Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ୨୦୨୨ ଆଇଟି ପଲିସିକୁ କ୍ୟାବିନେଟ ଅନୁମୋଦନ କରିଛି । ଏଥିସହ ଖୋର୍ଦ୍ଧା ବରୁଣେଇପେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ମାଗଣାରେ ୯ ଏକର ୬୫୮ ଡିସିମିଲ୍ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି…

[ଦେଖନ୍ତୁ ଭିଡିଓ] ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି ସରକାରୀ କୋଠା

ଜଗତସିଂହପୁର : ଜଗତସିଂହପୁରରେ ଅବହେଳିତ ହୋଇପଡ଼ିଛି ସରକାରୀ କୋଠା ।  ଅବହେଳିତ ହୋଇପଡ଼ିଛି ସରକାରୀ ପ୍ରକଳ୍ପ । ଖାଲି ସେତିକିନୁହେଁ ପ୍ରକଳ୍ପ ସହ ସରକାରୀ କାର୍ଯ୍ୟାଳୟ ଓ କଲ୍ୟାଣମଣ୍ଡପ ଗୁଡିକ ପାଲଟିଛି ଭୂତକୋଠା। ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିରହିଛି ଜନସାଧାରଣଙ୍କ ପାଇଁ…

[ଦେଖନ୍ତୁ ଭିଡିଓ] ମୁକୁଳା ପଡ଼ିଛି ଦୁର୍ବଳ ନଦୀ ବନ୍ଧ। ଆତଙ୍କିତ ନଦୀକୂଳିଆ ଗାଁର ଲୋକେ

ଯାଜପୁର  : ବର୍ଷା ଆରମ୍ଭ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଦୁର୍ବଳ ନଦୀ ବନ୍ଧ ଗୁଡିକ ମରାମତି ହୋଇନି। ଫଳରେ ବନ୍ୟା ଆସିଲେ ନଦୀକୂଳିଆ ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ଏ ହେଉଛି ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଂଚାୟତ, ବାଣପୁର ଅଂଚଳ ର ଦୃଶ୍ୟ। ଯେଉଁଠି ମରାମତି ଅଭାବରୁ ନଦୀ ବନ୍ଧ ଗୁଡିକ…

ପାଇକ ସ୍ମାରକୀ ନିର୍ମାଣ ଲାଗି ମାଗଣା ଜମି ଦେବେ ସରକାର

ଭୁବନେଶ୍ୱର: ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦ ଦେଶରେ ପାଇକ ସ୍ମାରକୀ ନିର୍ମାଣ ଲାଗି ମାଗଣା ଜମି ଦେବେ ରାଜ୍ୟ ସରକାର । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଖୋର୍ଦ୍ଧା ତହସିଲ୍ ଅନ୍ତର୍ଗତ ଖୋର୍ଦ୍ଧା ମୌଜାର ବରୁଣେଇ ପାହାଡ଼ ପାଦ ଦେଶରେ ୯ ଏକର ୬୫୮ ଡିସିମିଲ୍ ଜାଗା ବିନା…

କାଶୀପୁରରେ ଡାଇରିଆ ଆତଙ୍କ। ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ମୃତକ ସଂଖ୍ୟା ୮ରେ ପହଞ୍ଚିଲା

ରାୟଗଡ଼ା : କାଶୀପୁରରେ ଡାଇରିଆ ଆତଙ୍କ। ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ମୃତକ ଜଣକ ହେଉଛନ୍ତି ତୋଟାଗୁଡା ଗାଁର ୪୮ବର୍ଷୀୟ ଭାମୁନି ମାଝୀ । ପୂର୍ବରୁ କାଶୀପୁର ବ୍ଲକରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଜଣଙ୍କୁ ମିଶାଇ ଏବେ ମୃତ୍ୟୁସଂଖ୍ୟା ୮ରେ ପହଂଚିଲା । କାଶୀପୁରରେ ହଇଜା…

[ଦେଖନ୍ତୁ ଭିଡିଓ] ଦୁର୍ଗମ ଅଞ୍ଚଳରେ ଜନ୍ତୁ ଆତଙ୍କ। ଗାଁରେ ବିଦ୍ୟାଳୟ ଦାବି

ଢେଙ୍କାନାଳ : ଗାଁରେ ନାହିଁ ସ୍କୁଲ । ବଣ ପାହାଡ ଘେରା ଅଞ୍ଚଳ। ତା ସାଙ୍ଗକୁ ଜଙ୍ଗଲ ରାସ୍ତା ଅତିକ୍ରମ କରି ପାଠ ପଢିବାକୁ ଯାଉଛନ୍ତି କୁନି କୁନି ପିଲା ମାନେ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ଜଙ୍ଗଲୀ ଜନ୍ତୁ ଆତଙ୍କ। ଆଉ ଏଥିରୁ ବାଦ୍ ପଡ଼ୁନାହାନ୍ତି ହାତୀ ପଲ। ଜୀବନକୁ ପାଣି ଛଡାଇ ବିଦ୍ୟାଳୟକୁ ଯାଉଥିବା…

[ଦେଖନ୍ତୁ ଭିଡିଓ] କରୋନା ସଂକ୍ରମଣ ବଢୁଥିବାରୁ ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ମାସ୍କ ବାଧ୍ୟତାମୂଳକ । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା। ଆଜି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା କଟକଣା ମାନିବାକୁ ବ୍ରହ୍ମପୁର ମହାନଗର ନିଗମ…

[ଦେଖନ୍ତୁ ଭିଡିଓ] କାଶୀପୁରରେ ଚିହ୍ନଟ ହେଲା କଲେରା ଭୂତାଣୁ । ହେଲପଲାଇନ ନମ୍ବର ଜାରି

ରାୟଗଡା   : କାଶୀପୁରରେ ହଇଜା ଜୀବାଣୁ ଚିହ୍ନଟ ହୋଇଛି । କାଶୀପୁର, ଟିକିରି ଓ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ବର୍ତ୍ତମାନ ଚିକିତ୍ସା ଚାଲିଛି । ଆକ୍ରାନ୍ତଙ୍କ ନମୂନା ଆରଏମଆରସିକୁ ପଠାଯାଇଥିଲା । ରିପୋର୍ଟରେ ହଇଜା ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସ୍ୱାଧାଦେବ ସିଂହ…

ଦାଦନ ରୋକିବାକୁ କି ନିଷ୍ପତ୍ତି ନେଲା ରାଜ୍ୟ କ୍ୟାବିନେଟ ?

ଭୁବନେଶ୍ୱର: ରାଜ୍ୟରେ ଦାଦନଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନୂଆ ଯୋଜନାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ନୂତନ ରାଜ୍ୟ କ୍ଷେତ୍ର ଯୋଜନା ଆରମ୍ଭ ହେବ । ମହାତ୍ମା ଗାନ୍ଧୀ ଜାତୀୟ ନିର୍ମାଣ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟ ସହାୟତାକୁ ଅନୁମୋଦନ ମିଳିଛି । ବଲାଙ୍ଗିର,…

୧୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କୋରାପୁଟ, ରାୟଗଡ଼ା, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଜଳ ଜୀବନ ମିଶନରେ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।…