Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜେଲରୁ ଚମ୍ପଟ ମାରିଲେ ଦୁଇ କଏଦୀ, ଜଳକା ସାଜିଲା ପାଲଲହଡା ପୋଲିସ

ଅନୁଗାଳ: ପାଚେରୀ ଡେଇଁ ପାଲଲହଡା ଉପଖଣ୍ଡ କାରାଗାରରୁ ଦୁଇ ବିଚରାଧୀନ କଏଦୀ ଫେରାର। ଗତକାଲି ବିଳମ୍ବିତ ରାତିରେ ଦୁଇ କଏଦୀ ଫେରାର ହୋଇଥିବା ସୂଚନା ରହିଛି । ଜଣେ ଡ଼ିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଅନ୍ୟ ଜଣେ ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ। କଏଦୀ ମାନେ ରାତ୍ରି ଭୋଜନ କରିବା ପରେ ନିଜ…

ଫାଇଭ୍ ଟି ସଚିବଙ୍କ ବାସଭବନ ନିକଟରେ ବିକ୍ଷୋଭ, ରୁଚିକା ମହାନ୍ତିଙ୍କ ମା’ ଗିରଫ

ଭୁବନେଶ୍ୱର: ରୁଚିକା ମହାନ୍ତିଙ୍କ ମା ଓ ନବ ନିର୍ମାଣ ସଂଗଠନର କର୍ମକର୍ତ୍ତା ଗିରଫ । ରାଜ୍ୟ ସରକାରଙ୍କ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନଙ୍କ ସରକାରୀ ବାସଭବନ ନିକଟରେ ବିକ୍ଷୋଭ କରିବାକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି । ବିଜେବି କଲେଜର ପ୍ରଥମ ବର୍ଷର ଛାତ୍ରୀ ରୁଚିକା…

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପ୍ରତିବାଦ, ବଢ଼ିଲା ସଚିବାଳୟ ସୁରକ୍ଷା

ଭୁବନେଶ୍ୱର/ଭଦ୍ରକ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଇଁ ଡାକରା…

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯାଗ

ବ୍ରହ୍ମପୁର: ବହିଦେବାକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ ଅଭିଯାଗ। ଏଭଳି ଅଭିଯୋଗ ଆସିଛି ଜଣେ ଓଡ଼ିଆ ଅଧ୍ୟାପକଙ୍କ ନାଁରେ। ଅଧ୍ୟାପକ ଜଣଙ୍କ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଏ ନେଇ ଥାନାରେ ମାମଲା ରୁୁଜୁ ହୋଇଛି। ସେପଟେ ଛାତ୍ରୀଙ୍କୁ ସମର୍ଥନ କରୁଥିବା…

କାଶୀପୁରରେ ଚିହ୍ନଟ ହେଲା ଭିବ୍ରିଓ କଲେରା

କାଶୀପୁର: ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କାଶୀପୁରରେ ଚିହ୍ନଟ ହୋଇଛି ଭିବ୍ରିଓ କଲେରା । ୧୦ ଜଣଙ୍କ ଠାରୁ ସଂଗୃହୀତ ମଳ ନମୁନା ମଧ୍ୟରୁ ୩ ଟିରେ ଭିବ୍ରିଓ କଲେରା ଭୂତାଣୁ ଥିବା ଜଣାପଡିଛି । ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ଆଞ୍ଚଳ ଦେଇ ବହି…

ରୁଚିକା ମହାନ୍ତି ମୃତ୍ୟୁ ମାମଲା, ଆଜି ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର: ବିଜେବି କଲେଜ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରି ଆଜି ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସାରା ଓଡ଼ିଶାରେ ଏହି ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ନବ ନିର୍ମାଣ କୃଷକ ସଂଗଠନ ଓ ଏହାର ଛାତ୍ର ସଂଗଠନ ନବ…

[ଦେଖନ୍ତୁ ଭିଡିଓ] ଶ୍ରାବଣ ପ୍ରଥମ ସୋମବାର । ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି କରିଛନ୍ତି କାଉଡିଆ

ପୁରୀ :  ସକାଳୁ ପ୍ରବଳ ବର୍ଷା ସତ୍ତ୍ୱେ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି କରିଛନ୍ତି କାଉଡିଆ ।ଗତକାଲି ରାତିରୁ ହିଁ ଶ୍ରାବଣ ପ୍ରଥମ ସୋମବାର ଜଳଲାଗି ପାଇଁ ଭିଡ ଲାଗିଥିଲା।  ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ରାତ୍ର ଗୋଟାଏରୁ ଜଳଲାଗି ଆରମ୍ଭ ହୋଇଥିଲା । ସମସ୍ତ କାଉଡିଆଙ୍କ…

[ଦେଖନ୍ତୁ ଭିଡିଓ] ମୋକିମ୍‌ଙ୍କ କ୍ରସ୍ ଭୋଟିଂ, ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିଜେପି ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ଯଦିଓ ରାଷ୍ଟ୍ରପତି ନିର୍ବାଚନରେ ହ୍ୱୀପ୍ ଲାଗେନାହିଁ ତଥାପି ବି ବିରୋଧୀ ଦଳଗୁଡ଼କର ମିଳିତ ପ୍ରାର୍ଥୀ ଜଶଓ୍ୱାନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବା…

ଦୈନନ୍ଦିନ ଖାଦ୍ୟ ଉପରେ GST ଲଗାଇ ଗରିବଙ୍କୁ ନାତ ମାରିଛନ୍ତି କେନ୍ଦ୍ର ସରକାର: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଚୁଡା, ମୁଢି, ଉଖୁଡ଼ା, ଖଈ ଆଦି ଦ୍ରବ୍ୟ ଉପରେ ଜିଏସଟି ଲାଗୁ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଗରିବଙ୍କ ପେଟକୁ ନାତ ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏଥିସହ ଏହି ନିଷ୍ପତ୍ତିର ଦୃଢ଼ ନିନ୍ଦା କରିଛନ୍ତି । ଜିଏସଟି କାଉନସିଲ୍ ଏଭଳି…

[ଦେଖନ୍ତୁ ଭିଡିଓ] ବିଧାନସଭାରେ ଜିଏସ୍‌ଟି ତାତି । ଚୁଡ଼ା, ମୁଢ଼ି ଉପରେ GST ଲାଗୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ…

ଭୁବନେଶ୍ୱର : ବିଧାନସଭାରେ ଜିଏସ୍‌ଟି ତାତି । ଚୁଡ଼ା, ମୁଢ଼ି ଉପରେ GST ଲାଗୁ ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଜୋରଦାର ହୋହଲ୍ଲା କରିଥିଲେ ।  ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଯଦି କେନ୍ଦ୍ର ସରକାର ଏସବୁ…