Latest Odisha News

BREAKING NEWS

Browsing Category

ଓଡିଶା

Odisha

କିଡନୀ ଚିକିତ୍ସା ପାଇଁ ଜୟପୁରରୁ କଟକ ଏସ୍‌ସିବି ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଡନୀଜନିତ ସମସ୍ୟାକୁ ନେଇ ଜୟପୁରରୁ କଟକ ଏସ୍‌ସିବି ସ୍ଥାନାନ୍ତର ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ ।  ପ୍ରଥମେ କାଜୁଆଲିଟି ଓ ପରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।  କମଳା ପୂଜାରୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଛି । …

ମହାପ୍ରଭୁ ଆଜି କୃଷ୍ଣ ବଳରାମ ବେଶରେ ଦର୍ଶନ ଦେବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ମହାପ୍ରଭୁ ଶ୍ରୀମନ୍ଦିରରେ  ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ କୃଷ୍ଣ ବଳରାମ ବେଶରେ ଦର୍ଶନ ଦେବେ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଓ ବଳଭଦ୍ରଙ୍କୁ ବଳରାମ ଭାବରେ ସୁସଜ୍ଜିତ କରାଯିବ । ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ…

ମଝିଘରିଆଣୀ ମନ୍ଦିର ହୁଣ୍ଡି ରୁ ବାହାରିଲା ୧ କୋଟି ୧ ଲକ୍ଷ ୨୩ ହଜାର ଟଙ୍କା

ରାୟଗଡ଼ା: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିର ହୁଣ୍ଡି ଦୀର୍ଘ ପାଞ୍ଚ ମାସ ପରେ   ଖୋଲାଯାଇଛି।  ଗଣତି ପରେ ହୁଣ୍ଡିରୁ ବାହାରିଛି ୧ କୋଟି ୧ ଲକ୍ଷ ୨୩ ହଜାର ଟଙ୍କା। ପୁଳା ପୁଳା ଟଙ୍କା ସହ ୧୦୪ ଗ୍ରାମ ସୁନା, ୨୬୭୦ ଗ୍ରାମ ଓଜନର ରୂପା ଅଳଙ୍କାର ଏବଂ ବିଦେଶୀ ମୁଦ୍ରାରେ…

ବ୍ରହ୍ମପୁରରେ ଜବତ ହେଲା ବିପୁଳ ପରିମାଣର ନକଲି ଗୁଟ୍‌ଖା

ବ୍ରହ୍ମପୁର: ବାରମ୍ବାର ଚଢ଼ଉ ଏବଂ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ବ୍ରହ୍ମପୁର ସହରରୁ ଗୋଟିଏ ପରେ ଗୋଟିଏ ନକଲି ଗୁଟ୍‌ଖା କାରଖାନା ଠାବ ହେବାରେ ଲାଗିଛି । ମଙ୍ଗଳବାର ରାତିରେ ଏଭଳି ଏକ କାରଖାନା ଉପରେ ଚଢ଼ଉ କରାଯାଇଥିଲା । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡା ଶ୍ରୀମା ନଗରରୁ ଗୁଟଖା…

ବନ୍ୟା ପାଇଁ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧି ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ-୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି ।  ଏହି ମର୍ମରେ ଉଚ୍ଚଶିକ୍ଷା ମନ୍ତ୍ରୀ  ରୋହିତ ପୂଜାରୀଙ୍କ ଅନୁମୋଦନ କ୍ରମେ ଯୁକ୍ତ-୩ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।…

ନିଶା ବେପାରୀ ଚକ୍ରଧର ସାହୁ ଘର ଭାଙ୍ଗିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ନିଶା ବେପାରୀ ଚକ୍ରଧର ସାହୁର ଘର ଭାଙ୍ଗିଲା କମିଶନରେଟ ପୋଲିସ । ବୁଧବାର କମିଶନରେଟ ପୋଲିସର ଏକ ସ୍ପେଶାଲ ଟିମ୍ ଇନ୍ଫୋସିଟି ଥାନା ଅଞ୍ଚଳରେ ଚକ୍ରଧରର ଘର ଭାଙ୍ଗିଛନ୍ତି । ଚକ୍ରଧର ସଂପୃକ୍ତ ଘରେ ଦୀର୍ଘ ଦିନ ଧରି ଗଞ୍ଜେଇ, ବ୍ରାଉନସୁଗାର ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ବେପାର…

ଭୋଟ୍ ସର୍ବସ୍ୱ ନହୋଇ ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି

ଭୁବନେଶ୍ୱର : ବନ୍ୟା ଅଞ୍ଚଳରେ ‘ଜିରୋ କାଜୁଆଲିଟି’ ଭଳି ଅନେକ ଭେଳିକି ଶବ୍ଦର ବ୍ୟବହାର କରି ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଚାଲିଛନ୍ତି ରାଜ୍ୟ ସରକାର ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଚଳିତ ବର୍ଷର ବନ୍ୟା, ପ୍ରଚାର ସର୍ବସ୍ୱ ରାଜ୍ୟ ସରକାରଙ୍କର ଅସଲ…

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର: କ୍ରିକେଟରେ ଦେବାଶିଷ ମହାନ୍ତିଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ୱାରା ଗଠିତ ଚୟନ କମିଟି ପୂର୍ବତନ ଭାରତୀୟ କ୍ରିକେଟର ସ୍ପିଡଷ୍ଟାର ଦେବାଶିଷ ମହାନ୍ତିଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର 'ଆଜୀବନ ସଫଳତା' ପାଇଁ ନାମ ସୁପାରିସ କରିଛି । ଦେବାଶିଷ ମହାନ୍ତି 1997 ମସିହାରେ ଭାରତ ଏବଂ ପାକିସ୍ତାନ…

ଥାନା ସାମନାରେ ଆତ୍ମହତ୍ୟା ଉଦ୍ୟତ ମହିଳାଙ୍କ ସମେତ ସ୍ବାମୀ ଓ ଭାଇ ନାଁରେ ମାମଲା

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଥାନା ସାମନାରେ ମଙ୍ଗଳବାର ରାତିରେ ଝିଲି ପାତ୍ର ନାମକ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବୁଧବାର ଏହି ଘଟଣାକୁ ନେଇ ତିନି ଜଣଙ୍କ ନାଁରେ ଛତ୍ରପୁର ଥାନାରେ ଏତଲା ରୁଜୁ ହୋଇଛି। ସେମାନେ ହେଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ଏବଂ…

ସ୍ମୃତି ଓ ରକ୍ତ ରଞ୍ଜିତ ଅଧ୍ୟାୟ: ପାପଡ଼ାହାଣ୍ଡି

ଜାଲିଆନାୱାଲାବାଗ ଗଣହତ୍ୟା ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ସବୁଠାରୁ ରକ୍ତ ରଞ୍ଜିତ ଅଧ୍ୟାୟ । ନିରୀହ ମଣିଷ ମାନଙ୍କ ଉପରକୁ ଗୁଳି ଚଳାଇ, ସେମାନଙ୍କୁ ହତ୍ୟା କରି ବ୍ରିଟିଶ ସରକାର ନିଜ ଶାସନ କାଳର ସବୁଠାରୁ ବଡ଼ ପାପ କରିଥିଲା । ସେହିଦିନରୁ ହିଁ ଭାରତୀୟ ଜାତୀୟତା ସଂଗ୍ରାମ ନୂଆ ମୋଡ଼…