Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୋଟ୍ ଦେଉଛି ପଦ୍ମପୁର, ସକାଳ ୭ଟାରୁ ମତଦାନ ଆରମ୍ଭ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସମସ୍ତ ବୁଥ ମାନଙ୍କରେ ସକାଳ ୬ ଟାରୁ ମକ୍ ପୋଲ୍ ହୋଇଥିଲା । ଅପରାହ୍ନ ୪ଟା ଯାଏଁ ଭୋଟ୍ ଗ୍ରହଣ ହେବ । ବର୍ଷା ସିଂ ବରିହା ଏକ ନମ୍ବର ୱାର୍ଡ ର ବୁଥ ନମ୍ବର ୧୩ ରେ ମତଦାନ କରିଛନ୍ତି  । ମୋଟ…

ଆଜି ଦିଲ୍ଲୀ ଯିବେ ନବୀନ, ମୋଦୀଙ୍କ ବୈଠକରେ ହେବେ ସାମିଲ

ଭୁବନେଶ୍ୱର: ଆଜି ସକାଳେ ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକରେ ସେ ସାମିଲ ହେବେ। ଭାରତ ଜି-୨୦ ଅଧ୍ୟକ୍ଷ ପଦ ପାଇବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ…

ବାର୍ଷିକ ୫୫ ଲକ୍ଷ ଟଙ୍କାର ଦରମା ଥିବା ଚାକିରି ପାଇଲେ ଭୁବନେଶ୍ୱର ଆଇଆଇଟିର ଛାତ୍ରୀ

ଭୁବନେଶ୍ୱର: ଆଇଆଇଟି କ୍ୟାମ୍ପସରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ନିଯୁକ୍ତି ଅଭିଯାନରେ ଜଣେ ଛାତ୍ରୀ ୫୫ ଲକ୍ଷ ଟଙ୍କାର ଚାକିରୀ ଅଫର ପାଇଛନ୍ତି। କମ୍ପ୍ୟୁଟର ସାଇନ୍ସର ଇଞ୍ଜିନିୟରିଂର ଛାତ୍ରୀ ସାଇ ଗିରି ନନ୍ଦିନୀ ଉଡଠୁ ଏହି ଚାକିରି ଅଫର ପାଇଛନ୍ତି । ଜଣେ ଛାତ୍ରୀଙ୍କୁ ମିଳିଥିବା ସର୍ବାଧିକ…

ପୁରୀ ମନ୍ଦିର ଭିଡିଓ ଭାଇରାଲ ଘଟଣା, ୟୁଟ୍ୟୁବର ଅନିମେଶଙ୍କ ନାଁରେ ଏତଲା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଆକାଶମାର୍ଗରୁ ଭାଇରାଲ ହୋଇଥିବା ଭିଡିଓ ଘଟଣାରରେ ପୋଲିସ ରୁଜୁ କଲା ମାମଲା । କୋଲକାତାର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କ ବିରୋଧରେ ରବିବାର ଏ ନେଇ ପୁଲିସ ମାମଲା ରୁଜୁ କରିଛି। ମନ୍ଦିର ଉପରେ ଦାବୀ କ୍ୟାମେରା ଲଗାଇ ଏହି ଭିଡିଓ ଫୁଟେଜ ରେକର୍ଡିଂ…

ଏସଟିଏଫର ରେଡ୍, ଜବତ ହେଲା ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର

କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଚଢ଼ାଉ କରି ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ରବିବାର ଏସଟିଏଫର ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏସଟିଏଫର ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ କଟକ ଜିଲ୍ଲା…

୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଥାନା ଅଧିକାରୀ

ବଲାଙ୍ଗିର: ଭିଜିଲାନ୍ସ ହାତରେ ପୋଲିସ ବାବୁ । ଲାଞ୍ଚ ନେଇ ଧରା ପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ସିନ୍ଧକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା । ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ଲାଗି ଆଇଆଇସି ଆଲୋକ କୁମାର ବେହେରା ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଆଲୋକଙ୍କୁ ୨୫ ହଜାର ଲାଞ୍ଚ…

ସରିଲା ଡ୍ରୋନ୍‌ ସର୍ଭେ, ଏଥର ହିତାଧିକାରୀ ଚିହ୍ନଟ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ତରଫରୁ ଚାଲିଥିବା ଡ୍ରୋନ୍‌ ସର୍ଭେ ରବିବାର ଶେଷ ହୋଇଯାଇଛି। ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଜମିର ପଟ୍ଟା ପ୍ରଦାନ ପାଇଁ ଏହି ସର୍ଭେ କରାଯାଇଥିଲା। ବର୍ତ୍ତମାନ ସର୍ଭେ ଶେଷ ହୋଇଥିବା ବେଳେ ଏଥିରେ ସାମିଲ କର୍ମଚାରୀଙ୍କୁ ନେଇ ସୋମବାର ଏବଂ ମଙ୍ଗଳବାର…

ଶାଗ ବିକି ପରିବାର ପୋଷୁଛନ୍ତି BCA ଛାତ୍ର

ନବରଙ୍ଗପୁର: ହସୁଛି ସବୁଜ କ୍ଷେତ । ହୋଇଛି ଭଳିକି ଭଳି ଶାଗ । ସକାଳ ହେଲେ ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ ଆସଙ୍ଗା ଗାଁର ଡମ୍ବୁରୁ ଧର ମାଳି କୋଦାଳ ଧରି ଜମିକୁ ବାହାରି ପଡ଼ନ୍ତି । ନିଜ ହାତରେ ଶାଗ ଚାଷ କରିବା ସହ ତୋଳି ବିକ୍ରି କରନ୍ତି । ବଇଁଶୀଧର ମାଳିଙ୍କ ପଢ଼ୁଆ ପୁଅ ଡମ୍ବୁରୁଧର ଜୟପୁର…

ବେଦୀରେ ହାତ ଧରିଲେ ୨ ମାଓବାଦୀ

ଫୁଲବାଣୀ: ହାତରେ ବନ୍ଧୁକ ଧରି ଜଙ୍ଗଲରେ ବୁଲୁଥିଲେ । ଆଜି ବେଦୀରେ ହାତ ଧରି ସାତ ଘେରା ବୁଲିଛନ୍ତି । ଦିନେ ସପ୍ନିତା ପାଟମାଝି ଓରଫ୍ ନନ୍ଦିନୀ ଏବଂ ଫୁଲବତୀ ଉଶେଣ୍ଡି ଓରଫ୍ କରୁଣା ଲାଲବାହିନୀରେ ସାମିଲ୍ ଥିଲେ । ପୋଲିସ ନିକଟରେ ଆତ୍ମସମର୍ପଣ ପରେ ସେମାନଙ୍କ ଜୀବନ ବଦଳି ଯାଇଛି ।…

ଆସନ୍ତା ବର୍ଷରୁ ଭୁବନେଶ୍ୱର ଏମ୍ସ ହେବ ଇ-ହସ୍ପିଟାଲ୍

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ପରିସରରେ ଆଜି ବହୁମୁଖୀ ବିଲ୍ଡିଂ ଉଦଘାଟିତ ହୋଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବଣୀ ପାୱାର ଏମ୍ସର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରିଛନ୍ତି । ରୋଗୀ ରେଫର୍ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲ୍…