Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶବ ସତ୍କାର ପାଇଁ ୧୦ ହଜାର ଲେଖାଏ ଦେଲା ରେଳ ବିଭାଗ

ଯାଜପୁର: ମାଡି ଆସିଲା ଲୌହ ଦାନବ । କ’ଣ ହେଲା ଭାବିଲା ବେଳକୁ ଚାଲିଗଲାଣି  ୩ ଜୀବନ । ଯାଜପୁର ଜିଲ୍ଲା କୋରେଇ  ରେଳ ଷ୍ଟେଶନ ଦୁର୍ଘଟଣାରେ ଆଖି  ବୁଜିଦେଲେ  ପାର୍ବତୀ ବିନ୍ଧାଣି, ତାଙ୍କ ଝିଅ କଣ୍ଡେଇ ବିନ୍ଧାଣି ଓ ଅବଜୁଲ ବିବି । ମୃତକଙ୍କ ଶବ ସତ୍କାର ପାଇଁ ରେଳ ବିଭାଗ ପକ୍ଷରୁ ଦିଆଯାଇଛି…

ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ବିରୋଧ କଲା ପରଜଙ୍ଗ ବିଜେପି

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପରିସରରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନୃସିଂହ ଚରଣ ସାହୁଙ୍କୁ ବିରୋଧ କରିଛନ୍ତି ଶତାଧିକ ବିଜେପି କର୍ମୀ । କୌଣସି ସରପଞ୍ଚଙ୍କୁ ନଜଣାଇ ବିଧାୟକ ପଟ୍ଟା ବଣ୍ଟନ କରୁଛନ୍ତି । ଏପରିକି ଯେଉଁ ପଞ୍ଚାୟତର ସେ ପଟ୍ଟା ବଣ୍ଟନ…

ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ ଘଟଣାରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ : ଆବାହକ ଜଗନ୍ନାଥ ସେନା

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଭିତର ଭିଡିଓ ଭାଇରାଲ ପ୍ରସଙ୍ଗ । ଗତ ୧୯ ତାରିଖରେ ଶ୍ରୀମନ୍ଦିର ଗର୍ଭଗୃହର ଫୋଟୋ ଓ ଭିଡିଓ ଭାଇରଲ ହୋଇଥିଲା । ବଙ୍ଗଳାଦେଶର ଆକାଶ ଚୌଧୁରୀ ନାମକ ୟୁଟୁବର ଏହି ଦର୍ଶନ ପାଇଁ ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ନୀତିର ଫୋଟୋ ନେବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ…

ପୁଣି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ବଢ଼ିବ ଶୀତ, ଖସିବ ପାରଦ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ କମିଥିବା ଶୀତ ଏବେ ପୁଣି ବଢ଼ିବ । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦକ୍ଷିଣ…

ମୋଟର ସାଇକେଲ ଉପରେ ଚଢ଼ାଇଦେଲା କାର, ଜଣେ ମୃତ

ଅନଗୁଳ : ପାଳଲହଡା ଥାନା ଅର୍ନ୍ତଗତ ଜାତୀୟ ରାଜପଥ ଝିମିରିପାଲି ଠାରେ ଘଟିଛି ଦୁର୍ଘଟଣା ।  କାର ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି  । ସୂଚନା ଅନୁଯାୟୀ କାରଟି ପାଳଲହଡା ପଟୁ ଖମାର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ମୋଟରସାଇକେଲକୁ…

ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

କୋରେଇ: କୋରେଇ ରେଳ ଦୁର୍ଘଟଣାସ୍ଥଳକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗସ୍ତ କରିଛନ୍ତି । ଦୁର୍ଘଟଣା ସମ୍ପର୍କରେ  ତଦନ୍ତ କରି ସେ କହିଛନ୍ତିଯେ, ସନ୍ଧ୍ୟା ସୁଦ୍ଧା ଗୋଟିଏ ଲାଇନକୁ ସଫା କରିଦିଆଯିବ । ମୃତାହତମାନଙ୍କୁ ସରକାରଙ୍କ ଘୋଷଣା ଅନୁସାରେ ଅନୁକମ୍ପା ରାଶି ମିଳିବ । ରେଲଓ୍ୱେ ପକ୍ଷରୁ…

୫୦ ଲକ୍ଷ ଟଙ୍କା ଓ ଚାକିରି ଦାବିରେ ମୃତକଙ୍କ ପରିବାରର ଧାରଣା

କୋରେଇ: କୋରେଇ ରେଳ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ  ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଧାରଣା ।  ୫୦ ଲକ୍ଷ ଟଙ୍କା ଓ ଚାକିରୀ ଦାବିରେ ଷ୍ଟେସନରେ ଧାରଣା ଦେଇଛନ୍ତି ପରିବାର ସଦସ୍ୟ  । କୋରେଇ ରେଳ ଷ୍ଟେସନରେ ମାଲବାହି ଟ୍ରେନ ଦୁର୍ଘଟଣାରେ ମୃତ ହୋଇଥିବା ଅବୁଜୁଲା ବିବିଙ୍କ ପରିବାର…

ବିଧାନସଭାରୁ ହଟିଲା କୋଭିଡ୍ କଟକଣା, ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ମିଳିବ ଅନୁମତି

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନରେ ରହିବନି କୋଭିଡ୍ କଟକଣା । ବିଧାନସଭା ଅଧିବେଶନ ସୁପରିଚାଳନା ନେଇ ଆଜି ବସିଥିବା ସର୍ବଦଳୀୟ ବୈଠକରେ ଏ ନିଷ୍ପତ୍ତି ହୋଇଛି । ବିଧାନସଭାରୁ କୋଭିଡ୍ କଟକଣା ହଟିଥିବା ସୂଚନା ଦେଇଛନ୍ତି ବାଚସ୍ପତି ବିକ୍ରମ ଆରୁଖ ।…

ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କା ତୁରନ୍ତ ସହୟତା ଦାବି କଲେ ପିସିସି ସଭାପତି

ଭୁବନେଶ୍ୱର: ଯାଜପୁର କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଟ୍ରାଜେଡିରେ ୩ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତ୍ୟେକ ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା  ତୁରନ୍ତ ସହାୟତା ରାଶି  ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ ମୃତକଙ୍କ  ଅମର ଆତ୍ମାର…

ଅଧା ବାଟରେ ଅନାଥ କରି ଚାଲିଗଲେ ବାପା ମା’, ୪ ପ୍ରାଣୀକୁ ପୋଷୁଛନ୍ତି ଜ୍ୟୋତି

କେନ୍ଦ୍ରାପଡ଼ା : ଜୀବନ ଜିଇଁବାକୁ ଲଢ଼େଇ କରୁଛନ୍ତି ଜ୍ୟୋତି । ଅଧାବାଟରେ ମୁଣ୍ଡରୁ ହାତ କାଢ଼ିନେଇଛନ୍ତି ବାପା-ମା’ । ଜନ୍ମ ଦେଇ ଦୁନିଆକୁ ଆଣିଥିଲେ ସତ ହେଲେ ଜ୍ୟୋତି ମଣିଷ ହେବା ପୂର୍ବରୁ ଛାଡ଼ି ଚାଲିଗଲେ ପରପାରିକୁ । ଆଉ ଘରର ସମସ୍ତ ଦାୟିତ୍ୱ ​‌ଦେଇଗଲେ ଏଇ କୋଡିଏ ବର୍ଷର ଝିଅ ମୁଣ୍ଡରେ…