Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ନଭେମ୍ବର ୧୩ରେ ଜଳପରୀଙ୍କ ସନ୍ତରଣ

ଭୁବନେଶ୍ୱର : ଶୀତଋତୁରେ ଏସିଆର ବୃହତ୍ତମ ହ୍ରଦ ଚିଲିକାକୁ ଦେଶ ବିଦେଶରୁ ନାନା ଜାତି ପ୍ରଜାତିର ପକ୍ଷୀ ଉଡ଼ି ଆସନ୍ତି ଏବଂ ଶୀତ ଦୁଇ ମାସ ପରେ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଚିଲିକା ହ୍ରଦ ର ବାତାବରଣ ଭିତରେ ସେମାନଙ୍କର ଏହି ଦୁଇ ମାସର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସାରା…

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ତାଳଚେର ବନ୍ଦ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ଓକିଲ ଓ ଆଇନଜୀବୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଅଭିଯୋଗ ଅନୁସାରେ, ଓକିଲ ସଂଘ ସଭାପତି ସନ୍ତୋଷ ସାହୁଭ୍କ ସହ ଅନ୍ୟ ଆଇନଜୀବୀଙ୍କ ନାଁରେ ଗତ ମାସ ୨୬ ତାରିଖରେ ଏକ ମାମଲା ହୋଇଥିଲା । ଯାହାକୁ ମିଥ୍ୟା…

୧୦ ଦିନିଆ ଇଡି ରିମାଣ୍ଡରେ ଜଗବନ୍ଧୁଙ୍କ ବନ୍ଧୁ ଖଗେଶ୍ୱର, ଖୋଲିବ କି ଗୁମର ?

ଭୁବନେଶ୍ୱର: ଖଗେଶ୍ୱର ଖୋଲିବ ଗୁମର । କେଉଁଠୁ ଆସୁଥିଲା କଳା ଟଙ୍କା ? କେମିତି ହନିଟ୍ରାପରେ ଫସାଇ ଅର୍ଚ୍ଚନା ଓ ଜଗବନ୍ଧୁ ଠୁଳ କରୁଥିଲେ ବ୍ଲାକମନି । ଗିରଫ ପରେ ଆଜି ଖଗେଶ୍ୱର ପାତ୍ରଙ୍କୁ ଇଡି ଖୋର୍ଦ୍ଧା ଜିଲ୍ଲା ଅଦାଲତରେ ହାଜର କରିଥିଲା । ଖଗେଶ୍ୱର ପାତ୍ରଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ…

୨୨ଟି ଚୋରି ବାଇକ୍ ଉଦ୍ଧାର, ୨ ଜଣଙ୍କୁ କୋର୍ଟ ଚାଲାଣ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ଏକ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଛି । ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରୁଥିବା ୨ ଚୋରଙ୍କ ସହ ସହାୟତା କରୁଥିବା ୪ ସହଯୋଗୀଙ୍କୁ ଖଡ଼ିଆଳ ଥାନା ପୋଲିସ ଧରିଛି । ୨ ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୪…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ମୃତ

କୋରାପୁଟ: ବୈପାରୀହୁଡ଼ା ଥାନା ମାଳି ପଦର ଜଙ୍ଗଲରେ ପୋଲିସ, ଏସଓଜି ଯବାନଙ୍କ ମିଳିତ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ବନ୍ଧୁକ, ଗୋଟିଏ ଟିଫିନ୍ ବୋମା, ୫ଟି ଡିଟୋନେଟର, ଗୁଳି ସହ ତେଲୁଗୁ, ହିନ୍ଦୀ ଓ ଓଡ଼ିଆ ପୁସ୍ତକ ଏବଂ ଗଞ୍ଜେଇ ଜବତ ହୋଇଛି । ରାମଗିରି…

କର୍ମଚାରୀଙ୍କୁ ଏଲନ୍ ମସ୍କଙ୍କ ଚେତାବନୀ, ୮୦ଘଣ୍ଟା କର୍ମ ସପ୍ତାହ ବାଧ୍ୟତାମୂଳକ

ସାନ୍ ଫ୍ରାନ୍ସିସ୍କୋ : ଟ୍ୱିଟର କର୍ମଚାରୀଙ୍କୁ ସିଇଓ ଏଲନ୍ ମସ୍କଙ୍କ ଚେତାବନୀ ।  ସୋସିଆଲ ମିଡିଆ ଦୁନିଆରେ ରାଜ୍ କରୁଥିବା ଟ୍ୱିଟର ବ୍ୟବହାର ପାଇଁ ବାରମ୍ବାର କମ୍ପାନୀ ଚାର୍ଜ ଲଗାଇବାକୁ ଘୋଷଣା କରିସାରିଛି । ଏହା ସହିତ କର୍ମଚାରୀଙ୍କୁ ଚାକିରୀର ସମୟ ନିର୍ଘଣ୍ଟ ବଢାଇବାକୁ କହିଛନ୍ତି ।  …

ଫିରୋଜାବାଦରେ ଜର୍ମାନ ସେଫାର୍ଡ ଆକ୍ରମଣରେ ଶିଶୁ ଗୁରୁତର

ଫିରୋଜାବାଦ: ଫିରୋଜାବାଦରେ ୭ ବର୍ଷର ଶିଶୁକୁ ଜର୍ମାନ ସେଫର୍ଡ କୁକୁରର ଆକ୍ରମଣ । ଶିଶୁଟି ଗୁରୁତର ଭାବେ ଆହତ ହୋଇଛି । ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟି ଘର ବାହାରେ ଖେଳୁଥିବାବେଳେ କୁକୁରଟି ଆକ୍ରମଣ କରିଥିଲା । ପୋଷା କୁକୁରଙ୍କ ଆକ୍ରମଣ ଘଟଣା ଥମିବାର ନାଁ…

ପ୍ରକାଶ ପାଇଲା OJS ପରୀକ୍ଷା ଫଳ, ଆଦ୍ୟାଶା ମିଶ୍ର ଟପର୍

ଭୁବନେଶ୍ୱର: ପ୍ରକାଶ ପାଇଲା OJS-୨୦୨୧ ରେଜଲ୍ଟ ।  ପରୀକ୍ଷା ଫଳାଫଳ ନେଇ ସୂଚନା ଦେଲା OPSC ।ଏଥିରେ ବି ପୁଅଙ୍କୁ ପଛରେ ପକାଇଲେ ଝିଅ । ପ୍ରଥମ ତିନି ସ୍ଥାନ ଛଡେଇ ନେଲ ଝିଅ ।  ପରୀକ୍ଷାରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । କୃତୀ ପରୀକ୍ଷାଥୀର୍ଙ୍କ  ମଧ୍ୟରେ ୨୮ ଜଣ ମହିଳା ଅଛନ୍ତି…

ଚର୍ଚ୍ଚାରେ ମାଡାମ୍ ପ୍ରେସିଡେଣ୍ଟଙ୍କ ଶାଢୀ

ଭୁବନେଶ୍ୱର: ବିଗତ ଦୁଇ ଦିନ ଓଡ଼ିଶାବାସୀଙ୍କ ପାଇଁ ଥିଲା ମହତ୍ୱପୂର୍ଣ୍ଣ । ଓଡ଼ିଶାକୁ ଆସିଥିଲେ ଦେଶର ପ୍ରଥମ ନାଗରିକ । ସବୁ ମିଡିଆର ଖବର ମୁଖ୍ୟାଂଶ ଥିଲେ ମାଡାମ୍ ଦ୍ରୌପଦୀ ମୁର୍ମୁ । ଓଡିଶା ମାଟିରେ ୨ ଦିନ ରହଣୀ ମଧ୍ୟରେ ରାଷ୍ଟ୍ରପତିଙ୍କ ଶାଢୀକୁ ନେଇ ଲୋକେ ଅନେକ ଚର୍ଚ୍ଚା କରିଥିଲେ ।…

ହେତୁବାଦୀଙ୍କ ମନ୍ତବ୍ୟ ବିରୋଧରେ ତାତିଲା ଶ୍ରୀଜଗନ୍ନାଥ ସେନା

ପୁରୀ : ଥମୁନି ହେତୁବାଦୀ ଓ ପରମ୍ପରାବାଦୀ ବିବାଦ । ପରାଗ ଓ ଗ୍ରହଣରେ ଚିକେନ ବିରିୟାନୀ ଖାଇବା ପରେ ପରେ ରାଜଧାନୀ ସହିତ ବ୍ରହ୍ମପୁରରେ ବି ବିଶୃଙ୍ଖଳାର ଚରମ ସୀମାରେ ପହଞ୍ଚିଥିଲା ମାମଲା । ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବେ କୁହୁଳିବାରେ ଲାଗିଛି । ପୁରୀରେ ବି ହେତୁବାଦୀ-ପରମ୍ପରାବାଦୀ…