Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ବର: ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ  ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ…

4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା

ଭୁବନେଶ୍ବର ଆଗାମୀ ୨୪ ଘଣ୍ଟା ମଧ୍ୟରେ 4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ଭୁବନେଶ୍ବର ସହ  କିଛି ଉପକୁଳବର୍ତ୍ତୀ ଜିଲ୍ଲାଗୁଡିକରେ ଘୁର୍ଣ୍ଣିବଳୟ ର ପ୍ରଭାବ ରେ ବର୍ଷା ଲାଗିରହିଛି ବୋଲି  ପାରାଦ୍ୱୀପ ରାଡାର ରୁ ମିଳିଥିବା ମେଘଖଣ୍ଡ ଗୁଡିକର ଚଳନ୍ତି ଚିତ୍ରରେ ପ୍ରକାଶ…

ପାରିବାରିକ କଳହକୁ ନେଇ ଥାନା ଆଗରେ ବିଷ ପିଇଦେଲେ ମହିଳା

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଥାନା ସମ୍ମୁଖରେ ପାରିବାରିକ କଳହକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀର ନଗରର ଏମ. ମୁନା ପାତ୍ରଙ୍କ ସ୍ତ୍ରୀ ଏମ.ଝିଲି ପାତ୍ର। ତାଙ୍କୁ ଗୁରୁତର ଅବସ୍ଥାରେ ଛତ୍ରପୁର ଥାନା…

ଶ୍ରୀମନ୍ଦିରରେ ଆଜି ପ୍ରଳମ୍ବାସୁରବଧ ବେଶ

ପୁରୀ:ଆଜି ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି । ଆଜିର ଦିନରେ ଶ୍ରୀମନ୍ଦିରରେ  ଶ୍ରୀବଳଭଦ୍ରଦେବଙ୍କର ପ୍ରଳମ୍ବାସୁରବଧ ବେଶ ଅନୁଷ୍ଠିତ ହୋଇଥାଏ ।  ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସମାପ୍ତି ପରେ ଏହି ବେଶ ହୋଇଥାଏ । ଆଜି ଶ୍ରୀଜଗନ୍ନାଥ ଓ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥାନ୍ତି ।  …

ମଦ ବିରୋଧୀ ନେତାଙ୍କୁ ହତ୍ୟା ଘଟଣାରେ ୩ ଜଣ ଗିରଫ

ବ୍ରହ୍ମପୁର: ଗତ ୨୦ ତାରିଖରେ ଘଟିଥିବା ଗଞ୍ଜାମର ଜରଡ଼ା ଥାନା ଅନ୍ତର୍ଗତ ପଳାସପୁର ଗ୍ରାମର ବୃନ୍ଦାବନ ଜାନି ହତ୍ୟାକାଣ୍ଡରେ ମଙ୍ଗଳବାର ତିନି ଜଣ ଗିରଫ ହୋଇଛନ୍ତି। ଶନିବାର ପଳାସପୁର ଗ୍ରାମର ଏକ ବିଲରୁ ମୁଣ୍ଡ-ଗଣ୍ଡି ଅଲଗା ହୋଇଥିବା ଶବ ବିଲ ମଧ୍ୟରୁ ମିଳିଥିଲା। ଏହି ହତ୍ୟାକାଣ୍ଡର…

ସମଦୂରତ୍ୱ ନୁହେଁ ସମର୍ପଣର ରାଜନୀତି ଚାଲିଛି

ଭୁବନେଶ୍ୱର : ଏନଡିଏରେ ସାମିଲ୍ ପାଇଁ ବିଜେଡିକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ ପରେ ରାଜ୍ୟରେ ରାଜନୀତି ଜୋର୍ ଧରିଛି  । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ଓ ବିଜେପି ବିଧାୟକ ତଥା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି  । ଓଡ଼ିଶାରେ ବିଜେପି –ବିଜେଡିର…

ଡକାୟତି ଯୋଜନା ପଣ୍ଡ; ବନ୍ଧୁକ ସହ ଗୁଳି ଜବତ, ୪ ଗିରଫ

ଝାରସୁଗୁଡ଼ା: ଡକାୟତି ଯୋଜନା ପଣ୍ଡ । ବନ୍ଧାହେଲେ ଅଭିଯୁକ୍ତ । ଡକାୟତି ତଥା ବିଭିନ୍ନ ଅପରାଧିକ ଯୋଜନା ବେଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ପୋଲିସ ରାମପୁର ଅଞ୍ଚଳରୁ ୪ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ୪ ଟି ଗୁଳି ଜବତ ହୋଇଛି ।…

ନେଶନାଲ ଗେମ୍ସ ପାଇଁ ମନୋନୀତ ହେଲେ ୭ ଓଡ଼ିଆ ଜୁଡୋକା

ଭୁବନେଶ୍ୱର: ଗୁଜୁରାଟ ସରକାର ଏବଂ ଭାରତୀୟ ଅଲିମ୍ପିକ ସଂଘର ମିଳିତ ଅନୁକୁଲ୍ୟରେ ଆସନ୍ତା ୨୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ୩୬ ତମ ନେଶନାଲ ଗେମ୍ସ ପାଇଁ ପ୍ରଥମ ଥର ଓଡ଼ିଶା ରାଜ୍ଯ ଜୁଡୋ ସଂଘର ୪ ମହିଳା ଓ ୩ ପୁରୁଷ ମନୋନୀତ ହୋଇଛନ୍ତି। ଏହା ଓଡ଼ିଶା ଜୁଡୋ ଇତିହାସରେ ପ୍ରଥମ…

ସୁଇସାଇଡ ପୂର୍ବରୁ ସୌମ୍ୟଜିତଙ୍କୁ ୧୫ ଥର କଲ୍ କରିଥିଲେ ଶ୍ୱେତା

ଭୁବନେଶ୍ୱର: ଶ୍ୱେତା ସୁଇସାଇଡର ଅଧ ଘଣ୍ଟା ପୂର୍ବରୁ ପୁରୁଷ ବନ୍ଧୁ ସୌମ୍ୟଙ୍କୁ ବାରମ୍ବାର କଲ୍ କରିଥିଲେ । ରାତି ସାଢ଼େ ଗୋଟାଏ ଯାଏ ପ୍ରାୟ ୧୫ ଥର ଶ୍ୱେତା, ସୌମ୍ୟଙ୍କୁ କଲ୍ କରିଥିଲେ । ପୋଲିସ ହାତରେ ଲାଗିଥିବା କଲ୍ ଡିଟେଲ୍ସ ରିପୋର୍ଟରେ ବଡ଼ ତଥ୍ୟ ମିଳିଛି । ତେବେ ଶ୍ୱେତା ବାରମ୍ବାର…

ଅଠୱାଲେଙ୍କ ଆହ୍ୱାନ ପରେ ଜୟନାରାୟଣଙ୍କ ପ୍ରତିକ୍ରିୟା : ବିଜେପି ନବୀନଙ୍କୁ ଗ୍ରହଣ କରିବ ନାହିଁ

ଭୁବନେଶ୍ୱର: ଏନଡିଏରେ ସାମିଲ ପାଇଁ ବିଜେଡିକୁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ । ରାମଦାସଙ୍କ ଆହ୍ୱାନ ପରେ  ରାଜ୍ୟରେ ରାଜନୀତି ଜୋରଧରିଛି  ।ଏହି ପ୍ରସଙ୍ଗରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଜୟନାରାୟଣ  କହିଛନ୍ତି ଅଠୱାଲେ ବିଜେପିର…