Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗରେ ଗୃହ ସରଗରମ : ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ମୁଖ୍ୟ ସଚେତକ

 ଭୁବନେଶ୍ୱର: ଗୃହରେ ଉଠିଲା ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗ । ଆଜି ବିଧାନସଭାରେ ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗ ଉଠିଛି । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଛନ୍ତି । ଜୟପୁରର ବିଭିନ୍ନ ସ୍କୁଲରେ ଦୁର୍ନୀତି ଅଭିଯୋଗ…

[ଦେଖନ୍ତୁ ଭିଡିଓ] ନାଗୁଣୀର ମାତୃ ସ୍ନେହ: ଛୁଆଙ୍କୁ ସୁରକ୍ଷିତ ରଖି ଭୋକରେ ଜୀବନ ହାରିଲା

କଟକ : ଟାଙ୍କି ଭିତରୁ ଉଦ୍ଧାର ହେଲା ନାଗ ସାପ ଛୁଆ ।  କଟକ ଜିଲ୍ଲା ବାଙ୍କୀ  ଦୋଳଣାପୁରର ଲକ୍ଷ୍ମୀଧର ପରିଡାଙ୍କ ଘରେ ଟାଙ୍କି ମରାମତି କରାଯିବା ବେଳେ କିଛି ନାଗ ସାପ ଛୁଆ ଓ ଅଣ୍ଡା ଉଦ୍ଧାର ହୋଇଛି । ତାସହିତ ସେଠାରେ ଏକ ବଡ଼ ନାଗ ସାପ ମରିପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଘଟଣା ନେଇ …

ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ

 ଭୁବନେଶ୍ୱର :  ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ଓଡ଼ିଶା ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଜିଠୁ ଆବେଦନ କରିପାରିବେ । ଆଜି ଦିନ ୧୧ଟା ରେ www.samsodisha.gov.in ରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ।  ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ…

ରାଜ୍ୟ‌ରେ ୨୪ ଘଣ୍ଟା ମଧ୍ୟରେ ୧୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତକାଲି ଅପେକ୍ଷା ରାଜ୍ୟ‌ରେ ଆଜି କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି ୯୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ ଘଣ୍ଟା ମଧ୍ୟରେ ୧୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ…

ଓଡିଶାର 43.52 ଲକ୍ଷ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଣ

ନୂଆଦିଲ୍ଲୀ : ଓଡିଶାର 43.52 ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଦର୍ଶାଇଛନ୍ତି…

ପ୍ରେମିକର ଘର ଆଗରେ ପ୍ରେମିକାଙ୍କ ଧାରଣା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ପୁଣି ଥରେ ପ୍ରେମ ଓ ପ୍ରତାରଣାର ଅଭିଯୋଗ ଆସିଛି । ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା । ଘଟଣା ହେଲା, ରାମଗିରି ଗ୍ରାମର ଶିବ ପ୍ରଧାନ କାମ ସନ୍ଧାନରେ ଗୁଜରାଟର ସୁରତକୁ ଯାଇଥିଲେ । ସେଠାରେ ଖଲିକୋଟ ଥାନା ସଚ୍ଛିନା ଗ୍ରାମର ଯୁବତୀ ଜଣକ ମଧ୍ୟ…

ଆଉ ଜଣେ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଛାତ୍ରୀ

ବ୍ରହ୍ମପୁର:ଛାତ୍ରୀଙ୍କୁ ନିର୍ଯାତନା ଜନିତ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚାରେ ରହିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ସ୍ନାତକୋତ୍ତର ବିଭାଗର ଅଧ୍ୟାପକଙ୍କ ବିରୋଧରେ କେତେକ ଛାତ୍ରୀ ନିର୍ଯ୍ୟାତନା  ଅଭିଯୋଗ ଆଣିଥିଲେ । ଏବେ ଇତିହାସ ବିଭାଗର ଅଧ୍ୟାପକଙ୍କ ବିରୋଧରେ…

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡରେ ଜଣେ ମୃତ

ଆନନ୍ଦପୁର :  ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଖଲଣା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ। ଗୁଳିମାଡରେ ଜଣଙ୍କର ମୃତ୍ୟ। ଅନ୍ୟଜଣେ ଗୁରୁତର ଅବସ୍ଥାରେ ସାଇଁକୁଳ ମେଡ଼ିକାଲ ରେ ଭର୍ତ୍ତି।  ବରପଦା ଠାରେ ସାପ୍ତାହିକ ହାଟ ଚାଲିଥିବା ବେଳେ ଖଲଣା ଗାଁର ସୁନନ୍ଦ ସେଠି ଓ ଅଭିମନ୍ୟୁ ସେଠି…

ସ୍କୁଲରେ ହେବ ‘ଗଣିତ ମେଳା’ର ଆୟୋଜନ , ସୂଚନା ଦେଲେ ସଚିବ ବିଷ୍ନୁ ସେଠୀ

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍ ଶୀଘ୍ର ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ 'ଗଣିତ ମେଳା'ର ଆୟୋଜନ କରିବେ। ଏଥିପାଇଁ ମୋ ସ୍କୁଲ ଅଭିଯାନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଗଣିତ ବିଷୟ ପ୍ରତି…

ସ୍ତ୍ରୀକୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇ ରୋଷେଇ ଘରେ ଲୁଚିଥିଲା ସ୍ୱାମୀ !

ନବରଙ୍ଗପୁର: ପୋଲିସକୁ ଗୋଡ଼ାଉଛନ୍ତି ଗାଁ ଲୋକ । ପୋଲିସ ଗାଡ଼ିକୁ ବା ଛାଡ଼ୁ ନାହାନ୍ତି ସମ୍ପର୍କୀୟ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଝରିଗୁଡା ଗାଁରେ ବଦ୍ରିକା ପନକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା । ସୁଶୀଲ ନାଗ ତାଙ୍କ ସ୍ତ୍ରୀ ବଦ୍ରିକାଙ୍କୁ ହତ୍ୟା ପରେ…