Latest Odisha News

BREAKING NEWS

Browsing Category

ଓଡିଶା

Odisha

ସେଲସ ମ୍ୟାନ୍‌‌ ସାଜିଥିଲେ ଚୋର;ମିଳିଲା ୧୩୬ଟି ମୋବାଇଲ୍‌‌ ଫୋନ୍‌‌

ବ୍ରହ୍ମପୁର: ଯେଉଁ କମ୍ପାନିରେ ସେଲସ ମ୍ୟାନ୍‌‌ ଭାବେ କାର୍ଯ୍ୟ କରୁଥିଲେ, ଶେଷରେ ସେଇ କମ୍ପାନିରୁ ହିଁ ଚୋରି କଲେ। ପୋଲିସ ହାତରେ ଧରାପଡ଼ିଲେ। ପାଖରୁ ମିଳିଲା ୧୩୬ଟି ମୋବାଇଲ ଫୋନ୍‌‌। ବ୍ରହ୍ମପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ…

ଆରମ୍ଭ ହେଲା ଅନୁଗୋଳ ମହୋତ୍ସବ, ବେନି ଦୟାଲଙ୍କ ଗୀତରେ ଝୁମିଲେ ଦର୍ଶକ

ଅନୁଗୋଳ: ଗତକାଲିଠୁ ଆରମ୍ଭ ହୋଇଛି ଅନୁଗୋଳ ମହୋତ୍ସବ । ପ୍ରଥମ ସନ୍ଧ୍ୟାରେ ମହୋତ୍ସବର ମଜାନେବା ସହ ଭରପୁର ଝୁମିଛନ୍ତି ହଜାର ହଜାର ଦର୍ଶକ । ଅନୁଗୋଳ ଷ୍ଟାଡିୟମ୍‌ରେ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରସିଦ୍ଧ ପପ୍ ଗାୟକ ବେନି ଦୟାଲଙ୍କ ସହ ଅନୁଗୁଳିଆ ବଣ୍ଟିଙ୍କ କମାଲ ଦେଖିବାକୁ ମିଳିଥିଲେ ।…

ଶିକାରୀଙ୍କ ଟାର୍ଗେଟରେ ବାଘ; ବାରିପଦା ପରେ ମାଲକାନଗିରିରୁ ଜବତ ହେଲା ବାଘ ଛାଲ

ମାଲକାନଗିରି : ଶିକାରୀଙ୍କ ଟାର୍ଗେଟରେ ବାଘ ।   ବାଘ ମାରି ବିକ୍ରି କରୁଛନ୍ତି ବାଘ ଛାଲ । ବନ ବିଭାଗ ଆଖି ସାମ୍ନାରେ ଏପରି କାମ ବାରମ୍ବାର ଘଟିଚାଲିଛି । ଗତକାଲି ବାରିପଦାରୁ ବାଘ ଛାଲ ଜବତ ହେବା ପରେ ଆଜି ମାଲକାନଗିରିରୁ  ଜବତ ହୋଇଛି ବାଘ ଛାଲ । ମାଲକାନଗିରି ଜିଲ୍ଲା ମୋଟୁ…

ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଶ୍ୱଶୁର

କଟକ: ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ଶ୍ୱଶୁର ଶ୍ରୀକାନ୍ତ ମିଶ୍ର ଆଣିଛନ୍ତି ସାଂଘାତିକ ଅଭିଯୋଗ । କନ୍ୟା ସନ୍ତାନ ଜନ୍ମ ହେବା ପରଠାରୁ ହ୍ୟୁମାନ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ପତ୍ନୀ ଶ୍ରୀୟଙ୍କୁ ମାରଧର କରିବା ସହ ଧର୍ମ ପରିବର୍ତ୍ତନ କରିବା…

ଥାନାରେ ହାଜର ହେଲେ ହ୍ୟୁମାନ ସାଗର ଓ ପତ୍ନୀ

କଟକ: ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ନିର୍ଯାତନା ଅଭିଯୋଗ ଆଣିବା ପରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି ହ୍ୟୁମାନ ସାଗର । ଥାନାରେ ହାଜର ହେବା ପାଇଁ ତାଙ୍କୁ ସମନ ହୋଇଥିଲା ।  ପତ୍ନୀ ଶ୍ରୀୟା ମିଶ୍ର ତାଙ୍କ ବିରୋଧରେ ଘରୋଇ ହିଂସା ଓ ଦାମ୍ପତ୍ୟ କଳହ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଡ଼ିଆଳ ବ୍ଲକ୍ ବିଡିଓ ଗିରଫ

ନୂଆପଡ଼ା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖଡ଼ିଆଳ ବିଡିଓ ନାରାୟଣ ସାହୁ। ତାଙ୍କ ପାଖରେ ଆୟ ଠାରୁ ୧୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରାଯାଇଛି।  ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ବିଡିଓଙ୍କ ବାସଭବନରେ ଚଢାଉ କରିଥିଲା।  ଏହି ଚଢ଼ାଉରେ…

ଲୁଟ୍‌‌ ପରେ ନାବାଳିକାଙ୍କୁ ବଳାତ୍କାର ଘଟଣା;ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌‌

ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନାର ଲୁଟ୍‌‌ ପରେ ନାବାଳିକାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ ପାଇଛି। ବୁଧବାର ମାମଲାର ବିଚାରକରି ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତ କାଳିଆ ପାତ୍ରଙ୍କୁ ଆଜୀବନ ଜେଲ୍‌‌ ଦଣ୍ଡ ସହିତ ୩୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି।…

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳିଲେ ଚାଷୀ

ଜଗତସିଂହପୁର : ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳି ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧାନମଣ୍ଡିରେ ଅବ୍ୟବସ୍ଥା, ଧାନ ବିକ୍ରି ସମୟରେ କଟନୀ ଛଟନୀ ତଥା ମିଲର ମାନଙ୍କ ମନମାନି ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…

ବ୍ରହ୍ମପୁରରେ ମାତିଛନ୍ତି ପାଣି ମିଟର୍‌‌ ଚୋର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଘରଗୁଡ଼ିକୁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଣି ସଂଯୋଗ ଦିଆଯାଇଛି। ପ୍ରତ୍ୟେକ ଘରେ ପାଣି ମିଟର ଲଗାଯାଇଛି। ପାଣି ବ୍ୟବହାର ଅନୁଯାୟୀ ଦେୟ ନିର୍ଦ୍ଧାରଣ ହେଉଥିବା ଯୋଗୁ ଏହି ମିଟରଗୁଡ଼ିକ ଖଞ୍ଜା ଯାଇଛି। ହେଲେ ସହରରେ ଗତ କିଛି ଦିନ ହେଲା ଏହି ପାଣି ମିଟର୍‌‌ ଗୁଡ଼ିକ…

୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ରଦ୍ଦ କଲେ ହାଇକୋର୍ଟ, ତାଲିକାରୁ ଏହି ଦୁଇ ଫିଲ୍ମକୁ ହଟାଇବାକୁ ନିର୍ଦ୍ଦେଶ

କଟକ: ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୧ ଘୋଷଣା କରାଯାଇଥିବା ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯କୁ ରଦ୍ଦ କଲେ ଓଡ଼ିଶା ହାଇକୋର୍ଟ। କାରଣ ଏଥିରେ ଦୁଇଟି ରିମେକ୍ ଚଳଚ୍ଚିତ୍ର ଖୁସୀ ଓ ଗୋଲମାଲ ଲଭ୍‌କୁ ତାଲିକାଭୁକ୍ତ କରାଯାଇଛି। ଯାହା କୌଣସି ବର୍ଗରେ ଏହି ପୁରସ୍କାର ପାଇଁ ଯୋଗ୍ୟ ନୁହେଁ।…