Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘରେ ପଡ଼ିଛି ସ୍ତ୍ରୀର ରକ୍ତ ଜୁଡୁବୁଡ଼ୁ ମୃତଦେହ, ୨ ଛୁଆଙ୍କୁ ନେଇ ଫେରାର୍ ସ୍ୱାମୀ

ନବରଙ୍ଗପୁର: ସ୍ତ୍ରୀକୁ ମାରିଲା… ୨ ଛୁଆଙ୍କୁ ନେଇ କୁଆଡ଼େ ପଳାଇଲା ସ୍ୱାମୀ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଖିଡ଼ିଙ୍ଗଗୁଡ଼ା ଗାଁରେ ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ କେଉଁ ଆଡ଼େ ଫେରାର୍ ହୋଇ ଯାଇଥିବା ଅଭିଯୋଗ ହୋଇଛି । ମାଆକୁ ମାରିବା ପରେ ୨ ଛୁଆକୁ ନେଇ ପଳାଇଥିବା ଅଭିଯୋଗ…

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ୮୦ ହଜାର ଟଙ୍କା

କାମାକ୍ଷାନଗର: ଦିନ ଦ୍ୱିପ୍ରହରରେ ଲୁଟ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ନିକଟରୁ ୮୦ ହଜାର ଟଙ୍କା ଲୁଟ୍ ହୋଇଛି । ଜଣେ ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟର ଶିକାର…

ବନ୍ୟା କ୍ଷୟକ୍ଷତି ରିପୋର୍ଟର ଶ୍ୱେତପତ୍ର ପ୍ରକାଶ କରନ୍ତୁ ସରକାର

ଭୁବନେଶ୍ୱର : ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ । ସରକାର ବନ୍ୟା କ୍ଷୟକ୍ଷତି ଆକଳନରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି  । ରାଜ୍ୟ ସରକାର କେତେବେଳେ, କେଉଁ ଅଧିକାରୀମାନେ, କେଉଁ କେଉଁ ବନ୍ୟାଂଚଳ ପରିଦର୍ଶନ କରି ଏବଂ କେଉଁ ତଥ୍ୟ ଆଧାରରେ ୧୨୮ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ? ମିଛ…

ଏମକେସିଜି ସୁପର ସ୍ପେସିଆଲିଟି କୋଠାରୁ ଖସିଲା ସିଲିଂ

ବ୍ରହ୍ମପୁର: ପୁଣି ଥରେ ବିବାଦକୁ ଆସିଛି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ। ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଗୁରୁବାର ଛାତରୁ ସିଲିଂ ଖସି ଯାଇଛି। ତେବେ ସିଲିଂ ଖସିବା ସମୟରେ ସେଠାରେ କେହି ନଥିଲେ। ଏଣୁ କାହାରି କୌଣସି ପ୍ରକାର…

ବିଜେପି ଯୁବ ମୋର୍ଚ୍ଚାର ବିଜେଡିକୁ ଟାର୍ଗେଟ

ଭୁବନେଶ୍ୱର : ଦିଲ୍ଲୀ ବିମାନବନ୍ଦରରେ ବିଜେଡି ନେତା ମଦପିଇବା ଘଟଣାସହ ଗଣ୍ଡଗୋଳ କରିଥିବାର ଅଭିଯୋଗକୁ ନେଇ ବିଜେପି ଯୁବ ମୋର୍ଚ୍ଚା ବିଜେଡିକୁ ଟାର୍ଗେଟ କରିଛି  ।  ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ବିଜେଡି ସରକାରଙ୍କୁ ଘେରିଥିଲେ  । ରାଜ୍ୟରେ…

[ଦେଖନ୍ତୁ ଭିଡିଓ] ବିବାହ ବନ୍ଧନରେ ବାନ୍ଧି ହେଲେ ଆତ୍ମସମର୍ପଣ କରିଥିବା ମାଓବାଦୀ

ନୂଆପଡ଼ା: ବନ୍ଧୁକ ଧରି ଜଙ୍ଗଲରେ ବୁଲୁଥିଲେ, ଏବେ ବାହା ହୋଇ ସଂସାର ଗଢ଼ିଛନ୍ତି । ମାଓବାଦୀର ରାସ୍ତା ଛାଡ଼ି ପୋଲିସ ନିକଟରେ ଆତ୍ମସପର୍ପଣ ପରେ ବଦଳି ଯାଇଛି ଜୀବନ । ପୋଲିସ ଉପସ୍ଥିତିରେ ପରସ୍ପରକୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ ମାଧୁରୀ ଓ ପିଣ୍ଟୁ । ନୂଆପଡ଼ା…

ବାଲେଶ୍ୱରରେ ବ୍ରାଉନସୁଗାର ବେପାର, ଜବତ ଧଳା ଜହରର ମୂଲ୍ୟ ୧ କୋଟି ୩୮ ଲକ୍ଷ ଟଙ୍କା

ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ରେଲଓ୍ବେ କ୍ରସିଂ ଓଭର ବ୍ରିଜ ନିକଟରୁ ଜବତ ହେଲା ଧଳା ଜହର । କ୍ରାଇମବ୍ରାଞ୍ଚର ଏକ ଏସଟିଏଫ୍ ଟିମ୍ ଅତର୍କିତ ଚଢାଉ କରି ଏହି ରେଡ୍ କରିଛି। ଜବତ ହୋଇଥିବା ବ୍ରାଉନ ସୁଗାର ୧ କିଲୋ ୩୮୦ ଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ ୧ କୋଟି ୩୮…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଆଗାମୀ  ୪୮ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ…

[ଦେଖନ୍ତୁ ଭିଡିଓ] କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବ । ବାଲି କାଢିବା ଲାଗି ଆଜି ASI ପକ୍ଷରୁ ଭୂମି ପୂଜନ ହୋଇଛି । ଗର୍ଭଗୃହରୁ ବାଲି କଢ଼ାଯିବା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉନ୍ନତ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ କରି ବାଲି କଢ଼ାଯିବ । ଏନେଇ BDR…

ବନ୍ଦ ଘରୁ ଅଧକିଲୋ ସୁନା ଗହଣା, ରୂପା ଅଳଙ୍କାର ଲୁଟିନେଲେ ଲୁଟେରା

ବ୍ରହ୍ମପୁର: ଗଞ୍ଜାମ ବ୍ରହ୍ମପୁର ସହରର ଏକ ବନ୍ଦ ଘରୁ ଅଧା କେଜିରୁ ଅଧିକ ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବ୍ରହ୍ମପୁର ଥାନାରେ ମାମଲା ରୁଜୁ ହୋଇଛି। ଏଫ୍ଆଇଆର୍ ଅନୁୟାୟୀ ସହରର ସୋମନାଥନଗର ତୃତୀୟ ଲେନରେ ରୁହନ୍ତି ସୁଲୋଚନା ପାତ୍ର । ସେ ଗତ ଅଗଷ୍ଟ 29 ତାରିଖରେ…