Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ରାହୁ ରେଖା

ପୁରୀ: ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖା ପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ରାହୁ ରେଖା । ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ…

ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ; ପ୍ରଧାନଶିକ୍ଷକଙ୍କୁ ଦେଲେ ଦୋଷ

ବାଲୁଗାଁ: ମଶା ମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍କୁଲ ଶିକ୍ଷୟିତ୍ରୀ । ବାଲୁଗାଁ ସ୍ଥିତ ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚ ବିଦ୍ୟଳୟର ଇଂରାଜୀ ଶିକ୍ଷୟିତ୍ରୀ ସନ୍ତୋଷୀ ବେହେରା ପ୍ରଧାନ ଶିକ୍ଷକଙ୍କୁ ଦୋଷ ଦେଇ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଛନ୍ତି । ଶିକ୍ଷୟିତ୍ରୀ ସନ୍ତୋଷୀ…

୧୯ରୁ ଆଉ ଏକ ଲଘୁଚାପ, ହୀରାକୁଦ ଡ୍ୟାମର ୩୧ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ

ଭୁବନେଶ୍ୱର: ପୁଣି ଭିଜିବ ଓଡ଼ିଶା । ୧୯ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ୧୮ ତାରିଖରୁ ବଢ଼ିବ ବର୍ଷାର ପରିମାଣ । ଲଘୁଚାପ ପ୍ରଭାବରେ ୨୧ ତାରିଖ ଯାଏ ବର୍ଷା ଲାଗି ରହିବା…

ଫୁଲୁଛି ଦେବୀ ନଦୀ, ବଡ଼ବାଲିକଣିରେ ବିରାଟ ଘାଇ

ଜଗତସିଂହପୁର: ଲଗାଣ ବର୍ଷା ପରେ ହୀରାକୁଦରୁ ନିଷ୍କାସିତ ବନ୍ୟା ଜଳ ଚିନ୍ତା ବଢ଼ାଇଛି । ବିଭିନ୍ନ ଜିଲ୍ଲାରେ ପ୍ରବାହିତ ନଦୀରେ ବନ୍ୟା ଜଳ ଆସିବା ପରେ ବଢ଼ୁଛି ଜଳସ୍ତର । ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ଦେବୀ ନଦୀ ସହ ପାଇକା ବିଲୁଆଖାଇ ଆଦି ନଦୀର ଜଳସ୍ତର ବୃଦ୍ଧି ପାଇଛି ।…

ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର, ଆସନ୍ତା ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ: ଏସଆରସି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରମୁଖ ଅଧିକାକରୀଙ୍କ ସହ ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଆସନ୍ତା ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହେବେ। ତେଣୁ ୧୦ ଜିଲ୍ଲାକୁ ସତର୍କ…

୮ଟି ପଏଣ୍ଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ, ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ…

ମହାନଦୀ ପ୍ରସଙ୍ଗରେ ଆଜି ଓଡିଶା ଛତିଶଗଡ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ୱର: ମହାନଦୀରେ ବନ୍ୟା ପରେ ଦୁଇ ରାଜ୍ୟ ଓଡ଼ିଶା ଏବଂ ଛତିଶଗଡ଼ ପ୍ରଭାବିତ ହୋଇଛନ୍ତି। ବନ୍ୟା ପାଇଁ ପରସ୍ପରକୁ ଦୋଷ ଲଦୁଛନ୍ତି। ଏହାରି ଭିତରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ବୈଠକ କରିବେ ବୋଲି ସୂଚନା ମିଳିଛି। ଆଜି ଅପରାହ୍ନ ୪ଟାରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଭିଡିଓ…

[ଦେଖନ୍ତୁ ଭିଡିଓ] ବନ୍ୟା ପାଣିରେ ୨ ଦିନ ହେଲା ଉବୁଟୁବୁ ସାତକୋଶିଆ

ଅନୁଗୁଳ: ମହାନଦୀରେ ବନ୍ୟା ଆସିବା ଫଳରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଳକରେ ବନ୍ୟା ପାଣି ପଶିଛି । ସାତକୋଶିଆର ଟିକରପଡା ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି । ଗତ ୨ ଦିନ ହେବ ବନ୍ୟାପାଣିରେ ବୁଡ଼ି ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ମହାନଦୀର ଜଳସ୍ତର ବଢ଼ୁଥିବାରୁ ଅନୁଗୁଳ ଜିଲ୍ଲାର କେତେକ…

ଗହଣା ଦୋକାନରୁ ଚୋରି ଅଭିଯୋଗ, କର୍ମଚାରୀଙ୍କୁ ପିଟି ପିଟି ହତ୍ୟା !

ଝାରସୁଗୁଡ଼ା (ରୋଶନ ପୃଷ୍ଟି): ଗହଣା ଦୋକାନୀର କର୍ମଚାରୀଙ୍କୁ ହତ୍ୟା। ୬୦ ଲକ୍ଷ ଟଙ୍କାର ଗହଣା ଚୋରି ଅଭିଯୋଗରେ ଦୋକାନୀ ମାଲିକ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ବୌଦ୍ଧ ମନମୁଣ୍ଡାର ସୁରଶ ପାଣ୍ଡେ। ପରିବାର ଲୋକେ ଏବେ ସୁରେଶଙ୍କ ମୃତ୍ୟୁରେ…

ବଢୁଛି ହୀରାକୁଦର ଜଳସ୍ତର, ମହାନଦୀରେ ବଡ଼ ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ଏସଆରସି ପ୍ରଦୀପ ଜେନା କହିଥିଲେ। କିନ୍ତୁ ହୀରାକୁଦ ଡ୍ୟାମରେ ପାଣି ବଢିବା ପରେ ଏହି ଆକଳନ ଏବେ ଭୁଲ୍ ପ୍ରମାଣିତ ହେବାକୁ ଯାଉଛି। କାରଣ ଡ୍ୟାମରେ ପ୍ରବେଶ କରୁଥିବା ପାଣି ତଳୁନାରେ ନିଷ୍କାସିତ ହେଉଥିବା ପାଣିର ପରିଣାମ କମ୍ ରହିଛି।…