Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ରସଗୋଲା ଦିବସ : ମିଠା ଭିତରେ ଶ୍ରେଷ୍ଠ ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ

ଭୁବନେଶ୍ୱର: ଓଡ଼ିଆଙ୍କ ଇମୋସନା  ପ୍ରତି ଓଡ଼ିଆ ଘରେ ପୂଜା ପର୍ବାଣୀ ହେଉ କି କୌଣସି ମହୋତ୍ସବ। ସବୁଥିରେ ତାକୁ ହିଁ ଖୋଜା ପଡିଥାଏ। ଛୋଟରୁ ବଡ଼ ସମସ୍ତଙ୍କର ଅତିପ୍ରିୟ। ଖାଲି ସେତିକି ନୁହେଁ ପୌରାଣିକ ପରମ୍ପରା ସହିତ ମଧ୍ୟ ଏହା ଜଡ଼ିତ। ଖାସ୍ କରି ମାଆ ମହାଲକ୍ଷ୍ମୀଙ୍କୁ ମନାଇବାକୁ ବି ପ୍ରଭୁ…

ବାରିପଦାରେ ଶେଷ ହେଲା ବାଣ୍ଠିଆ ଜଗନ୍ନାଥଙ୍କ ଘୋଷଯାତ୍ରା

ବାରିପଦା : ଶେଷ ହେଲା ବାଣ୍ଠିଆ ଜଗନ୍ନାଥଙ୍କ ଘୋଷଯାତ୍ରା ।  ତିନିଠାକୁର ରଥାରୂଢ ହୋଇ ମାଉସୀମା ମନ୍ଦିର ଯାଉଥିବା ବେଳେ ବାରିପଦା ରଥଯାତ୍ରାର ପରମ୍ପରା କିଛି ନିଆରା । ବହୁ ପ୍ରଚୀନ ଆମଳରୁ ବାରିପଦା ସ୍ଥିତ ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ଚାଲିଆସିଛି ଏକ ନିଆରା ପରମ୍ପରା। କେବଳ କୁନି କନି…

ଆଗଲପୁର ବ୍ଲକ ଆଇସିଡିଏସ ସୁପରଭାଇଜର କୁନି ନାଏକ ଗିରଫ

ଆଗଲପୁର: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ରୋଧ ସେକ୍ଟର ଆଇସିଡିଏସ ସୁପରଭାଇଜର କୁନି ନାଏକଙ୍କୁ ଭିଜିଲାନ୍ସ ଗିରଫ କରିଛି । ୧୯ ହଜାର ୮୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ତାଙ୍କ ଅଧୀନସ୍ଥ ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ…

[ଦେଖନ୍ତୁ ଭିଡିଓ] ଚୋରି ଓ ହଜି ଯାଇଥିବା ମୋବାଇଲକୁ ଠାବ କରି ଫେରାଇଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡ଼ା: ବିଭିନ୍ନ ଜିଲ୍ଲାରେ ମୋବାଇଲ୍ ଚୋରି ମାମଲା ବଢ଼ିବାରେ ଲାଗିଛି । ଝାରସୁଗୁଡ଼ା ପୋଲିସ ସ୍ୱତନ୍ତ୍ର ଡ୍ରାଇଭ୍ ମାଧ୍ୟମରେ ଚୋରି ଓ ହଜି ଯାଇଥିବା ୨୦୧ଟି ମୋବାଇଲ୍ ଠାବ କରିବା ସହ ହିତାଧିକାରୀଙ୍କୁ ଫେରାଇଛି । ଏଥିପାଇଁ ଜୁନ୍ ୧୦ ତାରିଖରୁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ୍ ।…

ସରକାରୀ କର୍ମଚାରୀଙ୍କ ପାଇଁ ବଢ଼ିଲା ଘର ନିର୍ମାଣ ସହାୟତା; ଏବେ ମିଳିବ ୪୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ । ଏଣିକି କର୍ମଚାରୀମାନେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ୮ ପ୍ରତିଶତ ସୁଧରେ ପାଇପାରିବେ । ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ, ୨୮ଟି ପ୍ଲଟ୍ ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଏଇ । ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଅଫିସ୍ ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ୫ ଜଣ ଡିଏସପି ଓ ୧୨ ଇନ୍ସପେକ୍ଟର ଚଢ଼ାଉରେ ସାମିଲ୍ ହୋଇଛନ୍ତି । ପ୍ରାଥମିକ ରେଡ୍ ବେଳେ ୨୮ଟି…

ରାଗିଂ ନେଇ ମିଳିନି ସୁରାକ୍, ଡାଟା ରିଟ୍ରିଭ୍ ପାଇଁ ସିଙ୍ଗାପୁର ପଠାଯିବ ରୁଚିକାଙ୍କ ମୋବାଇଲ୍: ଡିସିପି

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାକୁ ୧୧ ଦିନ ବିତିଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଜାରି ରଖିଛି । ଏଯାବତ ୧୯୮ ଜଣ ଛାତ୍ରୀଙ୍କ ସହ ସମ୍ପର୍କୀୟ ଓ ସାଙ୍ଗଙ୍କୁ ପଚରାଉଚରା କରିଛି ପୋଲିସ । ହଷ୍ଟେଲ, କଲେଜ ଷ୍ଟାଫମାନଙ୍କୁ ମଧ୍ୟ…

[ଦେଖନ୍ତୁ ଭିଡିଓ] ଗାଡ଼ି ଧକ୍କାରେ ୩ମୃତ,୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ନିର୍ଦ୍ଦେଶ

ଭୁବନେଶ୍ୱର: ବଲାଙ୍ଗୀର-ସୋନପୁର ରାସ୍ତାର ବଡ଼ବାହାଲୀ ଛକ ନିକଟରେ  ସଡ଼କ ଦୁର୍ଘଟଣା । ୩ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି ।…

କାଲିମେଳାରେ ପ୍ରବଳ ବର୍ଷା: ପୋଲ ଉପରେ ୬ଫୁଟ ବନ୍ୟା ଜଳ

ମାଲକାନଗିରି : ମାଲକାନଗିରି  ଜିଲ୍ଲା କାଲିମେଳା ଵ୍ଲକରେ ପ୍ରବଳ ବର୍ଷା ଜାରି ରହିଛି। ଏଠାରେ ଲଗାଣ ବର୍ଷାରେ ମୋଟୁ ଚିନ୍ତୁର ଜାତୀୟ ରାଜପଥ ପାଣିରେ ବୁଡ଼ିଯାଇଛି। ମୋଟୁ- ଚିନ୍ତୁର ମଝିରେ ଥିବା କୁଇଗୁର ପୋଲ ଉପରେ ପାଖାପାଖି ୬ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଚିନ୍ତୁର ଠାରୁ…

ରୁଚିକାଙ୍କ ଏକାଦଶହ: ନ୍ୟାୟ ନମିଳିବା ଯାଏ ଅନଶନ ଜାରି ରହିବ କହିଲେ ମା’ ବିଦ୍ୟୁତପ୍ରଭା

ଭୁବନେଶ୍ୱର: ବିଜେବି କଲେଜ ପ୍ରିନସିପାଲ, ଓ୍ୱାଡେନ ଏବଂ ସୁପରିଟେଣ୍ଡେଣ୍ଟଙ୍କ ବହିଷ୍କାର ଦାବି କଲେ ଆତ୍ମହତ୍ୟା କରିଥିବା ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ମା' ବିଦ୍ୟୁତପ୍ରଭା । ଆଜି ରୁଚିକାଙ୍କ ମୃତ୍ୟୁକୁ ଏକାଦଶହ ଦିନ ପୂରଣ ହୋଇଛି । ଏହି ଅବସରରେ ସାମ୍ବାଦିକ…