Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡିଲ୍ ବେଳେ ମାଡ଼ି ବସିଲା STF, କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର: ପୁଣି କଲରାପତରିଆ ବାଘ ଛାଲ ଜବତ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ କର୍ମଚାରୀଙ୍କ ସହାୟତାରେ STF କରିଥିବା ରେଡକୁ ସଫଳତା ମିଳିଛି । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ରାହ୍ମଣୀପଡ଼ା ଗାଁରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ମାମଲାରେ ବ୍ରାହ୍ମଣୀପଡ଼ା ଗାଁର ବିରେନମିତ୍ର…

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ବିରୋଧ କରି ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଗରେ ବିକ୍ଷୋଭ

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ବିରୋଧ କରି ବିକ୍ଷୋଭ । ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଗଣ ବିକ୍ଷୋଭ କରାଯାଇଛି । ବାରମ୍ବାର ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁର ଅଭିଯୋଗ ଆସୁଛି । ଏପରିକି ଡାକ୍ତର ମାନେ…

ମିସେସ ସାଉଥ୍ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ହେଲେ ଗଞ୍ଜାମ ଝିଅ

ବ୍ରହ୍ମପୁର: ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଗଞ୍ଜାମ ଝିଅ । ବେଙ୍ଗଳୁରୁ ଠାରେ ଆୟୋଜିତ ହୋଇଥିବା ନ୍ୟାସନାଲ ଲେବେଲ କ୍ଲାସି ଆଇକନ୍ସ ଅଫ ସାଉଥ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ହୋଇଛନ୍ତି ହିଞ୍ଜିଳିକାଟୁ ସିକିରି ଗ୍ରାମର ତପସ୍ୱିନୀ ବରାଡ଼ । ଏହି ପ୍ରତିଯୋଗିତାରେ ସେ…

କୂଅରେ ପଡ଼ି ଖାଦ୍ୟ ଅନ୍ୱେଷଣରେ ଆସିଥିବା ହରିଣର ମୃତ୍ୟୁ

କାମାକ୍ଷାନଗର: ଖୋଲା କୂଅରୁ ମିଳିଲା ହରିଣର ମୃତଦେହ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଖୁଣ୍ଟବାଟି ଗାଁର ଏକ ଖୋଲା କୂଅରୁ ହରିଣର ମୃତଦେହ ମିଳିଛି । ହରିଣଟି ଖୁଣ୍ଟବାଟି ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଖୋଲା…

ବାଇପାସ୍ ନିର୍ମାଣ ଦାବିରେ ଖଡ଼ିଆଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା: ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥ ଓ ଖଡ଼ିଆଳ ସିନାପାଲି ମୁଖ୍ୟ ରାସ୍ତାରେ ବାଇପାସ ରାସ୍ତା ସହ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାର ସମାଧାନ ଦାବିରେ ବନ୍ଦ ପାଳନ । ଆଜି ସକାଳ ୭ଟାରୁ ଖଡ଼ିଆଳ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଖଡ଼ିଆଳ ସଚେତନ ନାଗରିକ ମଞ୍ଚର ଡାକରାରେ ସବୁ…

୫ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା, ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ମୌସୁମୀ ନିମ୍ନ ଚାପ ରେଖା ଦକ୍ଷିଣ ମୁହାଁ ହୋଇଛି । ହିମାଳୟ ପାଦ ଦେଶରୁ ସ୍ୱାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ ନିମ୍ନ ଚାପ ରେଖା । ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ୫ ତାରିଖରେ ରାଜ୍ୟର ୧୦ ଗୋଟି ଜିଲ୍ଲାରେ…

ରାଜଧାନୀରେ ଦେହ ବ୍ୟବସାୟର ପସରା: ୨୦୨୨ରେ ପୋଲିସ ଏଯାବତ ଧରିପାରିନି ସେକ୍ସ ରାକେଟ

ଭୁବନେଶ୍ୱର: ରାଜଧାନୀରେ ଦେହଜୀବୀ ଧରାପଡିବା ଏକଦା ନିତିଦିନିଆ ଖବର ପାଲଟିଥିଲା। ଏବେ କିନ୍ତୁ ଏହି ଖବର ଆସୁନି କି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିବାର ମଧ୍ୟ କୌଣସି ସୂଚନା ନାହିଁ। କିନ୍ତୁ ବିଭିନ୍ନ ସୂଚନା ପ୍ରଦାନକାରୀଙ୍କ ତଥ୍ୟକୁ ଯଦି ବିଶ୍ୱାସ କରିବା ତାହେଲେ ରାଜଧାନୀରେ ବଢୁଛି ଦେହ…

ପ୍ରଥମ ଥର ପାଇଁ ନାବେଟ୍‍ କ୍ୟୁସିଆଇ ରାଙ୍କିଂ : କିଟ୍‍ ପଲିଟେକ୍‍ନିକ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: କ୍ୟୁସିଆଇ ନାବେଟ ର‌୍ୟାଙ୍କିଂରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକ୍‍ନିକ୍‍ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି। ସଂପ୍ରତି ଗୁଣାତ୍ମକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଉପରେ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ…

ଆପୋଲୋ ହସ୍ପିଟାଲର ଏକ ଭିନ୍ନ ପ୍ରୟାସ; ରକ୍ତ ପରୀକ୍ଷାରୁ ହେବ ସ୍ତନ କର୍କଟ ଚିହ୍ନଟ

ଭୁବନେଶ୍ୱର: ରକ୍ତ ପରୀକ୍ଷାରୁ ହିଁ ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ । ରକ୍ତ ପରୀକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଲବିକ ପରିବର୍ତ୍ତନ ବୋଲି ଆପୋଲୋ ହସ୍ପିଟାଲ ଦାବି କରିଛି । ଏହି ପରୀକ୍ଷା ଦ୍ୱାରା କର୍କଟ ରୋଗରୁ ମହିଳା ମାନଙ୍କ ମୂଲ୍ୟବାନ ଜୀବନ ରକ୍ଷା କରିହେବ ବୋଲି ଭୁବନେଶ୍ୱର…

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଛାତ୍ର ଗଣ୍ଡଗୋଳ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ସୋମବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମଙ୍ଗଳବାର ଉଭୟ ଗୋଷ୍ଠୀର ଛାତ୍ରଙ୍କ ଅଭିଭାବକଙ୍କ ସହ କଲେଜ କର୍ତ୍ତୃପକ୍ଷ ଓ ଗୋପାଳପୁର ପୋଲିସ ମଧ୍ୟରେ ବୁଝାମଣା ବୈଠକ…