଙ୍କ ବାଲୁକା କଳାର ଏକ ଫଟୋକୁ ବ୍ୟବହାର କରିଛି। ଏନେଇ ବାଲୁକା ଶିଳ୍ପୀ…

ସାମ୍ନାକୁ ଆସିଲା ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ; ଶ୍ବାସରୁଦ୍ଧରୁ ମୃତ୍ୟୁ

କଟକ  : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ।  ଆସିଲା ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ  । ଏହି ରିପୋର୍ଟରେ ଶ୍ବାସରୁଦ୍ଧରୁ ରାଜଶ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅପରପକ୍ଷରେ ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେହି…

ବାବୁ ବନାମ ନେତା: ବିଡିଓଙ୍କୁ ‘କିରାଣୀ’ କହିଲେ କନକ ବର୍ଦ୍ଧନ ସିଂହ ଦେଓ

ବଲାଙ୍ଗୀର: ବଲାଙ୍ଗୀରରେ ନେତା ବନାମ ବାବୁ ପାର୍ଟ ଟୁ। କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏବଂ ଜିଲ୍ଲାପାଳଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାରେ ଥିବାବେଳେ ପୁଣିଥରେ ସାମ୍ନାକୁ ଆସିଛି ଆଉ ଜଣେ ପ୍ରଶାସନିକ ଅଧିକାରୀ ତଥା ବିଡିଓ ବାବୁ ଏବଂ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହ ଦେଓଙ୍କ…

‘ଗୁଜରାଟ ଫର୍ମୁଲାକୁ ଆପଣାଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେପି’

ଭୁବନେଶ୍ୱର: ଦିଲ୍ଲୀରେ ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶା ବିଜେପିକୁ ନିଜର ଏଜେଣ୍ଡା ବାବଦରେ ଏକ ପ୍ରକାର ବାର୍ତ୍ତା ମିିଳିଥିବା କୁହାଯାଉଛି। କେଉଁ ଆଧାରରେ ନିର୍ବାଚନ ଲଢାଯିବ କେଉଁ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ହେବ ଏବଂ…

ଓଡ଼ିଶା କଂଗ୍ରେସକୁ ଝଟକା, କେସିଆରଙ୍କ ବିଆରଏସରେ ସାମିଲ ହେଲେ କୈଳାଶ ମୁଖୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶା କଂଗ୍ରେସକୁ ଝଟକା। ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ କଂଗ୍ରେସର ପ୍ରମୁଖ ନେତା କୈଳାଶ କୁମାର ମୁଖୀ। ଏକ ପ୍ରେସ ରିଲିଜ ଜରିଆରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖି ନିଜର ଇସ୍ତଫା ବାବଦରେ ସୂଚନା ଦେଇଛନ୍ତି କୌଳାଶ ମୁଖୀ। ଚିଠିରେ…

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଭିଡିଓ ରେକର୍ଡିଂ କରିଥିବା ୟୁଟ୍ୟୁବର ଅନିମେଶ ଗିରଫ

ପୁରୀ: ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଗିରଫ। ନିକଟରେ ପୁରୀ ଶ୍ରୀମନ୍ଦିରରେ ନୋ ଫ୍ଲାଇଂ ଜୋନ୍ ଉପରେ ଡ୍ରୋନ୍ ଉଡ଼ାଇ ଫଟୋ ଉଠାଇ ସଂପୃକ୍ତ ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଅନିମେଶ। ଶ୍ରୀମନ୍ଦିର ପୋଲିସ ଏ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପରେ ପୋଲିସ…

ଭୁବନେଶ୍ଵରରେ ପହଞ୍ଚିଲା ଡାକୋଟା; ପୁଷ୍ପାଞ୍ଜଳି ଦେଇ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିମାନ ବନ୍ଦରଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ୱାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,  ବିଜୁ ବାବୁଙ୍କ…

ହକ୍ ପାଇଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

କୋରାପୁଟ: କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ରଣସପୁର ପଞ୍ଚାୟତର ରାଣିଗଡ଼ ଓ ସରଗିପଦର ଗ୍ରାମର ଲୋକେ ନିଜର ହକ ବ୍ଲକ କାର୍ଯ୍ୟାଳୟ ରେ ତାଲା ପକାଇଛନ୍ତି । ଆଉ ବାହାରେ ବସି ଧାରଣା ଦେଇଛନ୍ତି । ଦାବି ପୂରଣ ପାଇଁ ଲିଖିତ ପ୍ରତିଶୃତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ…

ଓଏଲଏକ୍ସରେ ଚଢା ଦରରେ ହକି ଟିକେଟ ବିକ୍ରି କରି ୫ ଯୁବକ ଗିରଫ

ଭୁବନେଶ୍ୱର: ହକି ଟିକେଟ କଳାବଜାରୀ କରି ୫ ଗିରଫ। ଆସନ୍ତାକାଲି ଭାରତର ମ୍ୟାଚ ରହିଛି । ଏହା ପୂର୍ବରୁ ଓଏଲଏକ୍ସ ଏବଂ ଅନ୍ୟାନ୍ୟ ସୋଶିଆଲ ମିଡିଆ ପ୍ଲାଟଫର୍ମରେ ଟିକେଟ ବିକ୍ରି କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି କିଛି ଯୁୂବକ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାନୁଆରି ୧୯…