Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧାମନଗର ଉପନିର୍ବାଚନ: ୪ର୍ଥ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ

ଧାମନଗର: ଧାମନଗର ଭୋଟ୍ ଗଣତି ଜାରି ରହିଛି । ଚତୁର୍ଥ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ୪ର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସେ ୩୨୬୧ ଭୋଟରେ ଆଗୁଆ ଅଛନ୍ତି । ତାଙ୍କୁ ୧୮,୧୮୧ , ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୧୪୯୨୦, କଂଗ୍ରେସ ପ୍ରାର୍ଥୀ ବାବା…

ଧାମନଗର ଉପନିର୍ବାଚନ : କଡ଼ା ସୁରକ୍ଷାବଳୟରେ ଭୋଟ୍ ଗଣତି, ୩ୟ ରାଉଣ୍ଡ ଶେଷ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ଗତ ଦୁଇ ରାଉଣ୍ଡରେ ମଧ୍ୟ ସୂରଜ ଆଗୁଆ ଥିଲେ । ୩ୟ ରାଉଣ୍ଡରେ ସୂରଜ ୧୨,୮୯୨ ଭୋଟ ପାଇ ଆଗରେ ରହିଛନ୍ତି । ତାଙ୍କ ପଛକୁ ବିଜେଡି…

ଡ୍ରେନରୁ ଜଣେ ଯୁବକଙ୍କ ମୃତ ଦେହ ଠାବ

ପୁରୀ : ନାଳରେ ଭାସୁଛି ଯୁବକଙ୍କ ମୃତ ଦେହ । ଏଭଳି ଅଭାବନୀୟ ଦୃଶ୍ୟ ରେଡକ୍ରସ ରୋଡ ପୁରୀ ପୋଲିସ ହାଇସ୍କୁଲ ନିକଟରେ ଦେଖିବାକୁ ମିଳିଛି । ପୋଲିସ ହାଇସ୍କୁଲ ଗେଟ ଦେଇ ଯାଇଥିବା ନଳାରେ ଜଣେ ଅଜଣା ମୃତ ଦେହ ପାଣିରେ ଭାସମାନ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି l ଏନେଇ ମୃତ୍ୟୁର କାରଣ…

ରେଳ ଧାରଣାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର : ରେଳ ଧାରଣାରୁ ମିଳିଲା ଜଣେ ଯୁବତୀଙ୍କ ମୃତଦେହ। ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକରୁ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତ ଦେହ । ମୃତ ଯୁବତୀଙ୍କ ଜଣକ ହେଲେ ବଲାଙ୍ଗିର ତାଲପାଳି ପଡ଼ାର ସାରିକା ସାଏ। ସେ ଏକ ବୀମା କମ୍ପାନୀରେ ଚାକିରି କରୁଥିଲେ ।…

ତ୍ରିବିକ୍ରମ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆାଜି ହେଉଛି ପଞ୍ଚୁକର ତୃତୀୟ ଦିନ। ତ୍ରିବିକ୍ରମ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ  ତିଥିରେ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କର ତିବିକ୍ରମ ବେଶ  ଅନୁଷ୍ଠିତ ହୋଇଛି | ଏହି ବେଶରେ ପ୍ରଭୁ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ…

ବିଜେପି ବନାମ ଆଞ୍ଚଳିକ ଦଳ ଲଢ଼େଇ: ଆଜି ଆସିବ ଫଳାଫଳ

ନୂଆଦିଲ୍ଲୀ: ଦେଶର ରାଜନୀତିରେ ଏବେ ବିଜେପି ବନାମ ଆଞ୍ଚଳିକ ଦଳରେ ରାଜନୈତିକ ଲଢ଼େଇ ଚାଲିଛି । ନିର୍ବାଚନକୁ ନେଇ ସବୁଦଳ ଏବେ ବେଶ ସତର୍କ ହୋଇଯାଇଛନ୍ତି । ଜିତିବା ପାଇଁ ରାତି ଦିନ କରି ଲଢ଼େଇ କରୁଛନ୍ତି । ଏଭଳି ସ୍ଥିତିରେ ଆସନ୍ତା ଗୁଜରାଟ , ହିମାଚଳ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ…

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲା ସାଂସଦଙ୍କ ଟ୍ବିଟ୍

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଲୋକଙ୍କ ମଧ୍ୟରେ ବାରମ୍ବାର ଦାବି ହେଉଛି। ଆଉ ଦାବି ମୁତାବକ କୌଣସି କାମ ହେଉନଥିବାରୁ ଚଳିତ ସପ୍ତାହରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନକୁ ଆଉ ଟିକିଏ ଗତି ଦେଇଛି। ଏପରି କରି ରାଜ୍ୟ ସରକାରଙ୍କ ଉପରେ ଚାପ…

ରାତି ପାହିଲେ ଭୋଟ ଗଣତି, ବିଜେପି ଗଡ଼ ବଜାୟ ରଖିବ ନା ବିଜେଡି ଛଡାଇନେବ!

ଧାମନଗର:  ଧାମନଗର ଉପନିର୍ବାଚନରେ କିଏ ଜିତିବ ତାକୁ ନେଇ ଗତ କିଛି ଦିନ ହେଲା ଚର୍ଚା ଜୋର ଧରିଛି । ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇ ରହିଛି । ବିଜେପି କହୁଛି ତାଙ୍କ ପ୍ରାର୍ଥୀ ଜିତିବ, ବିଜେଡି କହୁଛି ତାଙ୍କ ପ୍ରାର୍ଥୀ ଜିତିବ । ସେପଟେ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ…

ରାଜଧାନୀରୁ ୧୦ଗ୍ରାମ ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର : ରାଜଧାନୀରେ ବ୍ରାଉନ ସୁଗାର ବିକ୍ରି ବଢିବାରେ ଲାଗିଛି । କଂଗ୍ରେସ ଭବନ ପଛ ଲେନ୍ ରେ ଦୁଇ ଜଣ ଯୁବକଙ୍କ ଠାରୁ ଜବତ ହୋଇଛି ୧୦ଗ୍ରାମ ବ୍ରାଉନ ସୁଗାର । ବିଶେଷ ସୂଚନା ଆଧାରରେ କ୍ୟାପିଟାଲ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ୟୁନିଟ୍-୨ସ୍ଥିତ କଂଗ୍ରେସ ଭବନ ପଛ…

ହାଟଡିହିରେ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ବାଟମାରଣା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବିଭିନ୍ନ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଅନିୟମିତତା । ପୂର୍ବତନ ସରପଞ୍ଚଙ୍କ ନାଁରେ ଆସିଛି ଦୁର୍ନୀତି ଅଭିଯୋଗ । ବାଲିବରେଇ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରତିଭା ନାୟକ,  ପିଇଓ ନରହରି ନାୟକ ଏବଂ ଜିଆରଏସ୍ ପୂର୍ଣ୍ଣେନ୍ଦୁ…