Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରାବଣ ସୋମବାର, ଜଳାଭିଷେକ ଲାଗି ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଆଠଗଡ଼  : ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠ ଚଳଚଞ୍ଚଳ । ୨ ବର୍ଷର କୋଭିଡ କଟକଣା ପରେ ବାବା ଧବଳେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କୁ ଜଳ ଲାଗି କରିବାର ସୁଯୋଗ ମିଳିଛି । ବାବା ଧବଳେଶ୍ବର ପୀଠରେ ଭୋର ୩ ଟାରୁ ମନ୍ଦିର ଫିଟାଯାଇ ଦର୍ଶନ ଓ ଜଳଲାଗି…

ରାଷ୍ଟ୍ରପତି ନିର୍ବାଚନ: ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ମଦତାନ ଆରମ୍ଭ ହୋଇଛି । ଦେଶର ସଂସଦ ସହ ପ୍ରତି ରାଜ୍ୟର ବିଧାନସଭାରେ ମତଦାନ ଚାଲିଛି । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଚାଲିଛି । ଜଣଙ୍କ ପରେ ଜଣେ ବିଧାୟକ ଆସି ମତ ସାବ୍ୟସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍…

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୧୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଲଗାତର ଭାବେ କିଛି ଦିନ ହେଲା ଏକ ହଜାର ଉପରେ ରହୁଥିଲା କରୋନା । କିନ୍ତୁ ଏହା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୭ ଜଣ…

ଆଜି ଖୋଲିବ ହୀରାକୁଦ ଗେଟ୍ । ଦିନ ୧୧ଟାରେ ପର୍ଯ୍ୟାୟକ୍ରମେ ୫ଟି ଗେଟ୍ ଖୋଲିବ

ସମ୍ବଲପୁର :  ଆଜି ଖୋଲିବ ହୀରାକୁଦ ଗେଟ୍ । ଦିନ ୧୧ଟାରେ ପର୍ଯ୍ୟାୟକ୍ରମେ ୫ଟି ଗେଟ୍ ଖୋଲିବ । ପ୍ରଥମେ ୭ନଂ ଗେଟ୍ ଖୋଲାଯିବ । ମହାନଦୀ ତଟବର୍ତ୍ତୀ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୧ ମସିହା ଜୁଲାଇ ୧୧ ତାରିଖ ଦିନ ଗତ ବର୍ଷର ପ୍ରଥମ ବନ୍ୟାଜଳ…

ଆଜି ଶ୍ରାବଣ ପ୍ରଥମ ସୋମବାର : ଜଳଲାଗି ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଆଜି ଶ୍ରାବଣ ପ୍ରଥମ ସୋମବାର । ୨ବର୍ଷ ପରେ ଜଳଲାଗି ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ବୋଲବମ ପାଇଁ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । କେବଳ ମାସ୍କ ପିନ୍ଧିଥିବା ଭକ୍ତଙ୍କୁ ମନ୍ଦିର ଭିତରକୁ ଅନୁମତି ମିଳିଛି । ସେପଟେ କାଉଡ଼ିଆମାନଙ୍କୁ ଭିତରକୁ ଶୃଙ୍ଖଳିତ…

ମହାଦେବଙ୍କ ପାଖରେ ଜଳଲାଗି କଲେ କାଉଡ଼ିଆ

ଭୁବନେଶ୍ବର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ଶିବମନ୍ଦିରରେ ପ୍ରବଳ ଗହଳି । ବିଭିନ୍ନ ଶୈବପୀଠରେ କାଉଡିଆମାନେ  ବାବା ଭୋଳନାଥଙ୍କୁ ଜଳଲାଗି କରିଛନ୍ତି ।  ମାନସିକ ପୂରଣ ଲାଗି  ବିଭିନ୍ନ ନଦୀରୁ ପାଣି ଆଣି ଜଳ ଲାଗି କରିବା ପାଇଁ ସକାଳୁ ସକାଳୁ  କାଉଡିଆଙ୍କ ମନ୍ଦିର ନିକଟରେ ଭିଡ…

ମହଙ୍ଗା ଭତ୍ତା ଦାବିରେ କର୍ମଚାରୀ ଓ ପେନସନଭୋଗୀ ଆନ୍ଦୋଳନ କରିବେ

କଟକ : ଓଡିଶା ରାଜ୍ୟ ଅବସରପାପ୍ତ କର୍ମଚାରୀ ମହାସଂଘର ଏକ ବୈଠକ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷ୍ପତ୍ତି ହୋଇଛି ଯେ  ରାଜ୍ୟ ସରକାର ଜାନୁଆରୀ ୨୦୨୨ରୁ ପ୍ରାପ୍ୟ ୩% ଓ ୧୮ମାସର ଏରିଆର ମହଙ୍ଗା ଭତ୍ତା ଅବିଳମ୍ବେ ଘୋଷଣା ନକଲେ କାର୍ଯ୍ୟରତ କର୍ମଚାରୀ ଓ ପେନସନଭୋଗି ମିଳିତ ଭାବେ…

ଉପାଧ୍ୟକ୍ଷଙ୍କ ପ୍ୟାନେଲରେ ପୁଣି ସ୍ଥାନ ପାଇଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ:  ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରାଜ୍ୟସଭା ପାଇଁ ଉପାଧ୍ୟକ୍ଷମାନଙ୍କ ପ୍ୟାନେଲକୁ ପୁନର୍ଗଠନ କରିଛନ୍ତି । ଏହି ପ୍ୟାନେଲରେ ଓଡ଼ିଶାର ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର ଙ୍କୁ ପୁଣିଥରେ ସ୍ଥାନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । …

ଲଗାଣ ବର୍ଷା ପ୍ରଭାବରେ ଫୁଲୁଛି ବଂଶଧାରା। ଭାସିଗଲେ ହାତୀପଲ

ରାୟଗଡ଼ା: ଲଗାଣ ବର୍ଷା ପ୍ରଭାବରେ ଫୁଲିଛି ବଂଶଧାରା। ଜଳସ୍ତର ଆଜି ସତର୍କ ସଙ୍କେତ ଟିପିଛି। ଅପରାହଣରେ ବର୍ଷା କମିବା ପରେ ସଂଧ୍ୟାରେ ବଂଶଧାରା ଜଳସ୍ତର ସ୍ଥିର ରହିଛି। ସାନ ନଦୀ (ମହେନ୍ଦ୍ରତନୟା) ସମେତ ଶାଖା ନଦୀ, ନାଳ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ରାତିରେ ବଂଶଧାରା…

ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବ ବିଜେଡି

ଭୁବନେଶ୍ବର:  ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ବିଜେଡି ସମର୍ଥନ କରିବ । ଏନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉପରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହେବା ପରେ ବିଜେଡି ସମର୍ଥନ…