Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଲୋକମାଳାରେ ଝଲସୁଛି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା

କଟକ: ଆଜିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି । ୨ବର୍ଷର କରୋନା କଟକଣା ହଟିବା ପରେ ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ମହା ଆଡ଼ମ୍ବରର ସହ ଆୟୋଜିତ ହୋଇଛି । ମହାନଦୀ ପଠାରେ ଜମୁଛି ଲୋକଙ୍କ ଗହଳି । ତେବେ ବାଲିଯାତ୍ରାରେ ପଡ଼ିଛି ମୋଟ ୧୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ ।…

ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଆଜି ପବିତ୍ର କାର୍ତ୍ତକ ପୂର୍ଣ୍ଣମୀ।  ପଞ୍ଚୁକର ପାଞ୍ଚଦିନ ଅବସରରେ ରାଜରାଜେଶ୍ୱର ବା ସୁନାବେଶରେ ଦଶର୍ନ ଦେଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ମଧ୍ୟରାତ୍ରୀରୁ ଭକ୍ତଙ୍କ ଭିଡ଼ ଲାଗିଛି। ସୁନା ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ଆଜି ଚନ୍ଦ୍ର…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ମଧ୍ୟରାତ୍ରୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ବର : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।ଏହି ପୂର୍ଣ୍ଣିମା ଅବସରରେ ଗାଁ ଆରମ୍ଭ କରି ସହର ସବୁଠି ଚଳଚଞ୍ଚଳ ପରିବେଶ  । ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ବୋଇତ ବନ୍ଦାଣ ପାଳନ ହୋଇଛି । ଆ କା ମା ବୋଇ ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ । ଓଡ଼ିଆ ସାଧବ ପୁଅ…

ରାଉରକେଲା ଆଂଚଳିକ କଳିଙ୍ଗ ହର୍ବଲ ମେଳା ନଭେମ୍ବର ୧୭ ରୁ

ରାଉରକେଲା : ଆଂଚଳିକ କଳିଙ୍ଗ ହର୍ବଲ ମେଳା ୧୭ ନଭେମ୍ବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ଭଞ୍ଜ ଭବନ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ହେବ।  ରାଉରକେଲା ବନଖଣ୍ଡ ଅଧିକାରୀ  ଯଶୋବନ୍ତ ସେଠୀ ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦେଇଛନ୍ତି। ମେଳା ସକାଳ ୬ଟାରୁ ସଂଧ୍ୟା ୯ ଟା ପର୍ଯ୍ୟନ୍ତ…

ହକି ବିଶ୍ବକପ ପୂର୍ବରୁ ରାଉରକେଲାରେ ହେବ ନଗର କ୍ରୀଡ଼ା ଉତ୍ସବ

ରାଉରକେଲା : ଆସନ୍ତା ଜାନୁଆରୀ ମାସରେ ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ବକପ୍ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ କ୍ରୀଡ଼ାର ମାହୋଲା ସୃଷ୍ଟି କରିବା ପାଇଁ ଆରମ୍ଭ ହେଉଛି କ୍ରୀଡ଼ା ଉତ୍ସବ ।…

ଚନ୍ଦ୍ର ଗ୍ରହଣ ଦିନ ପୁଣି ଚିକେନ ବିରିଆନି ଖାଇବେ ହେତୁବାଦୀ

ଭୁବନେଶ୍ବର: ଆସ୍ଥା ଏବଂ ବିଜ୍ଞାନକୁ ନେଇ ଓଡ଼ିଶାରେ  ଆସନ୍ତାକାଲି ପୁଣି ମୁହାଁମୁହିଁ ହେବେ ହେତୁବାଦୀ ଏବଂ ପରମ୍ପରାବାଦୀ ।   କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଥିବାରୁ ହେତୁବାଦୀମାନେ ଏହି ଦିନ ସୂର୍ଯ୍ୟପରାଗ ଦିନ ଭଳି ଚିକେନ ବିରିଆନି ଖାଇବେ ବୋଲି ଘୋଷଣା…

ପାଇପ୍‌ କିଣିବା ପାଇଁ ଅନଲାଇନରେ ୧୫.୬୮ ଲକ୍ଷ ଠକେଇ

ବ୍ରହ୍ମପୁର: ଅନ୍ ଲାଇନ୍‌ରେ ଟଙ୍କା ପଠାଇ କାରବାର କରି ଜଣେ ବ୍ୟବସାୟୀ ଠକେଇର ଶିକାର ହୋଇଛନ୍ତି। ବ୍ରହ୍ମପୁର ସହର ଆସିକା ରୋଡରେ ଥିବା ମହାବୀର ଟ୍ରେଡିଂ କୋ ମାଲିକ ୧୫ଲକ୍ଷ ୬୮ହଜାର ଟଙ୍କାର ଠକେଇ ହୋଇଥିବା ନେଇ ବଡ଼ ବଜାର ଥାନାରେ ଏତଲା ଦେଇଛନ୍ତି। ମହାରାଷ୍ଟ୍ରର ଏକ ସଂସ୍ଥା ତାଙ୍କୁ ପାଇପ୍…

ସମୁଦ୍ରରେ ବୁଡ଼ି ଜଣେ ଛାତ୍ର ମୃତ, ଦୁଇ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପାଦଦେଶର ସମୁଦ୍ର ବେଳାଭୂମିରେ ସ୍ନାନ ବେଳେ ୩ଜଣ ଛାତ୍ର ସୋମବାର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨ଜଣଙ୍କୁ ଜୀବିତ ଉଦ୍ଧାର…

ଶାରଳା ସମବାୟ ସୂତା କଳ ସମ୍ମୁଖର ଆମରଣ ଅନଶନ

ଜଗତସିଂହପୁର: ଶାରଳା ସୂତା କଳ ଆଗରେ ଆମରଣ ଅନଶନ । ନାଉଶିରା ସ୍ଥିତ ଶାରଳା ସମବାୟ ସୁତାକଳ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପୂର୍ବତନ କର୍ମଚାରୀ । କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ଆହ୍ୱାନରେ ବିଭିନ୍ନ ଅଞ୍ଚଳର ଲୋକ ପ୍ରତିନିଧି, ସମାଜସେବୀ ଏବଂ ସୂତା କଳର ପୂର୍ବତନ କର୍ମଚାରୀ…

୭୧ ବର୍ଷ ବୟସରେ ଭେଷଜ ବିଶେଷଜ୍ଞ ଡାକ୍ତର ନିର୍ମଳ ଗରାବଡ଼ୁଙ୍କ ଦେହାନ୍ତ

ଭୁବନେଶ୍ୱର: ସୋମବାର ଜଣାଶୁଣା ଭେଷଜ ବିଶେଷଜ୍ଞ ଡାକ୍ତର ନିର୍ମଳ ଗରାବଡ଼ୁଙ୍କ ପରଲୋକ ଘଟିଛି । ୭୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଡାକ୍ତର ନିର୍ମଳ ଗରାବଡ଼ୁ । ସ୍ତ୍ରୀ ନମିତା, ଝିଅ ସୁନନ୍ଦା ଓ ପୁଅ ଆନନ୍ଦକୁ ଏକାକୀ ଛାଡ଼ି ଚାଲି ଯାଇଛନ୍ତି ଡାକ୍ତର ଗରାବଡ଼ୁ । ପରିବାର ଲୋକଙ୍କ କହିବା…