Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ଏଡିୟୁ ଗୋଦାର

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ୱର ୨ ତାରିଖରେ ଭୁବନେଶ୍ବର ଓ କଟକ ସହରର ବିଭିନ୍ନ ମଲ୍ଟିପ୍ଲେକ୍ସ ଏବଂ ପ୍ରକ୍ଷ୍ୟାଳୟରେ ମୁକ୍ତିଲାଭ କରିବାକୁ ଯାଉଛି  ଓଡ଼ିଆ ଚଳଚ୍ଚିତ୍ର ଏଡିୟୁ ଗୋଦାର । ଚଳଚ୍ଚିତ୍ର ନିର୍ମାତା ସଂସ୍ଥା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦିଆଯାଇଛି  ।…

ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ସ୍ୱତନ୍ତ୍ର ହ୍ୟାଣ୍ଡ କ୍ଲିନିକ୍ ସେବା

ଭୁବନେଶ୍ବର : ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଏକ ସ୍ୱତନ୍ତ୍ର ହ୍ୟାଣ୍ଡ(ହାତ) କ୍ଲିନିକ୍ କାର୍ଯ୍ୟ ଆରମ୍ଭ କରିଛି । ଜାତୀୟ ହ୍ୟାଣ୍ଡ ସର୍ଜରୀ ଦିବସ (୨୩ ଅଗଷ୍ଟ) ଅବସରରେ ଅର୍ଥୋପେଡିକ୍ ଏବଂ ପିଏମଆର ବିଭାଗର ମିଳିତ ସହଯୋଗରେ ଏହି ସ୍ୱତନ୍ତ୍ର ହ୍ୟାଣ୍ଡ…

ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ…

ଭୁବନେଶ୍ୱର: ଡ୍ରେନରେ ପଡି ମୃତ୍ୟୁବରଣ କରିଥିଲେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା । ବିଏମସିର ଦାଇତ୍ୱହୀନତା ପାଇଁ ଏଭଳି ଘଟଣା ଘଟିଥିବାର ଜାତୀୟ ମାନବାଧିକାର କମିଶନ କହିଛନ୍ତି । ଏହା ସହ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି  ।…

ଦିବ୍ୟାଙ୍ଗଙ୍କ ପାଇଁ ନିଯୁକ୍ତି ମେଳା ଆୟୋଜନ କରୁଛି ଏନ ସି ଏସି ଡି ଏ

ଭୁବନେଶ୍ୱର: ନେଶନାଲ କ୍ୟାରିଅର ସର୍ଭିସ ସେଣ୍ଟର ଫର ଡିଫରଏଣ୍ଟଲି ଏବଲଡ୍( ଏନ ସି ଏସି ଡି ଏ ) ପକ୍ଷରୁ ଆସନ୍ତା ଶୁକ୍ରବାର ଦିବ୍ୟାଙ୍ଗଙ୍କ ପାଇଁ ଏକ ନିଯୁକ୍ତି ମେଳା ଆୟୋଜନର କରୁଛି । ଶୃତି ହୀନ ବ୍ୟକ୍ତିଙ୍କ ପାଇଁ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଉଛି ବୋଲି ପିଆବି(ପ୍ରେସ ଇନଫରମେସନ…

[ଦେଖନ୍ତୁ ଭିଡିଓ] ରୋଗଶଯ୍ୟାରେ ସହାୟତା ଅପେକ୍ଷାରେ ସମାଜସେବୀ ଦମ୍ପତି

ଯାଜପୁର: ଦିନେ ଦମ୍ପତି ବୁଲି ବୁଲି ସମାଜସେବା କରୁଥିଲେ । ହେଲେ ଆଜି ଲୋଡ଼ୁଛନ୍ତି ଆଉ କାହାର ସହାୟତା, ଖୋଜୁଛନ୍ତି ସେବା । କାରଣ ରୋଗଶଯ୍ୟାରେ ପଡ଼ି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଖରଡ଼ାବନ୍ଦୀ ଗାଁର ଦେବୀପ୍ରସାଦ ସାମଲ ଓ ଇତିଶ୍ରୀ ସାମଲ । ଦେବୀ ପ୍ରସାଦଙ୍କର…

ବ୍ରାଉନ ସୁଗାର ଚାଲାଣରେ ଜଣେ ଗିରଫ

ଭୁବନେଶ୍ୱର: ବୁଧବାର ଲକ୍ଷ୍ମୀସାଗର ପୋଲିସ ବ୍ରାଉନ ସୁଗାର ଚାଲାଣ ମାମଲାରେ ଜଣକୁ ଗିରଫ କରିଛି। ଗତ ୨୦ ତାରିଖରେ ରୁଜୁ ବ୍ରାଉନ ସୁଗାର ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା । ଗିରଫ ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଅଜିତ ବେପାରୀ। ଅଭିଯୁକ୍ତକୁ ଲକ୍ଷ୍ମୀସାଗର ଥାନା ପୁଲିସ…

ଯୌତୁକ ପାଇଁ ନବ ବଧୂକୁ ହତ୍ୟା ଅଭିଯୋଗ; ଶାଶୁ ଘରର ଚାରି ଜଣ ଗିରଫ

ଭଦ୍ରକ: ଭଦ୍ରକରେ ଯୌତୁକ ହତ୍ୟା ଅଭିଯୋଗ। ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ଦାବି କରି ବୋହୂ ପ୍ରିୟଙ୍କା ଦଳେଇଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ପ୍ରିୟଙ୍କାଙ୍କ ମାଙ୍କ କହିବା ଅନୁଯାୟୀ ବାହାଘର ୧ ଲକ୍ଷ ଟଙ୍କାରେ…

ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ । ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ମାସକ ତଳେ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ…

[ଦେଖନ୍ତୁ ଭିଡିଓ] ୫ ମାସ ପରେ ଖୋଲାଗଲା ମା ମଝିଘରିଆଣିଙ୍କ ହୁଣ୍ଡି, ମିଳିଲା ବିଦେଶୀ ନୋଟ୍

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରର ହୁଣ୍ଡି ଖୋଲା ଯାଇଛି । ଦୀର୍ଘ ପାଞ୍ଚ ମାସ ପରେ ଆଜି ହୁଣ୍ଡି ଖୋଲା ଯାଇଥିବା ବେଳେ ହୁଣ୍ଡିରୁ ପୁଳା ପୁଳା ଟଙ୍କା ସହ ସୁନା ଅଳଙ୍କାର ଓ ବିଦେଶୀ ନୋଟ୍ ମିଳିଛି । ଦାନ ଆକାରରେ ଟଙ୍କା, ସୁନା ଓ ଅଳଙ୍କାର ସହ ବିଦେଶୀ ନୋଟ୍…

ଦ୍ୱିତୀୟଥର ପାଇଁ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ

ଭୁବନେଶ୍ୱର: ପୁଣି ବଢ଼ିଲା ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସୁରେଶଙ୍କ କାର୍ଯ୍ୟକାଳ ଆଉ ୬ ମାସ ଲାଗି ବୃଦ୍ଧି କରାଯାଇଛି । ଦ୍ୱିତୀୟଥର ପାଇଁ ମୁଖ୍ୟ ଶାସନ…